ଘରେ ଦରିଦ୍ରତାର କାରଣ ହେଇଥାଏ ଏହି ସବୁ ଭୁଲ, ରାଗିଥାନ୍ତି ମା ଲକ୍ଷ୍ମୀ, କଣ ଆପଣ ତ କରୁ ନାହାନ୍ତି ଦେଖନ୍ତୁ !

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ଏହାର ମୂଳ କାରଣ ହେଉଛି ପଇସା ଦ୍ଵାରା ମଣିଷ ସବୁ କିଛି କରିପାରିବ । ସେଥିପାଇଁ ପଇସା ଆମ ଘରକୁ କିପରି ଆସିବ ସେ ଚିନ୍ତା ଆମେ କରିବା । ପ୍ରଥମ କାରଣ ହେଉଛି ମଣିଷର ଗରିବତା । ଗରିବ କିପରି ମଣିଷ ହୁଅନ୍ତି ତାହା ଆମେ ଜାଣିବା । ଆପଣ ରାତି ଦିନ ପରିଶ୍ରମ କରୁଛନ୍ତି କିନ୍ତୁ ଘରେ ଗରିବତା ସବୁବେଳେ ଦେଖାଯାଉଛି । ଆପଣଙ୍କର କିଛି ଭୁଲ ଅଭ୍ୟାସ କିଛି ଅଛି ଯାହା ଦ୍ଵାରା ଗରିବୀ ଆପଣଙ୍କ ପିଛା ଛାଡୁ ନାହିଁ ।

ପ୍ରଥମ କାରଣ ହେଉଛି ଆପଣ ଗଛ ତଳେ ପରିସ୍ରା କରନ୍ତୁ ନାହିଁ । ଏହି କାର୍ଯ୍ୟଟିକୁ କରିବା ଦ୍ଵାରା ଆପଣଙ୍କ ଘରକୁ ଗରିବୀ ଆସିଥାଏ ଓ ଆପଣ ଚିନ୍ତାରେ ମଧ୍ୟ ରହିଥାନ୍ତି ।

ଭଙ୍ଗା ପାନିଆରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ । ଏହି ଭୁଲକୁ ଆଜି ହିଁ ଛାଡି ଦିଅନ୍ତୁ ।

ପୁଣି ଯଦି ଆପଣ ଝାଡୁ ଲଗେଇଲା ପରେ ଅଳିଆ ଆବର୍ଜନାକୁ ଏକାଠି କରି ଗୋଟେ ଜାଗାରେ ରଖିଦେଲେ, ଆଜି ହିଁ ସେଇ ଭୁଲଟିକୁ କରନ୍ତୁ ନାହିଁ । ଆପଣ ଅଳିଆ ଆବର୍ଜନାକୁ ବାହାରେ ପକେଇ ଦେଇ ଆସନ୍ତୁ ।

ବହୁତ ଲୋକ ଅଛନ୍ତି ବାମ ଗୋଡରେ ପ୍ରଥମ ପ୍ୟାଣ୍ଟ ପିନ୍ଧିବା ଆରମ୍ଭ କରିଥାନ୍ତି ।   ଏହି ଭୁଲ କରନ୍ତୁ ନାହିଁ ଯଦି ଆପଣ ଏପରି କରୁଛନ୍ତି ତେବେ ଗରିବୀ ଆପଣଙ୍କର ପିଛା ଛାଡିବ ନାହିଁ । ସେଥିପାଇଁ ଆପଣ ଡାହାଣ ଗୋଡରୁ ପ୍ୟାଣ୍ଟ ପିନ୍ଧିବା ଆରମ୍ଭ କରନ୍ତୁ ।

ଅଧିକରୁ ଅଧିକ ଲୋକ ଅଛନ୍ତି ରୁଟିକୁ ଛିନ ଭିନ କରି ଖାଆନ୍ତି । ଆହୁରି ମଧ୍ୟ ପୁରା ରୁଟିକୁ ଏକା ସହିତ ପାଟିରେ ପୁରାଇ ଦେଇଥାନ୍ତି । ସେଥିପାଇଁ ଆପଣ ଭଲ ଭାବରେ ଛୋଟ ଛୋଟ ଖଣ୍ଡ କରି ଖାଆନ୍ତୁ ।

ଆପଣ କେବେ ହେଲେ ଦାନ୍ତରେ ନଖ ଛିଣ୍ଡାନ୍ତୁ ନାହିଁ । ଯାହା ଦ୍ଵାରା ଆପଣଙ୍କ ଘରେ ଗରିବୀ ଆସିବ ନାହିଁ । ଯଦି ଏପରି ସ୍ଵଭାବ ବଜାୟ ରଖୁଛନ୍ତି ତେବେ ଘରେ ଗରିବୀ ଆସିଯିବ ।

ସୂର୍ଯ୍ୟ ଉଦୟ ପରେ ଶୋଇବା ଉଚିତ ନୁହେଁ । ତା ଆଗରୁ ଉଠିକି ଆପଣ ପୂଜା ପାଠ କରିବା ଉଚିତ । କାରଣ ସକାଳ ସମୟ ହେଉଛି ପବିତ୍ର ସମୟ । ଯାହା ଦ୍ଵାରା ଆପଣଙ୍କର  ମନ ଶାନ୍ତି ରହିବ । ଆଉ ଘରେ ଗରିବୀ ଆସିବ ନାହିଁ ।

ଜୋତା ଚପଲ ଯଦି ଓଲଟା ପଡିଛି ତାକୁ ସିଧା କରିଦିଅନ୍ତୁ । ଯଦି ସେପରି ନ କରୁଛନ୍ତି ତେବେ ଘରେ ଗରିବୀ ପିଛା ଛାଡିବ ନାହିଁ ।

ଯଦି ଆପଣଙ୍କ ଘରକୁ କୌଣସି ଅତିଥି ଆସିଛନ୍ତି ତେବେ ଜାଣନ୍ତୁ ଭଗବାନ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି । ଆପଣ ତାଙ୍କୁ ସମ୍ମାନ ଦେବା ଉଚିତ । ଅତିଥିଙ୍କ ଉପରେ ରାଗିବା କି ବିରକ୍ତ ହେବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଅତୀଥିଙ୍କ ଉପରେ ରାଗନ୍ତି କି ବିରକ୍ତ ହୁଅନ୍ତି ଭଗବାନ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ।


ଯଦି ଆପଣଙ୍କ ରୋଷେଇ ଘରେ ତାୱାକୁ ଓଲଟା ରଖିଛନ୍ତି । ତେବେ ଅପଣଙ୍କ ଜୀବନ ଉପରେ ଭାରି ପ୍ରଭାବ ପଡିପାରେ । ତେଣୁ ଭୁଲରେ  ଆପଣ ଓଲଟା ତାୱା ରଖନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଗରମ ତାୱା ଉପରେ ପାଣି ଢାଳନ୍ତି । ତାଙ୍କ ଘରେ ଝଗଡା , ରୋଗ ଓ ଧନର ସମସ୍ୟା ସବୁବେଳେ ଆସୁଥାଏ ଆଉ ଯାଉଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।