ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ? ଏହା ସହିତ ଆହୁରି 15 Gk Questions & Answers

ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ନେଇ ଆସିଛୁ । ଏହା ଆପଣଙ୍କୁ କୌଣସି ସାଧାରଣ ଇଣ୍ଟରଭ୍ୟୁରେ ମଧ୍ୟ ସାହାଯ୍ୟ କରିବ । ଏହି ପ୍ରଶ୍ନ ଗୁଡିକର ଉତ୍ତର ନିଜେ ଦେବାକୁ ଚେଷ୍ଟା କରନ୍ତୁ ଏବଂ ଉତ୍ତର ବିଭାଗରେ ଏହାର ସଠିକ ଉତ୍ତର ଦେଖନ୍ତୁ ।

୧- ଗୋଟିଏ ଅକ୍ଟୋପସର କେତେଗୋଟି ହୃଦୟ ରହିଥାଏ ?

(କ) ୧ (ଖ) ୪

(ଗ) ୨ (ଘ) ୩

୨- କେଉଁ ନଦୀକୁ ଗୁଜୁରାଟର ଜୀବନରେଖା କୁହାଯାଏ ?

(କ) ତାପ୍ତି (ଖ) ସାବରମତୀ

(ଗ) ଗୋଦାବରୀ (ଘ) ନର୍ମଦା

୩- ହପମ୍ୟାନ କପ୍ (Hopman Cup) କେଉଁ ଖେଳ ସହିତ ସମ୍ବନ୍ଧିତ ?

(କ) କ୍ରିକେଟ (ଖ) ହକି

(ଗ) ବ୍ୟାଡମିଣ୍ଟନ (ଘ) ଟେନିସ

୪- ଅନ୍ତଃରାଷ୍ଟ୍ରୀୟ କୁକୁର ଦିବସ କେବେ ପାଳନ କରାଯାଏ ?

(କ) ଅଗଷ୍ଟ ୨୪ (ଖ) ଅଗଷ୍ଟ ୨୫

(ଗ) ଅଗଷ୍ଟ ୨୬ (ଘ) ଅଗଷ୍ଟ ୨୭

୫- “ଷ୍ଟାଚ୍ୟୁ ଅଫ ଲିବର୍ଟି” କେଉଁ ସହରରେ ଅବସ୍ଥିତ ?

(କ) ୱାଶିଂଟନ (ଖ) ଟୋରୋଣ୍ଟୋ

(ଗ) ନ୍ୟୁୟର୍କ (ଘ) ଗ୍ରୀନୱିଚ୍

୬- ସ୍ଵତନ୍ତ୍ରତା ପ୍ରାପ୍ତି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ କିଏ ଥିଲେ ?

(କ) ମୋତିଲାଲ ନେହେରୁ (ଖ) ବାଲ ଗଙ୍ଗାଧର ତିଳକ

(ଗ) ଜେ. ବି. କୃପାଳାନୀ (ଘ) ସୁବାଶ ଚନ୍ଦ୍ର ବୋଷ

୭- ଏଗୁଡିକ ମଧ୍ୟରୁ କେଉଁ ସହର କୌଣସି ଭାରତୀୟ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ନୁହେଁ ?

(କ) ଗ୍ୟାଙ୍ଗଟକ (ଖ) କାଭାରତୀ

(ଗ) ପୋର୍ଟବ୍ଲେୟାର (ଘ) ପୁଦୁଚେରି

୮- “ସୁଲତାନ ଅଜଲାନ ଶାହ କପ୍” ନାମ ଅନ୍ତଃରାଷ୍ଟ୍ରୀୟ ଫିଲ୍ଡ ହକି ଟୁର୍ଣ୍ଣାମେଣ୍ଟ କେଉଁ ଦେଶରେ ଆୟୋଜିତ ହୁଏ ?

(କ) ମାଲେସିଆ (ଖ) ଥାଇଲାଣ୍ଡ

(ଗ) ଇଣ୍ଡୋନେସିଆ (ଘ) ବୃନେଇ

୯- କିଛି ଇତିହାସକାରଙ୍କ ମତ ଅନୁସାରେ ମୌର୍ଯ୍ୟ ବଂଶର କେଉଁ ଶାସକଙ୍କୁ ଅମିତ୍ରଘାତ ନାମରେ ଜଣାଯାଏ ?

(କ) ଅଶୋକ (ଖ) ବିନ୍ଦୁସାର

(ଗ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (ଘ) ବୃହଦ୍ରଥ

୧୦- ହିନ୍ଦୁ ପୌରାଣିକ କଥା ଅନୁସାରେ ହିରଣ୍ୟକଶ୍ୟପର ଭଉଣୀର ନାମ କଣ ଥିଲା ?

(କ) ହୋଲି (ଖ) ହୋଲିମା

(ଗ) ହିଡିମ୍ବା (ଘ) ହୋଲିକା

୧୧- ଶ୍ରୀରାମ ଚରିତ ମନସାରେ ଏହି ପଂକ୍ତିକୁ ପୁରା କରନ୍ତୁ- “……. ନିଶିଚର ନିକର ନିୱାସା, ଇହାଁ କହାଁ ସଜ୍ଜନ କର ବାସା”

(କ) କିସ୍କିନ୍ଦା (ଖ) ଦଣ୍ଡକାରଣ୍ୟ

(ଗ) ଲଙ୍କା (ଘ) ସୁମେରୁ ପର୍ବତ

୧୨- DRDO ଦ୍ଵାରା ଅକ୍ଟୋବର ୨୦୨୦ରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଥିବା ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ଆଣ୍ଟି ରେଡିଏସନ ମିଶାଇଲର ନାମ କଣ ?

(କ) ରୁଦ୍ରମ (ଖ) ନିର୍ଭୟ

(ଗ) ମହାଦେବ (ଘ) ଶିବମ

୧୩- ୨୫ ଅଗଷ୍ଟ ୨୦୨୧ ଠାରୁ ଭାରତୀୟ ସୀମା ସୁରକ୍ଷା ବଳ BSF ର ନୂଆ ମହାନିର୍ଦ୍ଦେଶକ (DG) ଭାବେ କିଏ ନିଯୁକ୍ତ ହୋଇଛନ୍ତି ?

(କ) ସୁରଜିତ ସିଂ ଦେଶୱାଲ (ଖ) ପଙ୍କଜ କୁମାର ସିଂ

(ଗ) ରାକେଶ ଆସ୍ଥାନା (ଘ) ଭି. କେ. ଜୋହରି

୧୪- ୨୫ ଗସ୍ତ ୨୦୨୧ ଠାରୁ ସନ୍ଦୀପ ବାଖସୀ ପୁଣି ଥରେ କେଉଁ ବ୍ୟାଙ୍କର MD ଏବଂ CEO ଭାବେ ନିଯୁକ୍ତି ହୋଇଛନ୍ତି ?

(କ) Axis (ଖ) ICICI

(ଗ) HDFC (ଘ) କୌଣସିଟି ନୁହେଁ

୧୫- ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଉ: ଏହାର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:

୧- (ଘ), ୨- (ଘ), ୩- (ଘ), ୪- (ଗ), ୫- (ଗ)

୬- (ଗ), ୭- (କ), ୮- (କ), ୯- (ଖ), ୧୦- (ଘ)

୧୧- (ଗ), ୧୨- (କ), ୧୩- (ଖ), ୧୪- (ଖ), ୧୫- ବଳଦ ଗାଡି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।