Vastu Tips- ଶୁକ୍ରବାର ଦିନ ଘରର ମୁଖ୍ୟ ଦ୍ବାରରୁ ଫୋପାଡି ଦିଅନ୍ତୁ ଏହି 1 ଜିନିଷ, କେବେବି ଆସିବ ନାହିଁ ଦରିଦ୍ରତା

ଶୁକ୍ରବାର ଦିନ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବିଶେଷ ରୂପରେ ପୂଜା କରାଯାଏ । ମାନାଯାଏ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ଯେଉଁ ପୂଜା ଅର୍ଚ୍ଚନା କରନ୍ତି ତାହା ବହୁତ ଶୁଭ ଫଳ ଦେଇଥାଏ ।

ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କର ପୂଜା କରିଥାଏ ତା ପାଇଁ ସଂସାରରେ କୈାଣସି ଜିନିଷ ଅସମ୍ଭବ ହୋଇ ନଥାଏ । ଘରର ଲକ୍ଷ୍ମୀ ଅର୍ଥାତ୍ ଗୃହିଣୀ ରୂପରେ ବିରାଜମାନ ରୁହନ୍ତି । ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଅତି ସହଜ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରର କୈାଣସି ଧନର ସମସ୍ୟା ନରହୁ ସେଥିପାଇଁ ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ଏହିପରି କରନ୍ତୁ । ଏହି ଉପାୟ ଆପଣ କେବଳ ଲୁଣରେ କରିବାର ଅଛି ।

ଲୁଣ ଆମ ସମସ୍ତଙ୍କ ରୋଷେଇ ଘରରେ ମିଳିଯିବ । ଲୁଣରେ ଗୋଟିଏ ଅଲଗା ପ୍ରକାରର ଆକର୍ଷଣ ଥାଏ । ସେଥିପାଇଁ ଲୁଣ ଦ୍ବାରା ଅନେକ ଉପାୟ କରାଯାଏ । ଏମିତି ମାନାଯାଏ ଲୁଣ ନକରାତ୍ମକ ପ୍ରଭାବକୁ ନଷ୍ଟ କରି ସକାରାତ୍ମକ ଉର୍ଜା ଭରିଦିଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର, ରାହୁ,କେତୁର ପ୍ରତିନିଧି ମାନନ୍ତି ।

ଲୁଣରେ ଅନେକ ଲାଭ ହୋଇଥାଏ ଯାହା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ । ଯେଉଁ ଘରେ କଳି, ଲଢେ଼ଇ, ଝଗଡ଼ା ହୁଏ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । କଣ ଆପଣ ଜାଣନ୍ତି ଘରେ ଲଢେ଼ଇ ଝଗଡ଼ା ଏବଂ ଅଶାନ୍ତି ନକରାତ୍ମକ ଶକ୍ତି ଯୋଗୁଁ ହୋଇଥାଏ । ନକରାତ୍ମକ ପ୍ରଭାବ ପାଇଁ ଘରେ କୈାଣସି ନା କୈାଣସି ବ୍ୟକ୍ତି ରୋଗାକ୍ରାନ୍ତ ହୋଇଥାନ୍ତି । ସବୁ କିଛି ପରେ ମନ ଉଦାସ ରୁହେ, ଆଳସ୍ୟ ହୋଇଥାନ୍ତି ଯେଉଁ କାରଣ ପାଇଁ ଘରର ସଫା ମଧ୍ୟ ହୋଇପାରେ ନାହିଁ, ଏଥିପାଇଁ ଘରେ ଦୁର୍ଗନ୍ଧ ରୁହେ ଯାହା ଫଳରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ଏମିତି ଘରେ ଗରିବୀ ଏବଂ ଦରିଦ୍ରତା ଛାଇ ରୁହେ । ସେଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନକରାତ୍ମକ ଉର୍ଜାକୁ ଦୂର କରନ୍ତୁ । ନକରାତ୍ମକ ଉର୍ଜାକୁ ସମାପ୍ତ କରିବାର ସବୁଠାରୁ ଭଲ ଉପାୟ ହେଲା ଲୁଣ । ନକରାତ୍ମକ ଉର୍ଜାକୁ ନାଶ କରିବାର ଶକ୍ତି ଲୁଣରେ ଥାଏ । ତେବେ ଆସନ୍ତୁ ଜାଣିବା ଲୁଣ ସହିତ ଯୋଡା କିଛି ସରଳ ଉପାୟ ଯାହାକୁ କରିବା ଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ଜୀବନରେ ଯେକୌଣସି ସମସ୍ୟା ଥିଲେ ଶୁକ୍ରବାର ଦିନ ଡାହାଣ ହାତରେ ଅଳ୍ପ ଟିକେ ପେସା ଲୁଣ ନିଅନ୍ତୁ ।

ଏହାପରେ ଆପଣ ପୂର୍ବ ଦିଗକୁ ମୁହଁ କରି ଠିଆ ହୋଇଯାଆନ୍ତୁ । ଏହାପରେ ଆପଣ ଏହି ଲୁଣକୁ ନିଜ ମୁଣ୍ଡ ଉପରେ ୩ଥର ବୁଲାନ୍ତୁ । ଏହି ଲୁଣକୁ ନିଜ ମୁଣ୍ଡ ଉପରେ ବୁଲାଇ ସାରିଲା ପରେ ସେହି ଲୁଣକୁ ଆପଣ ମୁଖ୍ୟ ଦ୍ବାର ଦେଇ ଫୋପାଡି ଦିଅନ୍ତୁ । ଏଥିରେ ଆପଣ ଧ୍ୟାନ ଦିଅନ୍ତୁ ଯେ ଲୁଣକୁ କେବଳ ଆପଣ ମୁଖ୍ୟ ଦ୍ବାର ଦେଇ ଫୋପାଡିବେ । ଏମିତି ଆପଣ ୩ଦିନ ଧରି କରନ୍ତୁ । ଏହାପରେ ହାତକୁ ଭଲଭାବେ ଧୋଇ ନିଅନ୍ତୁ ଏବଂ ଏହି ସମୟରେ ଯେମିତି ଆପଣଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି ନକରନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।