ଘରୋଇ ଉପାୟ ଦ୍ଵାରା କେବଳ ୫ ଦିନରେ ହିଁ ତରଳାଇ ଦେବ ୨୧ mmର ଷ୍ଟୋନ କୁ, ତାହା ପୁଣି କେବଳ ୪୦ ଟଙ୍କାରେ

ଆୟୁର୍ବେଦର ଚମତ୍କାର ବିଷୟରେ ତ ସମସ୍ତେ ଜାଣିଛନ୍ତି, ଭାରତରେ ଆୟୁର୍ବେଦର ପଦ୍ଧତିକୁ ବ୍ୟବହାର କରି ବଡ ରୁ ବଡ ରୋଗକୁ ବି ଠିକ କରାଯାଇ ପାରିବ । ଏହା ପୁଣି କମ ସମୟରେ ଏବଂ କମ ଟଙ୍କାରେ ହୋଇ ପାରିବ । ଡାକ୍ତରମାନଙ୍କର କହିବା କଥା କି ଗଲ ବ୍ଳାଡର ଷ୍ଟୋନ ଅର୍ଥାତ ପିତ୍ତ ଥଳୀର ପଥରିର କୌଣସି ଚିକିଶ୍ଚା ନାହିଁ । କିନ୍ତୁ ଏହି ଉପାୟ ଜରିଆରେ କେବଳ ଗୋଟିଏ ନୁହେଁ ଅନେକ ରୋଗୀଙ୍କର ଚିକଶ୍ଚା ହୋଇ ପାରିବ ।

କେତେକ ଡାକ୍ତର ୫୦୦୦ – ୧୦୦୦୦ ଟଙ୍କା ନେଇ ଏହାର ଚିକଶ୍ଚା କରନ୍ତି କିନ୍ତୁ ଏହାର ବାସ୍ତବିକ ମୂଲ୍ୟ ୩୦ – ୪୦ ଟଙ୍କା ହିଁ ହୋଇଥାଏ । ଏହାର ବ୍ୟବହାର ଗଲ ବ୍ଳାଡର ଏବଂ କିଡନୀର ଷ୍ଟୋନକୁ ବାହାର କରିବା ପାଇଁ କରାଯାଇଥାଏ ।

ଗଲ ବ୍ଲାଡର ଷ୍ଟୋନର ଚମତ୍କାରୀ ଔଷଧ

ଏହି ଔଷଧ ମନ୍ଦାର ଫୁଲରୁ ତିଆରି ଏକ ପାଉଡର ଅଟେ । ଏହା ଅତି ସହଜରେ ମିଳିଯାଇଥାଏ । ଯଦି ମିଳୁ ନାହିଁ ତେବ ଆପଣ ଏହାକୁ ଅନଲାଇନରେ (hibiscus powder for stone hibiscus powder online) ମଧ୍ୟ ଦେଖି କିଣି ପାରିବେ । ଯଦି ଆପଣଙ୍କୁ ଅର୍ଗାନିକ ମନ୍ଦାରର ପାଉଡର ମିଳି ଯାଉଛି ତେବେ ତାହା ଆହୁରି ମଧ୍ୟ ଭଲ ଅଟେ ।

ଷ୍ଟୋନକୁ ନଷ୍ଟ କରିବାରେ ମନ୍ଦାର ପାଉଡରକୁ ବ୍ୟବହାର କରିବାର ବିଧି

ମନ୍ଦାରର ପାଉଡରକୁ ଏକ ଚାମଚରେ ନେଇ ଖାଇ ସାରିବାର ୧ – ୨ ଘଣ୍ଟା ପରେ ଶୋଇବା ସମୟରେ ଏହାକୁ ଗରମ ପାଣି ସହିତ ସେବନ କରି ପାରିବେ । ଏହାର ସ୍ଵାଦ ଅଳ୍ପ କଡା ଅଟେ । ଏହାକୁ ଖାଇବା ପରେ ଆପଣ କିଛି ବି ଖାଇବେ ନାହିଁ । ଷ୍ଟୋନ ଯଦି ବଡ ଅଛି ତେବେ ଦରଜ ଅଳ୍ପ ହୋଇପାରେ, କାରଣ  ଷ୍ଟୋନ ଭାଙ୍ଗିବାକୁ ଲାଗିଥାଏ ।

ଏହାର ପ୍ରୟୋଗ ସମୟରେ ଅଳ୍ପ ସାବଧାନ ରହିବେ :

ଏହାକୁ ସେବନ ସମୟରେ ପାଳଙ୍ଗ ଶାଗ, ଟମାଟର, ବିଟ, ଭେଣ୍ଡି ଇତ୍ୟାଦିର ସେବନ କରନ୍ତୁ ନାହିଁ । ଏହାକୁ ଆପଣ ନିଜ ହିସାବରେ ହିଁ ପ୍ରୟୋଗ କରିବେ । ଯଦି କୌଣସି ଡାକ୍ତରଙ୍କର ପରାମର୍ଶ ନେଇ କରିବେ ତ ଏହା ଆହୁରି ବି ଫଳଦାୟକ ରହିବ । ଆମର ଏହି ଷ୍ଟୋନ ସମ୍ବଧୀୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।