ଗୋଟେ ଘରେ 2 ଜଣ ମା’, 2 ଜଣ ଝିଅ ଓ ଜଣେ ଆଈ ଅଛନ୍ତି । କହିଲ ଦେଖି ଘରେ ସମୁଦାୟ କେତେ ଜଣ ଲୋକ ଅଛନ୍ତି ? GK Q&A

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଭାରତରେ ପ୍ରଥମ ଥର ଟ୍ରେନ କେଉଁଠି ଚାଲିଥିଲା ?

ଉ: ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ।

2- ଦିଲ୍ଲୀର ଲାଲକିଲ୍ଲା କିଏ ବନେଇ ଥିଲେ ?

ଉ: ଶାହାଜାହାନ ।

3- କେଉଁ ପଶୁକୁ ସବୁଠୁ ଅଧିକ କ୍ରୋଧ ଆସିଥାଏ ?

ଉ: ଜଙ୍ଗଲି ଗଧିଆ ।

4- କେଉଁ ସ୍ଥାନକୁ ଭାରତର ସ୍ଵିଜରଲ୍ୟାଣ୍ଡ କୁହାଯାଏ ?

ଉ: ଜାମୁ-କାଶ୍ମୀରକୁ ।

5- ଭାରତରେ କେଉଁ ଶସ୍ଯ ସବୁଠୁ ଅଧିକ ଖିଆ ଯାଏ ?

ଉ: ଚାଉଳ ।

6- ଭାରତର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉ: ହକି ଭାରତର ରାଷ୍ଟ୍ରୀୟ ଖେଳ ।

7- କେଉଁ ଫଳ ଗୋଟିଏ ଦିନରେ ହିଁ ପାଚି ଥାଏ ?

ଉ: ସପେଟା ବା ଚିକୁ ଗୋଟିଏ ଦିନରେ ପାଚିଯାଏ ।

8- କେଉଁ ଦେଶରେ ଚୁଇଙ୍ଗମ ଖାଇବା ଉପରେ ଏକ ଅପରାଧ ଅଟେ ?

ଉ: ସିଙ୍ଗାପୁର ।

9- ଚାହା ପିଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉ: ପାଇରିଆ ହୋଇଥାଏ ।

10- ରାବିସ ରୋଗ କେଉଁ ପଶୁ କାମୁଡିବା ଦ୍ଵାରା ହୋଇଥାଏ ?

ଉ: କୁକୁର କାମୁଡିବା ଦ୍ଵାରା ।

11- ଭାରତରେ ସବୁଠୁ ଅଧିକ ରୂପା ଉତ୍ପାଦନ କରୁଥିବା ରାଜ୍ୟର ନାମ କଣ ?

ଉ: ରାଜସ୍ଥାନ ।

12- ଗୋଟିଏ କ୍ରିକେଟ ବ୍ୟାଟ ର ଲମ୍ବ କେତେ ହୋଇଥାଏ ?

ଉ: 38 ଇଞ୍ଚ ।

13- ସ୍ଵର୍ଣ୍ଣ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉ: ପଞ୍ଜାବ ରାଜ୍ୟର ଅମୃତସରରେ ।

14- ୟେଲୋ ନଦୀ କେଉଁ ଦେଶରେ ଅବସ୍ଥିତ ଅଟେ ?

ଉ: ଚୀନ ଦେଶରେ ।

15- ଗଙ୍ଗାକୁ ରାଷ୍ଟ୍ରୀୟ ନଦୀ କେବେ ଘୋଷିତ କରା ଯାଇଥିଲା ?

ଉ: 2008 ମସିହାରେ ।

16- କେଉଁ ଧାତୁକୁ ଅତି ସହଜରେ ଛୁରୀ ସାହାଯ୍ୟରେ କଟା ଯାଇପାରିବ ?

ଉ: ସୋଡିୟମ କୁ ।

17- ଦୁନିଆର ସବୁଠୁ ବଡ ମହାଦ୍ଵୀପ କେଉଁଟି ?

ଉ: ଏସିଆ ମହାଦେଶ ଦୁନିଆର ସବୁଠୁ ବଡ ଦ୍ଵୀପ ।

18- କେଉଁ ଦେଶର କାନୁନ ସବୁଠୁ ଅଧିକ କଠୋର ବୋଲି ମାନାଯାଏ ?

ଉ: ସାଉଦି ଆରବ ।

19- କେଉଁ ନଦୀ କୂଳରେ ତାଜମହଲ ର ନିର୍ମାଣ କରାଯାଇଛି ?

ଉ: ଯମୁନା ନଦୀ କୂଳରେ ।

20- ଗୋଟେ ଘରେ 2 ଜଣ ମା’, 2 ଜଣ ଝିଅ ଓ ଜଣେ ଆଈ ଅଛନ୍ତି । କହିଲ ଦେଖି ଘରେ ସମୁଦାୟ କେତେ ଜଣ ଲୋକ ଅଛନ୍ତି ?

ଉ: ମାତ୍ର 3 ଜଣ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।