ପର୍ନୋଗ୍ରାଫିରେ ନିଜେ ଫସି ସାରିଥିବା ଗେହନା ବଶିଷ୍ଟ କଲେ ଏହି ବଡ ଖୁଲାସା, କହିଲେ କିପରି ଅଶ୍ଳୀଳ ଫିଲ୍ମ ବନାନ୍ତି Raj Kundra

୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ବନାଇବା ଓ ସେଗୁଡିକ କିଛି ଆପ୍ ରେ ଅଫଲୋଡ କରିବା ଅପରାଧରେ ଗିରଫ କରିଛି । ମାତ୍ର ଅଭିନେତ୍ରୀ ଗେହନା ବଶିଷ୍ଠ ରାଜ କୁନ୍ଦ୍ରାଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି ।

‘ଗନ୍ଦି ବାତ୍’ ଫେମ୍ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କୁ ଫେବୃୟାରି ମାସରେ ମୁମ୍ବାଇ ପୋଲିସ ପର୍ଣ୍ଣୋଗ୍ରାଫି କେସ୍ ମାମଲାରେ ମଲାଡର ମଦ୍ ରେ ଗିରଫ କରିଥିଲା । ଗେହନାଏନକେ ଉପରେ ମଧ୍ୟ ଅଶ୍ଳୀଳ ଫିଲ୍ମ ବନାଇବାର ଆରୋପ ଲାଗି ସାରିଛି । କିନ୍ତୁ ବର୍ତ୍ତମାନ ସେ ବେଲ୍ ରେ ବାହାର ହୋଇ ଆସିଛନ୍ତି । ତେବେ ସେ ଏବେ ରାଜ କୁନ୍ଦ୍ରାଙ୍କ ମାମଲାରେ ତାଙ୍କୁ ସମର୍ଥନ କରି କହିଛନ୍ତି, “ଲୋକମାନେ ଯେଉଁ ପ୍ରକାର ପର୍ଣ୍ଣ କଣ୍ଟେଣ୍ଟ କଥା କହୁଛନ୍ତି, କେଉଁ ଫିଲ୍ମ ମଧ୍ୟ ପର୍ଣ୍ଣ ନୁହେଁ । ଏ ସବୁ ବହୁତ ବୋଲ୍ଡ ଏବଂ ଏରୋଟିକ ଫିଲ୍ମ ଅଟେ ।”

“ଯାହା ପର୍ଣ୍ଣ କ୍ୟାଟାଗୋରୀରେ ଆସୁ ନାହିଁ । ଏହାକୁ ଭୁଲ ଭାବେ ଲୋକଙ୍କ ସାମନାରେ ପେଶ କରା ଯାଉଛି । ଯେ ପର୍ଯ୍ୟନ୍ତ ଆପଣ ଫିଲ୍ମ ଦେଖି ନାହାନ୍ତି ତାକୁ ପର୍ଣ୍ଣ କିପରି କହି ପାରିବେ ? ଏହି ସବୁ କେବଳ ସାଧାରଣ ଭିଡିଓ ଥିଲା ଯେମିତି ଏକତା କପୁର ‘ଗନ୍ଦି ବାତ୍’ ବନାଉଛନ୍ତି ଓ ଏମିତି କେତେ ଫିଲ୍ମ ମଧ୍ୟ ଅଛି ଯେଉଁ ସବୁରେ ବୋଲ୍ଡ କଣ୍ଟେଣ୍ଟ ରହୁଛି । ଏ ସବୁ ରେ ତଥାପି କମ ବୋଲ୍ଡନେସ ଅଛି । କେତେ ଭିଡିଓ ସେଥିରେ ପାଇଲେ ତାହା କହିବା ଭୁଲ ଅଟେ । ପ୍ରଥମେ ଦେଖନ୍ତୁ କି ସେଗୁଡିକ ପର୍ଣ୍ଣ ଅଟେ କି ନାହିଁ ।”

