ଘରେ ପଶିଥିବା ଭୟଙ୍କର ବିଷଧର ଓ ରାଗୀ Cobra କୁ କିପରି ସାମ୍ନା କଲା ଏହି କୁକୁର, ଦେଖନ୍ତୁ ଏହି Video, ହସି ହସି ଗଡିଯିବେ

ଚନ୍ଦ୍ରନାଗକୁ ଓଡିଶାରେ ଅନେକ ସ୍ଥାନରେ ତମ୍ପ ସାପ ମଧ୍ୟ କୁହନ୍ତି । ସବୁ ସାପଙ୍କ ମଧ୍ୟରେ ଏକ ପ୍ରକାରର ବି-ଷ ରହିଥାଏ । କିନ୍ତୁ ଏହା ଏପରି ଏକ ସାପ ଯାହା ମଧ୍ୟରେ ଦୁଇ ପ୍ରକାର ଯଥା:- ନ୍ୟୁରୋଟକ୍ସିକ ଓ ସାଇକୋଟକ୍ସିକ ନାମ ବି-ଷ ରହିଥାଏ । ଭାରତର ସବୁଠୁ ବି-ଷ-ଧ-ର ସାପଙ୍କ ଶ୍ରେଣୀରେ ଏହି ସାପ ଅନ୍ତର୍ଭୁକ୍ତ ଅଟେ । ଏହି ସାପ କା-ମୁ-ଡି-ଲେ ଯଦି ସମୟ ଥାଉ ଥାଉ ଚିକିତ୍ସା କରା ନଯାଏ ତେବେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡେ ।

ସାପ କା-ମୁ-ଡି-ବା ସମୟରେ କେତେ ବି-ଷ ନିର୍ଗତ କରିବେ ତାହା ସେମାନେ ନିଜ ନିୟନ୍ତ୍ରଣ କରନ୍ତି । ତେଣୁ ଯଦି ଏହି ସାପ ଭଲ ଭାବେ କାହାକୁ କା-ମୁ-ଡି ଦିଏ ତେବେ ବ୍ୟକ୍ତିଙ୍କ ମୃ-ତ୍ୟୁ ନିଶ୍ଚିତ ବୋଲି କୁହାଯାଏ । ଏହି ସାପ କାମୁଡିବାର ୨୦-୨୫ ମିନିଟ ପର୍ଯ୍ୟନ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ଏହି ସମୟ ମଧ୍ୟରେ ସଠିକ ଭାବେ ଚିକିତ୍ସା ନ କରାଗଲେ ବ୍ୟକ୍ତି ପ୍ରା-ଣ ହ-ରା-ଇ ଦେଇଥାନ୍ତି । ଆମ ଓଡିଶାର ଭଦ୍ରକ ଜିଲ୍ଲାରେ ଏହି ପ୍ରଜାତିର ସାପ ଅତ୍ୟଧିକ ଦେଖିବାକୁ ମିଳନ୍ତି ।

ଭଦ୍ରକ ଜିଲ୍ଲାର ରହୁଣିଆ ଗ୍ରାମରେ ଜଣଙ୍କ ଘରେ ଏହି ତମ୍ପ ବା ଚନ୍ଦ୍ରନାଗ ପଶି ଯାଇଥିଲା । ସାପଟି କାହାର କିଛି କ୍ଷତି କରିବା ପୂର୍ବରୁ ଘରଲୋକେ ସାପକୁ ଦେଖି ନେଇଥିଲେ । ଯାହାଫଳରେ ସାପଟି ଘରେ କାହାର କ୍ଷତି କରିପାରି ନଥିଲା । ଘରେ ଥିବା କୁକୁର ମଧ୍ୟ ସାହସର ସହ ସାପକୁ ପ୍ରତିବାଦ କରିଥିଲା । ରୋଷେଇ ଘରେ ସାପଟି ଲୁ-ଚି ରହିଥିବା ବେଳେ ଗ୍ରାମବାସୀ ଜଣେ ସାପଧରାଳି ବା କେଳାଙ୍କୁ ତାକୁ ଉଦ୍ଧାର କରିବା ପାଇଁ ଡ଼ାକିଥିଲେ ।

ଖବର ପାଇ ସାପଧରାଳି ତୁରନ୍ତ ଆସିଥିଲେ ଓ ସାପଟିକୁ ଖୋଜି ବାହାର କରିବା ପରେ ସେ ରାଗରେ ଫଁ ଫଁ ହେଉଥିବା ଦେଖିବାକୁ ମିଳିଥିଲା । ତାକୁ ଧରିବା ସମୟରେ ସେ ଅନେକ ଥର ଚୋ-ଟ ମା-ରି-ବା-କୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ସାପଧରାଳି ଜଣକ ଖୁବ ନିର୍ଭୟ ଏବଂ କୌଶଳର ସହ ସାପକୁ କାବୁ କରି ଏକ ମୁଣାରେ ପୁରେଇ ଦେଇଥିଲେ ଓ କୌଣସି ଜଙ୍ଗଲ ସ୍ଥାନରେ ତାକୁ ଛାଡିବାକୁ ନେଇ ଯାଇଥିଲେ ।

ଆପଣଙ୍କୁ ଆମ ପୋଷ୍ଟ କିପରି ଲାଗିଲା କମେଣ୍ଟ କରି ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବକୁ ହେଲ ଆମ ପେଜ୍କୁ ଲାଇକ ମଧ୍ୟ କରନ୍ତୁ ।