ଆମେରିକା ଚାଇନାର ଭାଷାରେ ହିଁ ଚାଇନାକୁ ଦେଲା ଏମିତି ଶିକ୍ଷା

ବର୍ତ୍ତମାନ ଏମିତି ଗୋଟିଏ ସମୟ ଯେଉଁ ସମୟରେ ଚାରିଆଡେ ଟଙ୍କା ଓ ଖାଦ୍ୟର ଅଭାବ ଦେଖା ଯାଉଛି । କାରଣ କୋବିଡ଼ – ୧୯ ରୋଗରେ ମନୁଷ୍ୟ ପୀଡିତ ହୋଇ ନିଜର ଜୀବନ ଯୁଧ୍ୟରେ ହାରି ଯାଉଛି । ଏହା କେବଳ ଆଣ ଦେଶରେ ହେଉ ନାହିଁ ବରଂ ପୁରା ବିଶ୍ୱରେ ଏହା ପ୍ରତିଫଳିତ ହୋଇଯାଇଛି । କହିବାକୁ ଗଲେ ଆମେରିକାରେ ଦେଶରେ ବହୁତ ଲୋକ ଜୀବନ ହାରି ସାରିଛନ୍ତି ଓ ଏଠିପାଇଁ ଆମେରିକା ରାଗି ଯାଇ ଚୀନ ସହିତ ଯୁଦ୍ଧ କରିବାର ପ୍ରସ୍ତୁତି ଚଳାଇଛି ।

ଚାଇନା ଓ ଆମେରିକାର ମଧ୍ୟରେ ଯେଉଁ ରିଲେସନ ଅଛି ତାହା ବର୍ତ୍ତମାନ ବହୁତ ଖରାପ ହୋଇ ଯାଇଛି । ସେଥିପାଇଁ ଆମେରିକା ଚାଇନା ବିରୁଦ୍ଧରେ ଗୋଟିଏ ନିଷ୍ପତ୍ତି ନେଇଛି ଯାହା ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଚାଇନା ପାଇଁ ଏହି ନିଷ୍ପତ୍ତିଟି ଜବରଦସ୍ତି ଶାସ୍ତି ଭଳି ଲାଗିବ । କୁହନ୍ତି କି ଶାଗୁଣା ସମସ୍ତଙ୍କର ମାଂସ ଖାଇବ କିନ୍ତୁ ଶାଗୁଣାର ମାଂସ କେହି ଖାଇବ ନାହିଁ ।

କାରଣ ଶାଗୁଣା ସବୁବେଳେ ଅନ୍ୟ ମାନଙ୍କ ଉପରେ ଆକ୍ରମଣ କରିଥାଏ ଓ ସେ ଚେଷ୍ଟା କରେ କି ତାହା ଉପରେ କେହି ଯେମିତି ଆକ୍ରମଣ ନ କରିବ । ଏହିଭଳି ଚାଇନା ବି ସମସ୍ତଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଛି କିନ୍ତୁ ଚାଇନା ଉପରେ କେହି ଆକ୍ରମଣ କରିବେ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଚାଇନାର ଏହି ରଣନୀତି ଚାଇନା ଉପରେ ହିଁ ଭାରି ପଡି ଯାଇଛି । କାରଣ ଆମେରିକା ବି ଚାଇନା ବିରୁଦ୍ଧରେ ଏହିଭଳି କିଛି ଷଡଯନ୍ତ୍ର କରୁଛି ।

ଚାଇନା ତାଇୱାନ ଉପରେ ସବୁବେଳେ ନିଜର ହୁକୁମତ ଚଳାଇବା ପାଇଁ ପ୍ରୟାସ କରିଥାଏ ଓ ଏହିଭଳି ଘଡି ସନ୍ଧି ମୂହୁର୍ତ୍ତରେ ଚାଇନା ଯୁଦ୍ଧ ଜହାଜ ନେଇ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି । କାରଣ କିଛି ଦିନ ପୂର୍ବେ ଆମେରିକା ହେଲଥ ସେକ୍ରେଟାରୀ ଆଲେକ୍ସ ଆଜାଦ ତାଇୱାନ ଆସି ତାଇୱାନର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ । କିନ୍ତୁ ଏହି ସାକ୍ଷାତ ଉପରେ ଚାଇନା ଏଥିପାଇଁ ରାଗୁଛି କାରଣ ଚାଇନାର କହିବା ଅଟେ କି ହଂକଂଗ ଓ ମକାଓ ରାଜ୍ୟ ଭଳି ତାଇୱାନ ବି ମୋ ଦେଶର ଗୋଟିଏ ଅଂସ ଅଟେ ।

