ଭାରତର ଏହି ସବୁ ସହରରେ ମିଳିଥାନ୍ତି ସବୁଠୁ ହଟ ଝିଅମାନେ, ବିଶ୍ଵାସ ହେଉ ନାହିଁ ତ ଦେଖନ୍ତୁ ଏହି ସବୁ ଫୋଟ

ବହୁତ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି କେଉଁ ସହରରେ ସବୁଠୁ ଅଧିକ ସୁନ୍ଦର ଝିଅମାନେ ମିଳିଥାନ୍ତି ? ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଭାରତର ୩ଟି ସହରର ବାଛିଛୁ । ଯେଉଁଠିକାର ଝିଅମାନେ ବହୁତ ସୁନ୍ଦର ଓ ସ୍ଟାଇଲିଶ ହୋଇଥାନ୍ତି । କହିବାକୁ ଗଲେ ସମସ୍ତ ସହରର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଆମେ ଆପଣଙ୍କୁ କିଛି  ସହରରକୁ ବାଛିଛୁ । ଯେଉଁଠିକାର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି ।

୧. ଦିଲ୍ଲୀ

ଭାରତର ରାଜଧାନୀର ସହର ଦିଲ୍ଲୀ କେବଳ ରାଜନୀତି ପାଇଁ ଜଣା ଯାଇ ନ ଥାଏ ଏହା ଛଡା ଏଠି ଭାରତର ସବୁଠୁ ସୁନ୍ଦର ଝିଅମାନେ ବି ରୁହନ୍ତି । ଏଠି ସମସ୍ତ ସହରର ଝିଅମାନେ ଶିକ୍ଷା ନେବା ପାଇଁ ଆସନ୍ତି । କାରଣ ଏଠି ବାକି ସହର ଠାରୁ ଅଧିକ ୟୁନିବର୍ସିଟୀ ଅଛି ଓ ଏହା ଛଡା ଏଠିକାର ଝିଅମାନେ ବହୁତ ଓପନ ମାଇଂଡେଡ ଓ ମଡର୍ନ ବିଚାରଧାରା ବାଲା ବି ଅଟନ୍ତି । ଏଠିକାର ପ୍ରାୟତଃ ଝିଅମାନେ ମଡେଲ ହେବାର ସ୍ଵପ୍ନ ଦେଖିଥାନ୍ତି । ଦିଲ୍ଲୀରେ ଆପଣଙ୍କୁ ବହୁତ ଏମିତି ଝିଅ ମିଳିଯିବେ ଯେଉଁମାନେ ନିଜର ସୁନ୍ଦରତାରେ ଲୋକମାନଙ୍କର ମନକୁ ମୋହୀ ନିଅନ୍ତି ।

୨. ମୁମ୍ବାଇ

ମୁମ୍ବାଇର ଝିଅମାନେ ବି ସୁନ୍ଦରତା ମାମଲାରେ କିଛି କମ ନୁହନ୍ତି ଓ ସମସ୍ତ ମୁମ୍ବାଇ ଝିଅର ସ୍ଵପ୍ନ ହୋଇଥାଏ କି ସେ ଦିନେ ନା ଦିନେ ବଲୀଉଡର ଏକ ଭଲ ଅଭିନେତ୍ରୀ ହେବେ । ମୁମ୍ବାଇ ସେହି ଜାଗା ଅଟେ ଯେଉଁଠି ବହୁତ ଝିଅମାନେ ବଲୀଉଡକୁ ଆସିଥାନ୍ତି । ଏହା ବି ସତ ଅଟେ କି ମୁମ୍ବାଇରେ ବହୁତ ସୁନ୍ଦର ଝିଅମାନେ ରହିଥାନ୍ତି ।

୩. କାଶ୍ମୀର

କାଶ୍ମୀରକୁ ନେଇ ବହୁତ ଲୋକମାନଙ୍କର କହିବା ଅଟେ କି ‘ପୃଥିବୀ ଉପରେ ଯଦି କେଉଁଠି ସ୍ଵର୍ଗ ଅଛି ତେବେ ତାହା ଏହା ଅଟେ‘ । କାଶ୍ମୀର ସୁନ୍ଦର ପରିବେଶକୁ ଯିଏ ଥରେ ଅନୁଭବ କରିନେବ ସେ ତାକୁ କେବେ ବି ଭୁଲି ପାରିବ ନାହିଁ । ଏଠିକାର ପରିବେଶ ସବୁବେଳେ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

କହିବାକୁ ଗଲେ କାଶ୍ମୀର ଅନ୍ୟ ଏକ କଥା ବି ଖାସ ଅଟେ ଯେଉଁଥିରେ ଏଠିକାର ଝିଅମାନେ ଅତ୍ୟଧିକ ସୁନ୍ଦର ଅଟନ୍ତି । ତାଙ୍କର ସୁନ୍ଦରତାକୁ ଦେଖି କେହି ବି ତାଙ୍କ ଉପରେ ନିଜର ହୃଦୟ ହାରି ବାସିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।