ଘୁମେଇ ପଡିଲା ଡ୍ରାଇଭର ପୁରା ଫିଲ୍ମ ଷ୍ଟାଇଲ ରେ ଧକ୍କା ଦେଲା ମୋ ବସ କୁ ଆଉ ତାପରେ ଯାହା ଘଟିଲା…

ନମସ୍କାର ବନ୍ଧୁଗଣ । ଆଜିକାଲି ଦୁର୍ଘଟଣା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । କେଉଁଟି ବସ ଡ୍ରାଇଭର ଧକ୍କା କରି ଦେଉଛି ତ ଆଉ କେଉଁଠି ଟ୍ରକ ଡ୍ରାଇଭର ଧକ୍କା କରୁଛି । ଯାହା ଫଳରେ ଧନ ଜୀବନ ହାନି ହେଉଛି । ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଘଟଣା ଟି କିଛି ଏମିତି ଘଟିଛି କି ଯାହାକୁ ନେଇ ଏବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

କାରଣ ମୋ ବସ ଟି କୁ ପଛ ଆଡୁ ଆସି ଧକ୍କା ଦେଇଛି ଡମ୍ଫର । ହଁ ଦର୍ଶକ ବନ୍ଧୁ ଡମ୍ଫର ଅଚାନକ ଆସିଲା । ଆଉ ତା ପରେ ଯାହା ଘଟିଲା ତାହା କେହି ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ଡମ୍ପର ଅଚାନକ ଆସି ମୋ ବସ କୁ ଶାକ୍ତ ଧକ୍କା ଦେଲା । ଦେଖୁ ଦେଖୁ ଭାଙ୍ଗି ରୁଜି ଛିନ ଛତର ହୋଇଗଲା ମୋ ବସ । ଆଉ ସେହି ସମୟରେ ମୋ ବସ ରେ ରହି ଯାଇଥିଲେ ଅନେକ ଯାତ୍ରୀ ।

ହଁ ଦର୍ଶକ ବନ୍ଧୁ ଏଇ ଏବେ ଏବେ ଘଟି ଯାଇଛି ଏମିତି ଏକ ବଡ ଦୁର୍ଘଟଣା । ଗାଡି ଦୁଇଟିର ଅବସ୍ଥା ଦେଖିଲେ ଅନୁମାନ କରି ହେବ ବି ଦୁର୍ଘଟଣା କେତେ ଭୟଙ୍କର ଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସେଠାରେ ଗହଳି ଜମାଇ ଥିଲେ ।

ଆଉ ସ୍ଥାନୀୟ ଲୋକ ମାନେ ମିଶି ବହୁତ କଷ୍ଟରେ ବସ ରେ ଥିବା ଯାତ୍ରୀ ମାନଙ୍କୁ ଉଧାର କରିଥିଲେ । ତେବେ ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ନ ହୋଇଥିବା ସୂଚନା ମିଳିଛି । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସମସ୍ତ ଯାତ୍ରୀ । ସୂଚନା ଅନୁଯାୟୀ ରାଉରକେଲା 143 ନମ୍ବର ଜାତୀୟ ରାଜପଥ ତରକେରା ପମ୍ପ ହାଉସ ନିକଟରେ ମୋ ବସ କୁ ପଛୁଆ ଧକ୍କା ଦେଇଛି ଡମ୍ଫର ।

ଦୁର୍ଘଟଣା ଏତେ ଜୋର ହୋଇଥିଲା କି ମୋ ବସ ର ପଛ ପାଟ ର କାଚ ଭାଙ୍ଗି ଯାଇଥିବା ଜଣା ପଡିଛି । ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସମସ୍ତ ଯାତ୍ରୀ । ମିଳିଥିବା ସୂଚନା ଅନୁଯାୟୀ ମୋ ବସ ଟି ରାଉରକେଲା ରୁ ପତିଲାଇଜର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଅନ୍ୟ ପରେ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।