ସେଥିପାଇଁ ତାହାର ବିନା ଅନୁମତିରେ କେହି ବି ତାଇୱାନ ଆଇଲାଣ୍ଡ ବୁଲିବାକୁ ଆସନ୍ତୁ ନାହିଁ । କିନ୍ତୁ ଅନ୍ୟ ପଟେ ତାଇୱାନ ଆଇଲାଣ୍ଡରେ ଆମେରିକା ପ୍ରବେଶ କରିବା ପାଇଁ ପ୍ରୟାସ କରୁଛି । ଯେଉଁ କାରଣରୁ ଚାଇନା ସହିତ ଆମେରିକାର ସମ୍ପର୍କ ଆହୁରି ଖରାପ ହୋଇ ଯାଇଛି । ଚାଇନାର କହିବା ଅଟେ କି ତାଇୱାନ ଗୋଟିଏ ଦେଶ ନୁହେଁ ଅଥବା ସେ ଯାହା ଚାହିଁବ ତାଇୱାନରେ ସେହିଭଳି ଶାସନ ହେବ । ଆମେ ଯଦି୧୯୮୦ ମସିହା ପୂର୍ବ କଥା କହିବା ତାଇୱାନ ଗୋଟେ ଦେଶ ଥିଲା କିନ୍ତୁ ଚାଇନା ଗୋଟେ ଦେଶ ନ ଥିଲା ।

କିନ୍ତୁ ବିଭିନ୍ନ ପ୍ରକାରର କାରଣରୁ ଆମେରିକା ଯେତେବେଳେ କହିଲା କି ଚାଇନା ଗୋଟିଏ ଦେଶ ବୋଲି ମାନିବା ଓ ତାଇୱାନକୁ ଗୋଟିଏ ଦେଶ ବୋଲି ମାନିବା ନାହିଁ । ସେହି ସମୟରୁ ତାଇୱାନ ଅଣଦେଖା ହୋଇ ରହିଗଲା । ତେଣୁ ୟୁନାଇଟେଡ଼ ନେସନ ହେଉ କିମ୍ବା ୱାର୍ଲଡ଼ ହେଲଥ ଅର୍ଗାନାଇଜେସନ ଭଳି ବଡ ବଡ ସଂସ୍ଥାରେ ତାଇୱାନରେ କୌଣସି ବି ସଦସ୍ୟ ସେହି ସ୍ଥାନରେ ନାହିଁ । କାରଣ ଚାଇନା ବାରମ୍ବାର କହି ଆସୁଛି କି ତାଇୱାନ ଗୋଟିଏ ଦେଶ ନୁହେଁ ସେ ଚାଇନାର ହିଁ ଗୋଟିଏ ଅଂସ ।

କେବଳ ତାକୁ ଆମେ କିଛିଦିନ ପାଇଁ ଛାଡ଼ି ଦେଇଛୁ ସମୟ ଆସିଲେ ତାଇୱାନ ସହ ଯୁଦ୍ଧ କରି ତାଇୱାନକୁ ନିଜ ସହ ମିଶାଇ ଦେବୁ । କିନ୍ତୁ ବର୍ତ୍ତମାନ ସମୟରେ ଚାଇନା ଓ ଆମେରିକା ମଧ୍ୟରେ କୋରନା ପାଇଁ ଯେଉଁ ଯୁଧ୍ୟ ଚାଲିଛି ତେବେ ଏହିଭଳି ସ୍ଥିତିରେ ତାଇୱାନକୁ ଆମେରିକା ସପୋର୍ଟ କରି ନିଜ ଅଧୀନକୁ ଆଣିବାକୁ ଚେଷ୍ଟା କରୁଛି । ଯେଉଁଭଳି ଭାବରେ ଚାଇନା ଆମେରିକା କଥା ଶୁଣୁ ନାହିଁ ଠିକ ସେହିଭଳି ଆମେରିକା ଚାଇନା କଥା ନ ମାନି ତାଇୱାନରେ ଏଣ୍ଟ୍ରି କରୁଛି ।

ଯଦି ଆମେ ଡିପ୍ଲୋମାଟିକ ସମ୍ପର୍କ କଥା କହିବା ତେବେ ଭାରତ ଆମେରିକା ଓ ଚାଇନା ଭିତରେ ନିଶ୍ଚିତ ଭାବରେ ଭାରତ ତାଇୱାନ ଓ ଆମରିକା ସହ ଛିଡା ହେବ । କାରଣ ସାଉଥ ଚାଇନାର ସମୁଦ୍ର ଅଞ୍ଚଳ ଯାହା ଚାଇନାର କବ୍ଜାରେ ଅଛି ତାକୁ ଛଡାଇ ଆଣିବା ପାଇଁ ଅମେରିକା ଓ ଭାରତ ମିଶି ଚାଇନା ଉପରେ ଆକ୍ରମଣ କରିବେ ପ ଚାଇନାକୁକୁ ଦୁର୍ବଳ କରି ଦେବେ । ଏହିଭଳି ଭାବରେ ଆମେରିକା ଚାଇନାର କିଛି ଅଂସକୁ ନିଜର କରିବାରେ ଚେଷ୍ଟା କରୁଛି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।