ହୋମ୍ ଆଇସୋଲେସନ ବେଳେ କେଉଁ ଔଷଧ ଖାଇବେ ? Dr Jayanta Panda

କରୋନା ରେ ପୀଡିତ ହେବା ପରେ କିଭଳି ଏହା ଯତ୍ନ ନେବେ । କେଉଁ ପରିସ୍ଥିରେ ଆପଣ ନିଜକୁ ହସ୍ପିଟାଲ ରେ ଭର୍ତ୍ତି କରିବେ ଆସନ୍ତୁ ଜାଣିନେବା । ପ୍ରଥମ କଥା ହେଉଛି କରୋନା କୂ ୩ ଭାଗରେ ବିଭକ୍ତ କରାଯାଇଛି ।

ଏହାର ପ୍ରଥମ ହେଉଛି ସାମାନ୍ଯ ଦ୍ଵିତୀୟ ଅବସ୍ଥା ହେଉଛି ମଧ୍ୟମ ତୃତୀୟ ଅବସ୍ଥା ହେଉଛି ଗୁରୁତର। ଯେତେବେଳେ ଜଣେ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏହାର ଲକ୍ଷଣ ହେଉଛି । ରୋଗୀକୁ କାସ ହେବା ଛିଙ୍କ ହେବା ସାମାନ୍ଯ ଜର ହେବା । ଯଦି ଏଭଳି ଲକ୍ଷଣ ଅଛି ସେତେବେଳେ ଆମେ ଘରେ ରହି ଚିକିସ୍ଛା ହେବା ଠିକ ଅଟେ । ଯଦି ଏହା ପରେ ଆପଣଙ୍କର ଶ୍ଵାସ ପ୍ରଶ୍ଵାସ ରେ କଷ୍ଟ ହେଉଛି ସେତେବେଳେ ଆମେ ଦେଖିବବା କି ଆମ ଶରୀରରେ କେତେ ମାତ୍ରା ରେ ଆକ୍ସିଜେନ

ଅଛି । ଏହା ଦ୍ଵାରା ଆମେ ଜାଣି ପାରିବା କି ଆମେ ହସ୍ପିଟାଲ ଯିବା ନା ଘରେ ରହିବା ଯଦି ଏହା ୯୦% ରୁ କମ ଅଛି ତାହେଲେ ଆମେ ହସ୍ପିଟାଲ ରେ ରହିବା ଆବଦ୍ୟକ ଅଟେ । ଯେଉଁ ମାନଙ୍କର ହସ୍ପିଟାଲ ରେ ଚିକିସ୍ଛା ରେ ରହି ମଧ୍ୟ ଏହା ୯୦% ତଳକୁ ଖସି ଆସିଥାଏ । ତାହେଲେ ସେମାନଙ୍କୁ ICU ର ଆବଶ୍ୟକତା ଅଛି । ଯଦି ଆପଣ ପ୍ରଥମ ଅବସ୍ଥାରେ ଅଛନ୍ତି ତେବେ ଆପଣ ଏକ ରୁମ ରେ ନିଜକୁ ବନ୍ଦ କରି ରଖିବେ ।

ଏହା ପରେ ଆପଣ ନିଜର ଗାଧୋଇବା ପାଇଁ ଅଲଗା ବ୍ୟବସ୍ଥା କରିବା ଆବଶ୍ୟକ ଅଟେ । ଘରେ ମାସ୍କ ପିନ୍ଧିକା ବୁଲିବା ଆବଶ୍ୟକ ଯେଉଁ ମାନଙ୍କୁ ହେଇନି । ଏହା ସହ ଆପଣ ହାତରେ ଗ୍ଲୋବସ ବ୍ୟବହାର କରିବେ । ଘରକୁ ଅଧିକ ଭଲରେ ପରିଷ୍କାର କରିବା ଆବଶ୍ୟକ ଅଟେ । ଏହା ପରେ ପ୍ରଥମ ସୋପାନରେ ଆପଣ ପାରାସେଟ ୬୫୦ ଖାଇବେ କାରଣ ଏହା ଭୂତାଣୁ ଜନିତ ରୋଗ ଏହା ପାଇଁ ଆପଣ କିଛି ବାହାର ଜିନିଷ କିମ୍ବା କିଛି ଘରୋଇ ଔଷଧ ଖାଇବେନି ।

ପାରାସେଟ ୬୫୦ ଖାଇବା ପରେ ଯଦି ନେପ୍ରୋକ୍ଷୀନ ୨୫୦ ଆମେ ଏହା ସହ ଖାଇ ପାରିବା ମାତ୍ର ଏହାକୁ ସେତେବେଳେ ଖାଇବେ ଯେତେବେଳେ ଆପଣଙ୍କ ଜର ୪ ଟି  ପାରାସେଟ ୬୫୦ ନେଲା ପରେ ନ କମିଲେ । ଆଇଭରମାକଟିନ ଆମେ ଖାଇବା ଏହା ର ୧୨ mg ବଡ ଲୋକଙ୍କୁ ଓ ଛୋଟ ପିଲାଙ୍କୁ ୬ mg ଭଳି ଦେବେ । ଆପଣ ଏହା ସହ କିଛି ଭିଟାମିନ ଔଷଧ ଖାଇ ପାରିବେ । ଏହା ପରେ ଆଉ କିଛି ଔଷଧ ଖାଇବା ଆବଶ୍ୟକ ନାହିଁ ।

ଫେବିପିରା ମେଡ଼ିସିନ ସେତେବେଳେ ଜଣେ ଖାଇବେ ଯେତେବେଳେ ଏହା ପାଇଁ ଡାକ୍ତର ଆମକୁ ପରାମର୍ଶ ଦେବ ଏହାର ସଠିକ ଉପାୟରେ ସେବନ କରିବା ନିହାତି ଆବଶ୍ୟକ ଅଟେ ୨ ଦିନ ଯାଏ ୧୮୦୦ କରି ଡୋଜ ଦିଆ ଯାଏ । ଏହା ପରେ ୫୦୦ କରି ଆଠ ଦିନ ଯାଏ ଦିଆ ଯାଏ । ଏହା ପରେ ଯେଉଁ ମାନେ ଅଧିକ ଗୁରୁତର ହୋଇ ଥାନ୍ତି ସେମାନେ NIV ଦିଆ ଯାଏ । ଭୟବିତ ହୁଅନ୍ତୁ ନି ଆବଶ୍ୟକ ହେଲେ ମେଡ଼ିସିନ ଖାନ୍ତୁ ନଚେତ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।