IAS ହେବାର ସ୍ଵପ୍ନ ଥିଲା କିନ୍ତୁ ଗୋଟେ ଘଟଣା ଜୀବନର ଗତିପଥ କୁ ବଦଳାଇ ଦେଲା ଆଉ ସେ ହୋଇଗଲେ ଅଣ୍ଡରୱାର୍ଲ୍ଡ ଡନ

IAS ହୋଇ ଜନସେବା କରିବାକୁ ଲକ୍ଷ୍ୟ ରଖିଥିଲେ । ଗୋଟେ ଘଟଣା କାରଣରୁ ବନିଗଲେ ଅଣ୍ଡର ୱାର୍ଲ୍ଡ ଡନ । ଚର୍ଚ୍ଚାରେ କିଡନ୍ୟାପିଙ୍ଗ କିଙ୍ଗ ବବାଲୁ । ହଁ ଦର୍ଶକ ବନ୍ଧୁ ପିଲା ଦିନୁ ଲୋକସେବା ତଥା ସମାଜର ସେବା କରିବାକୁ ଆଗ୍ରହୀ ଥିଲେ । ତେଣୁ ଆଇଏସ ହେବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଗୋଟେ ଘଟଣା ତାଙ୍କ ଜୀବନର ଗତିପଥ କୁ ବଦଳାଇ ଦେଲା । ଆଇଏସ ହେବାର ଲକ୍ଷ୍ୟ ରୁ ଓହରି ଯାଇ ଏବେ ପାଲଟି ଯାଇଛନ୍ତି ଅଣ୍ଡର ୱାର୍ଲ୍ଡ ର ମୋଷ୍ଟ ୱାଣ୍ଟେଡ ଡନ ।

ତାଙ୍କର ରିୟଲ ନାଁ ଓମ ପ୍ରକାଶ ଶ୍ରୀବାସ୍ତବ । ଉତ୍ତର ପ୍ରଦେଶର ଗାଜିପୁର ର ଆମ ଘଟଣା କଲୋନୀ ରେ ନିଜ ପରିବାର ସହ ରହୁଥିଲେ ଓମ ପ୍ରକାଶ । ତାଙ୍କ ବାପା ଶିକ୍ଷକ ହେବା ସହ ବଡ ଭାଇ ଖୁବ ମେଧାବୀ ଥିଲେ । ନିଜେ ଓମ ପ୍ରକାଶ ମଧ୍ୟ ପଧାରେ ବେଶ ଆଗୁଆ ଥିଲେ । ଗ୍ରାଜ୍ୟୁସନ ପରେ ତାଙ୍କ ବାପା ଲକ୍ଷ୍ନୌ ର LAW କଲେଜରେ ପାଠ ପଢାଇଥିଲେ ।

ସେଠାରେ ସେ LAW ପଢିବା ସହ ୟୁପିଏସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ସେଠାରେ କିଛି ଏମିତି ଘଟିଲା ଯାହା ତାଙ୍କ ଜୀବନକୁ ବଦଳାଇ ଦେଲା । ଅପରାଧ ଦୁନିଆରେ ପାଦ ପକାଇବାକୁ ନିସ୍ପତି ନେଲେ ଓ ବନିଗଲେ ଅଣ୍ଡର ୱାର୍ଲ୍ଡ ଡନ ବବ୍ଲୁ । 1992-93 ସମୟରେ ଛାତ୍ର ନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା । ଏଥିରେ ପ୍ରେସିଡେନ୍ଟ ପାଇଁ ଛିଡା ହୋଇଥିଲେ ବବ୍ଲୁଙ୍କ ସାଙ୍ଗ ନୀରଜ ଜଏନ ।

ତାଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଦୁଇ ଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଆଉ ଛୁରା ରେ ଆକ୍ରମଣ ହୋଇଥିଲା ଜଣେ ଛାତ୍ରଙ୍କୁ । ଯାହା ବବ୍ଲୁ ଙ୍କ ପାଇଁ କାଳ ହୋଇଗଲା । ଆଉ କିଛି ନ କରି ସେ ଫସିଗଲେ । ସେହି ସମୟରେ ଲକ୍ଷ୍ନୌ ରେ ରାଜ ଚାଲିଥିଲା ଆନ୍ନାଙ୍କର ଓ ଦୁର୍ଭାଗ୍ୟବଶତଃ ଆହତ ହୋଇଥିବା ଛାତ୍ର ଜଣକ ତାଙ୍କର ସମ୍ପର୍କୀୟ ଥିଲେ ।

ତେଣୁ ଏହି ଘଟଣାରେ ରାଗିଜାଇ ଆନ୍ନା ବବ୍ଲୁ ଙ୍କ ନାଁ ରେ ମିଛ ଏତାଲା ରୁଜୁ କରି ଜେଲ ପଠାଇଦେଲା । ଜେଲରେ କିଛି ଦିନ ରହି ଜାମିନରେ ବାହାରିବା ପରେ ଆନ୍ନାଙ୍କର ରାଗ ସାଙ୍ଗ ହୋଇନ ଥିଲା । ଆଉ ଏକ ଚୋରୀ କେସରେ ପକାଇ ବବ୍ଲୁଙ୍କୁ ପୁଣି ଥରେ ଜେଲ ପଠାଇବା ପରେ ଆନ୍ନା ବବ୍ଲୁ ପ୍ରତିଶୋଧ ପରାୟଣ ହୋଇ ପଡିଥିଲା

। ଏହାପରେ ଅଣ୍ଡର ୱାର୍ଲ୍ଡରେ ପାଦ ଦେଇଥିଲେ ବବ୍ଲୁ ଓ ଅପରାଧର ସାବି ତାରିକା ଶିଖି ଯାଇଥିଲା । ନିଜର ଗ୍ଯାଙ୍ଗ ବନାଇ କିଡନାପ କରିବା ଆରମ୍ଭ କରିଲା । ୟୁପି ରୁ ବିହାର, ମହାରାଷ୍ଟ୍ରରେ କିଡନାପ କରି ହଇଚଇ ସୃଷ୍ଟି କରିଲା । ତାକୁ ଧରିବାକୁ ୟୁପି ପୋଲିସ ତନଘନ କରିବାରୁ ବବଲୁ ନେପାଳ ପଳାଇଥିଲା । ସେଠାରେ ବବଲୁର ଭେଟ ମାଫିଆ ଡନ ହୀଳସାତ ବେଗଙ୍କ ସହ ହେଲା ଓ ଦୁବାଇ ଯାଇ ବିଖ୍ୟାତ ଅଣ୍ଡର ୱାର୍ଲ୍ଡ ଡନ ଦାଉଦି ଇବ୍ରାହିମ ସହ ମିଶି କାମ କରିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ, କରନ୍ତୁ, ଧନ୍ୟବାଦ ।