ଭୁଲରେ ବି Google ରେ ସର୍ଚ୍ଚ କରନ୍ତୁ ନାହିଁ ଏହି 4 ଟି ଜିନିଷ, ନ ହେଲେ…

ଦୁନିଆର ସବୁଠୁ ବଡ ସର୍ଚ୍ଚ ଇଞ୍ଜିନ Googleର ବ୍ୟବହାର ସମସ୍ତେ କରିଥାନ୍ତି । Google ସାହାର୍ଯ୍ୟରେ କୌଣସି ବିଷୟରେ ସୂଚନା ପ୍ରାପ୍ତ କରାଯାଇ ପାରିବ । ଏମିତିରେ କିଛି ଥର ଆମେ ଜଣାତରେ ବା ଅଜଣାତରେ ଆମେ କିଛି ଏମିତି ଜିନିଷ ସର୍ଚ୍ଚ କରିଥାଉ ଯାହା କାରଣରୁ ଜେଲ ଯିବାକୁ ବି ପଡିପାରେ । ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ସୂଚନା ଆଣି ଆସିଛୁ ଯାହାକୁ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଜଣାଇବୁ କି କେଉଁ ଜିନିଷ Google ରେ ସର୍ଚ୍ଚ କରିବା କଥା ନୁହେଁ ଯାହା ଦ୍ଵାରା କି ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ତେବେ ଚାଲନ୍ତୁ ଜାଣିବା ।

୧. ଅପରାଧ ସମ୍ବନ୍ଧିତ ସୂଚନା ଭୁଲରେ ବି Google ରେ ସର୍ଚ୍ଚ କରିବା କଥା ନୁହେଁ । Google ରେ କେବେ ବି ସନ୍ଦେହଜନଙ୍କ ଜିନିଷ ସର୍ଚ୍ଚ କରିବା କଥା ନୁହେଁ । ଏହା ଏଥିପାଇଁ କି ସାଇବର ସେଲ ସବୁବେଳେ ଏମିତି ଲୋକଙ୍କ ଉପରେ ନଜର ରଖିଥାଏ କି ଯିଏ ଅପରାଧ ସମ୍ବନ୍ଧିତ ସୂଚନା ସର୍ଚ୍ଚ କରନ୍ତି । ଏହା ଦ୍ଵାରା ଆପଣଙ୍କୁ ଜେଲ ବି ହୋଇପାରେ ।

୨. ନିଜ ପରିଚୟ ସମ୍ବନ୍ଧିତ ସର୍ଚ୍ଚ କରିବା ଉଚିତ ନୁହେଁ । Google ଆପଣଙ୍କର ଚିହ୍ନଟ କରିବା ପାଇଁ ନିଜର ସର୍ଚ୍ଚ ଇଞ୍ଜିନ ର ବ୍ୟବହାର କରିଥାଏ । କମ୍ପାନୀ ପାଖରେ କୌଣସି ବ୍ଯକ୍ତିର ସର୍ଚ୍ଚ ହିଷ୍ଟ୍ରି ର ପୁରା ଡାଟାବେସ ଥାଏ । ଏମିତିରେ ସମ୍ଭବ ଅଟେ କି କିଛି ଥର ସୂଚନା ଲିକ ହୋଇ ଯାଇଥାଏ । ତା ସହିତ ଆପଣଙ୍କର ସର୍ଚ୍ଚ ଆଧାରରେ ବିଜ୍ଞାପନ ବି ବିକ୍ରି ହୋଇଥାଏ । ତେଣୁ ଭୁଲରେ ବି Google ରେ ନିଜ ପରିଚୟ ସମ୍ବନ୍ଧିତ ସର୍ଚ୍ଚ କରିବା ଉଚିତ ନୁହେଁ ।

୩. Google ରେ ଅସୁରକ୍ଷା ସମ୍ବନ୍ଧିତ କୌଣସି ସୂଚନା ସର୍ଚ୍ଚ କରିବା ଦ୍ଵାରା ତାହା ସମ୍ବନ୍ଧୀୟ ବିଜ୍ଞାପନ ଆସିବା ଆରମ୍ଭ ହୋଇଯାଇଥାଏ । ଏହା ଦ୍ଵାରା ଆପଣ ଜାଣି ପାରିବେ କି କେହି ଆପଣଙ୍କୁ ଇଣ୍ଟର୍ନେଟ ରେ ଫଲୋ କରୁଛି । ଯଦି ଆପଣ ଚାହାଁନ୍ତି କି ଅସୁରକ୍ଷା ସମ୍ବନ୍ଧିତ ବିଜ୍ଞାପନ ଆପଣଙ୍କୁ ହଇରାଣ ନ କରୁ ତେବେ ଏମିତି ଜିନିଷ ସର୍ଚ୍ଚ କରିବାରୁ ବଞ୍ଚନ୍ତୁ ।

୪. ନିଜର ଇ-ମେଲ ଆଇଡ଼ି ଭୁଲରେ ବି Google ରେ ସର୍ଚ୍ଚ କରିବା ଉଚିତ ନୁହେଁ । ନିଜର ପରଶନାଲ ଇ-ମେଲ କୁ Google ରେ ସର୍ଚ୍ଚ କରିବାଠୁ ବଞ୍ଚିବା ଆବଶ୍ୟକ । ଏମିତି କରିବା ଦ୍ଵାରା ଆପଣଙ୍କର ଆକାଉଣ୍ଟ ହ୍ୟାକ ଓ ପାସୱାର୍ଡ ଲିକ ହେବାର ସମସ୍ୟା ହୋଇପାରେ । ଏହା ଦ୍ଵାରା ଆପଣଙ୍କର ଇ-ମେଲ ଆଇଡ଼ି ଜରିଆରେ ଆପଣଙ୍କୁ କୌଣସି ଅପରାଧରେ ବି ଫସାଇ ଦିଆଯାଇ ପାରେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।