ଜିଲ୍ଲାପାଳଙ୍କ ଦବଙ୍ଗ ଗିରି, ଯୁବକଙ୍କ ମୋବାଇଲ ଭାଙ୍ଗି କାହିଁକି ତାଙ୍କୁ ମାରିଲେ ଚାପୁଡା ? ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । କେବେ କିଛି ହସ ଖୁସି ଓ ମଜାଳିଆ ଭିଡିଓ ତ କେବେ ମାନବିକତାର କରୁଣ କାହାଣୀ ଭିଡିଓ ।

କେବେ ରାଜନୈତିକ ନେତାଙ୍କ ଅସଲ ମୁଖ ଦର୍ଶାଉ ଥିବା ଭିଡିଓ ତ କେବେ କେଉଁ ସେଲିବ୍ରିଟିଙ୍କ ଡାନ୍ସ କିମ୍ବା ରୋଷେଇ ଭିଡିଓ । ଏପରି ସମୟ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ଏକ ଜିଲ୍ଲାପାଳଙ୍କ ଅସାମାଜିକ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଭିଡ଼ିଓରେ । ଜଣେ ଯୁବକ ଟୀକା ନେବା ପାଇଁ ଯାଉଥିବା ବେଳେ ତାଙ୍କ ସହ ଘଟିଛି ଏପରି କା-ଣ୍ଡ ।

ଭିଡିଓ ଟି ହେଉଛି ଆମ ପଡୋଶୀ ଜିଲ୍ଲା ଛତିଶଗଡ଼ର । ସେଠାରେ ଜଣେ ଯୁବକ ଟୀକା ନେବା ପାଇଁ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ ଅଟକା ଯାଇଥିଲା । ତା ପରେ ତାଙ୍କ ଫୋନ୍ ନେଇ ତାକୁ ଭାଙ୍ଗି ଦିଆ ଯାଇଥିଲା ଏବଂ ତାଙ୍କୁ ଥା-ପ-ଡ଼ ମଧ୍ୟ ମ-ରା ଯାଇଛି । ଆଜ୍ଞା ହଁ, ଏପରି ଅମାନବୀୟ କା-ଣ୍ଡ କରିଛନ୍ତି ଛତିଶଗଡ଼ ଜିଲ୍ଲାର ଜିଲ୍ଲାପାଳ ରଣବୀର ଶର୍ମା ନିଜେ । କେବଳ ଏତିକି ନୁହେଁ ନିଜେ ଥା-ପ-ଡ଼ ମା-ରି-ବା ପରେ ଯୁବକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ଵାରା ମଧ୍ୟ ଲା-ଠି ମା-ଡ଼ ଖୁଆଇ ଥିଲେ ।

ଲକ୍ ଡାଉନ୍ ସମୟରେ ଯୁବକ ଟୀକା ନେବା ପାଇଁ ବାହାରକୁ ଆସିଥିଲେ ବୋଲି ଏହି ସାମାନ୍ୟ କଥା ପାଇଁ ତାଙ୍କର ଫୋନ୍ ଭାଙ୍ଗି ଦେଇଥିଲେ ଓ ତାଙ୍କୁ ଥା-ପ-ଡ଼ ମା-ରି-ଥି-ଲେ । ଜିଲ୍ଲାପାଳ ଏପରି ଅସାମାଜିକ କାର୍ଯ୍ୟ କରୁଥିବା ବେଳେ କେହି ଜଣେ ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ଭିଡିଓ ଟିକୁ ଦେଖିବା ପରେ ସମସ୍ତେ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟର ନି-ନ୍ଦା କରୁଛନ୍ତି ଓ ଭିଡିଓ ଟି ସବୁ ଆଡ଼େ ଖୁବ୍ ଭା-ଇ-ରା-ଲ ହେଉଛି ।

ଏହାପରେ ଯଦ୍ୟପି ଜିଲ୍ଲାପାଳ ତାଙ୍କର ଏପରି କାର୍ଯ୍ୟକୁ ଭୁଲ୍ ବୋଲି ସ୍ବୀକାର କରି କ୍ଷମା ପ୍ରାର୍ଥନା କରୁଛନ୍ତି, ହେଲେ ମଧ୍ୟ ଏପରି କାର୍ଯ୍ୟକୁ ସମସ୍ତେ ବିରୋଧ କରୁଛନ୍ତି । ଜିଲ୍ଲାପାଳ ଜଣେ ଜନସେବକ । ଆଉ ଜଣେ ଜନସେବକ ଙ୍କ ର ଏପରି କାର୍ଯ୍ୟ ତାଙ୍କୁ ବିଲକୁଲ୍ ଶୋଭା ଦେଉ ନାହିଁ । ତେବେ ପୂର୍ବରୁ ମଧ୍ୟ ଏହି ଜିଲ୍ଲାପାଳ ଲା-ଞ୍ଚ ନେଉଥିବା ବେଳେ ଧ-ରା ପଡ଼ିଥିଲେ ଓ ତାଙ୍କର ବଦଳି ମଧ୍ୟ କରି ଦିଆ ଯାଇଥିଲା ।

ଲୋକଙ୍କ ପାଇଁ ଆଦର୍ଶ ବ୍ୟକ୍ତି ଏପରି କାର୍ଯ୍ୟ କରି ମୁଁ ଆବେଗରେ ଆସି ଏପରି କରି ଦେଇଛି ବୋଲି ଅତି ସହଜରେ କହିବା କେତେ ଦୂର ଠିକ୍ ଅଟେ ବୋଲି ସମସ୍ତେ ପ୍ରଶ୍ନ କରୁଛନ୍ତି । ଅନେକ କ୍ଷେତ୍ରରେ ତାଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିବାକୁ ମଧ୍ୟ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।