Interesting GK Questions and Answers: ଏମିତି କେଉଁ ଜିନିଷ ଅଛି ଯାହାକୁ ଗରିବମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀମାନେ ନିଜ ପକେଟରେ ରଖି ଦିଅନ୍ତି, ତାହା କଣ ? କେବଳ ବୁଦ୍ଧିମାନ ହିଁ ଉତ୍ତର ଦେଇପାରିବେ

ଅନେକ ଲୋକ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଏବଂ ଉତ୍ତର ପଢିବାକୁ ଭଲ ପାଆନ୍ତି । ଏହା ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ସହ ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଯଦି ସାଧାରଣ ଜ୍ଞାନ ପଢିବାକୁ ଭଲ ପାଆନ୍ତି କିମ୍ବା କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ବଛାବଛା ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଫୁଲର ଘଟି କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ଉତ୍ତରାଖଣ୍ଡ

୨- କେଉଁ ଜିନିଷ ଅଛି ଯାହା ଦିନରାତି ଚାଲିଥାଏ ?

ଉ: ନଦୀ

୩- ଝିଟିପିଟିର ଆୟୁଷ କାଳ କେତେ ?

ଉ: ୭ ବର୍ଷ

୪- ପାକିସ୍ତାନର ଜାତୀୟ ପଶୁର ନାମ କଣ ?

ଉ: ମାରଖୋର

୫- କେଉଁ ଦେଶରେ କ୍ଷୀର ପିଇବା ଏକ ଅପରାଧ ଅଟେ ?

ଉ: ଫିନଲାଣ୍ଡ

୬- କେଉଁ ପ୍ରଣିର ଅନ୍ତ କଟିଗଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ହୋଇଥାଏ ?

ଉ: ପ୍ରଜାପତି

୭- ବିଶ୍ଵର କେଉଁ ନଦୀର ପାଣି ଗରମ ଅଟେ ?

ଉ: ନୀଳନଦୀ

୮- କେଉଁ ଦେଶରେ ବରଫରୁ ବିଜୁଳି ପ୍ରସ୍ତୁତ କରା ଯାଇଥାଏ ?

ଉ: ଆମେରିକା

୯- କେଉଁ ପ୍ରାଣୀର ଶରୀରରେ ସବୁଠୁ କମ୍ ହାଡ ଥାଏ ?

ଉ: ମୂଷା

୧୦- କଙ୍ଗାରୁ କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉ: ଅଷ୍ଟ୍ରେଲିଆ

୧୧- ଦୁନିଆର କେତେ ପ୍ରତିଶତ ଲୋକ ବାମହାତୀ ହୋଇଥାନ୍ତି ?

ଉ: ୧୧ ପ୍ରତିଶତ

୧୨- ସବୁଠାରୁ ବଡ ମହାଦୀପ କେଉଁଟି ଅଟେ ?

ଉ: ଏସିଆ

୧୩- ବିଶ୍ଵର ଅନ୍ନ ଭଣ୍ଡାର କାହାକୁ କୁହାଯାଏ ?

ଉ: ୟୁକ୍ରେନ

୧୪- ଭାରତ ଉପରେ କରିଥିବା ପ୍ରଥମ ୟୁରୋପୀୟ କିଏ ?

ଉ: ସିକନ୍ଦର

୧୫- କେଉଁଟି ମଣିଷ ଶରୀରର ସବୁଠୁ ବଡ ଗ୍ରନ୍ଥି ଅଟେ ?

ଉ: ଯକୃତ

୧୬- ବାଦାମ କେଉଁ ପ୍ରକାରର ଫସଲ ଅଟେ ?

ଉ: ଖରିଫ

୧୭- ପଦେ କଥା କହିଲେ ବି ଅଲଗା ହୋଇଯାନ୍ତି । ସେମାନେ କିଏ ?

ଉ: ଓଠ

୧୮- ମୁଁ ଜଣେ ମଣିଷକୁ ଦୁଇଜଣ କରିଦିଏ, ମୁଁ କିଏ ?

ଉ: ଆଇନା

୧୯- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ, କାନ ନାହିଁ କିନ୍ତୁ ଶୁଣିପରେ ?

ଉ: ସାପ

୨୦- ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୁଇଁରେ ଘସୁଥାଏ ?

ଉ: ଝାଡୁ

୨୧- କେଉଁ ଦୀପ ଜଳେ ନାହିଁ ?

ଉ: ପାରାଦୀପ

୨୨- ତାହା କେଉଁ ଜିନିଷ ଯାହା ପଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ?

ଉ: ଝାଳ

୨୩- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉ: ଅନ୍ଧର ବାଡି

୨୪- ମୁଣ୍ଡ ନାହିଁ ତଥାପି ଟୋପି ପିନ୍ଧେ । ସେ କିଏ ?

ଉ: ବୋତଲ

୨୫- ଏମିତି କେଉଁ ଜିନିଷ ଅଛି ଯାହା ଗରିବମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀମାନେ ନିଜ ପକେଟରେ ରଖି ଦିଅନ୍ତି । ତାହା କଣ ?

ଉ: ସିଙ୍ଘାଣି (ଯାହାକି ଗରିବମାନେ ପୋଛି ଫୋପାଡି ଦିଅନ୍ତି କିନ୍ତୁ ଧନୀମାନେ ରୁମାଲରେ ପୋଛି ପକେଟରେ ରଖି ଦିଅନ୍ତି)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।