ଆମର କୌଣସି ଭିଡିଓ ମଧ୍ୟ ପର୍ଣ୍ଣ କ୍ୟାଟାଗୋରୀରେ ଆସୁ ନାହିଁ । ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ ଲୋକମାନେ ପର୍ଣ୍ଣ ଓ ଏରୋଟିକା ମଧ୍ୟରେ ଫରକ ନିଶ୍ଚୟ ବୁଝି ପାରୁଥିବେ ।” ଏହା ପୂର୍ବରୁ ଗେହନା ବଶିଷ୍ଠ ଆହୁରି କେତେ ଥର ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ବିବାଦ ସହ ତାଙ୍କର ଖୁବ ପୁରୁଣା ସମ୍ପର୍କ । ଅଭିନେତ୍ରୀ ଗେହନା ବଶିଷ୍ଠଙ୍କ ପୁରା ନାମ ହେଉଛି ବନ୍ଦନା ତିୱାରୀ । ଛତିଶଗଡର ଚିମରି ଗ୍ରାମରେ ଗେହନାଙ୍କ ଜନ୍ମ ହୋଇଥିଲା । ଗେହନାଙ୍କୁ ଆରମ୍ଭରୁ ହିଁ ଅଭିନୟ ଓ ମଡେଲିଙ୍ଗରେ ରୁଚି ଥିଲା ଓ ୨୦୧୨ରେ ସେ ‘ମିସ୍ ଏସିଆ ବିକିନି’ ଟାଇଟଲ ଜିତିଥିଲେ ।

ଗେହନା ଅନେକ ବିଜ୍ଞାପନ ସହ ଉଭୟ ହିନ୍ଦୀ ଓ ତେଲୁଗୁ ଫିଲ୍ମରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି । ୨୦୨୦ ରେ ଏକ ବିବାଦୀୟ ଭିଡିଓ ଯୋଗୁଁ ଗେହନା ଖୁବ ଚର୍ଚ୍ଚାରେ ରହିଥିଲେ । ଅଣ୍ଟା ତଳେ ଜାତୀୟ ପତାକା ଲଗାଇ ବହୁତ ଏରୋଟିକ ଅନ୍ଦାଜରେ ପୋଜ ଦେଉଥିଲେ । ଏହି ଭିଡିଓ ଖୁବ ଭାଇରାଲ ହୋଇଥିବା ଓ ସୋସିଆଲ ମିଡିଆରେ ଏହାକୁ ନେଇ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଯାହା ପରେ ମୁମ୍ବାଇରେ କିଛି ଲୋକ ଗେହନାଙ୍କ ସହ ମାରପିଟ କରିଥିଲେ । ଏହି ଭିଡିଓ ତାଙ୍କର କେହି ସାଙ୍ଗ ଅଫଲୋଡ କରିଛନ୍ତି ବୋଲି କହିଥିଲେ ଗେହନା ।

୨୦୧୯ରେ ଗେହନା ବଶିଷ୍ଠ ସୁଟିଙ୍ଗ ସମୟରେ ଅସୁସ୍ଥ ହୋଇ ପଡିଥିଲେ । ସେ ଏକତା କପୁରଙ୍କ ‘ଗନ୍ଦି ବାତ’ ରେ କମ କରିଥିଲେ । ଷ୍ଟାର ପ୍ଲସ ଧାରାବାହିକ ‘ବେହନେ’ ରେ ମଧ୍ୟ କାମ କରିଥିଲେ ଓ ଏବେ ପର୍ଯ୍ୟନ୍ତ ସେ ୭୦-୮- ବିଜ୍ଞାପନରେ କାମ କରି ସାରିଛନ୍ତି । ଏହା ବ୍ଯତୀତ ସେ ୩୦ ରୁ ଅଧିକ ସାଉଥ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିବା ସହ ବଡ ପରଦାରେ କ୍ରିକେଟ ୱାର୍ଲ୍ଡକପ୍ ୨୦୧୫ ରେ ଯୋଗରାଜ ସିଂ ଓ ଅତୁଲ ବାସନଙ୍କ ଏକ ଶୋ ମଧ୍ୟ ହୋଷ୍ଟ କରିଥିଲେ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