ଘର ଭିତରୁ ମିଳିଲା ପୁରା ପରିବାରର ମୃ-ତ-ଦେ-ହ, ବଡ ଭାଇ କହିଲେ ପୁରା ଘଟଣା, ଶୁଣିଲେ ଛାତି ଥରିଯିବ, ଦେଖନ୍ତୁ video

ଗୋଟିଏ ଘରୁ ମିଳିଛି ପୁରା ପରିବାରର ଶ-ବ । ଗୋଟିଏ ଘର ଭିତରେ ବାପା, ମା’ ଓ ଛୁଆ ମ-ରି ପଡିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟରୋ ଠାରେ । ଘର ଭିତରେ ସ୍ଵାମୀ ଲିଙ୍ଗା ବିଷୋଇଙ୍କ ମୃ-ତ-ଦେ-ହ ଝୁ-ଲ-ନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଉ ସ୍ତ୍ରୀ ଙ୍କ ମୃ-ତ-ଦେ-ହ ସୋଫା ଉପରେ ପଡି ରହିଥିବା ବେଳେ ସୋଫା ତଳେ ପଡି ରହିଛି ଛୋଟ ଛୁଆର ମ-ର-ଶ-ରୀ-ର ।

ଏଭଳି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଛାତି ଥରେଇ ଦେଇଛି । ଘର ଭିତର ଦୃଶ୍ୟ ଦେଖିଲେ ଅନୁମାନ କରାଯାଉଛି କି, ଲିଙ୍ଗା ବିଷୋଇ ପ୍ରଥମେ ସ୍ତ୍ରୀ ଓ ଛୁଆକୁ ମା-ରି-ବା ପରେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି । ସନ୍ଧ୍ୟା ବେଳେ ଲିଙ୍ଗା ବିଷୋଇଙ୍କ ବଡ ଭାଇ ଦୋକାନରେ ଥିବାବେଳେ ସେ ତାଙ୍କ ମା’ଙ୍କୁ ଚାହା ଟିକେ ଆଣିଦେବା ପାଇଁ କହିଥିଲେ । ମା’ ଚାହା ଆଣିବାକୁ ଯିବାବେଳେ ଦେଖିଥିଲେ ସାନ ପୁଅ ଲିଙ୍ଗାଙ୍କ ଦୁଇ ବର୍ଷର ଝିଅଟି ଆଜି ତାଙ୍କ ପାଖକୁ ଆସୁନି ।

କାହିଁକି ନା ସବୁଦିନ ସେ ଚାହା ଆଣିବାକୁ ଯିବାବେଳେ ମା’ ମା’ କହି ତାଙ୍କ ପାଖକୁ ଦୌଡି ଆସେ କୁନି ଝିଅ । ଘର ମଧ୍ୟ ବନ୍ଦ ଥିବାର ସେ ଦେଖିଥିଲେ । ମା’ଙ୍କର ସନ୍ଦେହ ହୋଇଥିଲା ଯେତେ ଡାକିଲେ ବି କେହି ଘର ଭିତରୁ ଶୁଣି ନଥିଲେ । ତା’ପରେ ଗାଁ ଲୋକେ ସମସ୍ତେ ଏକାଠି ହୋଇ ପ୍ରଥମେ ପୋଲିସକୁ ଖବର ଦେଇଥିଲେ ।

ଘର ଖୋଲିବା ପରେ ତିନିଜଣଙ୍କ ମୃ-ତ-ଦେ-ହ ସେଠାରୁ ଉଦ୍ଧାର କରା ଯାଇଥିଲା । ଏଭଳି ଦୃଶ୍ୟ ଦେଖି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିଲେ । ଲିଙ୍ଗା ଭଲ ବ୍ୟବସାୟ କରୁଥିଲେ ଓ କିଛିଦିନ ତଳେ ନୂଆ ଗାଡି ଖଣ୍ଡେ ମଧ୍ୟ ଆଣିଥିଲେ । ହେଲେ ହଠାତ ଏମିତି କଣ ହେଲା ଯେ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ପରିବାର ଲୋକ ମଧ୍ୟ ଜାଣି ନଥିବା କହିଛନ୍ତି ।

ଏହାଛଡା ଘଟଣାସ୍ଥଳରୁ କୌଣସି ନୋଟ୍ ମଧ୍ୟ ପୋଲିସର ହସ୍ତଗତ ହୋଇନି । ତେବେ ପୋଲିସ ମୃ-ତ-ଦେ-ହ ଗୁଡିକୁ ବ୍ୟ-ବ-ଚ୍ଛେ-ଦ ପାଇଁ ପଠାଇଛି । ଅଧିକ ତଦନ୍ତ ହେଲେ ଏହି ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।