ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଫଟୋ କାଙ୍ଗାଳ ହୋଇଯିବେ ! ହେଲେ ନିଶ୍ଚୟ ଲଗାନ୍ତୁ ଏହି ଫଟୋ କେବେବି ହେବନି ଅର୍ଥର ଅଭାବ, ଜ୍ୟୋତିର୍ବିଦ Jagadananda Acharya

ବନ୍ଧୁଗଣ କାମନା ସବୁବେଳେ ବ୍ୟାଧି ଭଳି ମଣିଷ କୁ ଯନ୍ତ୍ରଣା ଦେଇଥାଏ । କାମନା ରୁ ମଣିଷର ମୋହ ଜାତ ହୋଇଥାଏ । ମଣିଷ ମୋହର ବଶବର୍ତ୍ତୀ ହୋଇ ସେ ନିଜର ବିବେକ ଓ ବିଚାର ଶକ୍ତି ହରାଇ ଅକାରଣରେ କ୍ରୋଧ କରିଥାଏ । ବୁଝିବାକୁ ଗଲେ କାମନା ରୁ ମୋହ ର ସୃଷ୍ଟି ହୋଇଥାଏ । ମୋହ ରୁ ଅବିବେକିତା ଓ ଅବିବେକିତା ରୁ କ୍ରୋଧ ଜାତ ହୋଇଥାଏ । କ୍ରୋଧ ଠାରୁ ବଡ ଶତ୍ରୁ ମଣିଷର କେହି ଆଉ ନୁହନ୍ତି ।

ତେଣୁ ଏହି ସବୁଠାରୁ ଦୂରେଇ ରହିବା ଉଚିତ । ଆଜି ଆମେ ଆପଣଙ୍କୁ ଘରେ ଏମିତି କେଉଁ ଫୋଟୋ ରଖିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ଆମେ ଆମ ଘରେ ଯେଉଁ ସବୁ ଫୋଟୋ ଲଗାଇଥାଉ ତାର ନଜର ଆମ ଉପରେ ପଡିଥାଏ । ଯାହା ଦ୍ଵାରା ଆମ ଜୀବନ ଶୈଳୀ ଓ ଭାଗ୍ୟ ଉପରେ ବହୁ ମାତ୍ରାରେ ପ୍ରଭାବ ରହୁଛି । ବାସ୍ତୁ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ପୁରାଣ ଅନୁଯାୟୀ ଘରେ କେବେ ବି ରାମାୟଣ ଓ ମହାଭାରତର ଯୁଦ୍ଧ ର ଫୋଟୋ ରଖନ୍ତୁ ନାହି ।

କୌଣସି ପୌରାଣିକ ଯୁଦ୍ଧ ହେଉଥିବା ଫୋଟ ଘରେ ରଖନ୍ତୁ ନାହି । ଏହା ଦ୍ଵାରା  ଘରେ କଳହ ଲାଗି ରହିବ । କିନ୍ତୁ ପ୍ରଭୁ ରାମ ଙ୍କ ଦରବାର ଲାଗିଥିବା ଫୋଟୋ ଘରେ ରଖିଲେ ନିଶ୍ଚିନ୍ତ ଭାବେ ସୁଖ, ସମୃଦ୍ଧି, ଭଲ ପାଇବା ବୃଦ୍ଧି ପାଇଥାଏ । ଭଗବାନ କୃଷ୍ଣ ଗୋଟେ ଗୋଡ ରେ ଛିଡା ହୋଇଥିବେ ବଂଶୀ ଧରି ଆଉ ତାଙ୍କ ପଛ ପରେ ଗୋମତା ଛିଡା ହୋଇଥିବେ ଏଭଳି ଫୋଟୋ ଘରେ ରଖିଲେ ସୌଭାଗ୍ୟ ପ୍ରାପ୍ତି ସହ ଧନ ବୃଦ୍ଧିର ମାର୍ଗ ଖୋଲିଥାଏ ।

ଏହା ଛାଡ ଘୁଷୁରି, ଶିଆଳି, ସାପ, ଗଧ, ପେଚା ଓ କାଉ ଫୋଟୋ ଘରେ ରଖନ୍ତୁ ନାହି । ଏମିତି କରିଲେ କର୍ମ କ୍ଷେତ୍ରରେ ବା ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି ହେବ । ଆପଣ ଯାହା ରୋଜଗାର କରୁଥିବେ ତାହା ଅଯଥାରେ ଖର୍ଚ୍ଚ ହେବ । ଧନ କେଉଁ ବାଟେ ଆସିବ ଆଉ କେଉଁ ବାଟେ ଯିବ ତାହା ଆପଣ ଜାଣିପାରିବେ ନାହି । ଆପଣ ନିଜ ଶୋଇବା ଘରେ ଲଭ ବାର୍ଡ ଫୋଟୋ ଲଗାଇ ପାରିବେ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୁସମ୍ପର୍କ ଭଲ ରହିଥାଏ ।

ଘରର ମୁଖ୍ୟ ଦ୍ଵାରରେ ଗାୟତ୍ରୀ, ମୀନ, ସ୍ଵସ୍ତିକ, ଓମ, ଭଗବାନ ଗଣେଶ, ମଙ୍ଗଳ କଳସ ର ଫୋଟୋ ଲଗାଇ ପାରିବେ । ଯାହା ଦ୍ଵାରା ଘରେ ଥିବା ନେଗେଟିଭ ଶକ୍ତି ଦୂର ହୋଇପାରିବ । ଯେତେବେଳେ ହ୍ରଦ, ନଇ, ପୁଷ୍କରିଣୀ ର ରାଜହଂସ ପହଂରୁଥିବାର ଫୋଟୋ ଘରେ ଲଗାଇଲେ ଧନ ଆସିବାର ମାର୍ଗ ଦେଖାଇ ଥାଏ ।

ଏଭଳି ଫୋଟୋ ଆପଣଙ୍କ ନଜର ରେ ପଡିଲେ ନିଶ୍ଚୟ ଘରକୁ ଆଣନ୍ତୁ ଓ ଏହାର ବ୍ଯବହାର କରନ୍ତୁ । ଦେଖିବେ ଧନ ଏତେ ମାତ୍ରାରେ ଆସିବ କି ଆପଣ ଦେଖି ଆଶ୍ଚର୍ଯା ହୋଇଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।