ଗଙ୍ଗା ପରି ପବିତ୍ର ହେଇଥାନ୍ତି ଏହି 5 ଟି ନାମର ଝିଅ

ଏହି ଦୁନିଆରେ କୌଣସି ଝିଅକୁ ବୁଝିବା ଅସମ୍ଭବ କାରଣ ଗୋଟେ ଝିଅ ମୁଣ୍ଡରେ କେତେବେଳେ କଣ ଚାଲୁଛି ତାହା କେହିମଧ୍ୟ କହିପାରିବେ ନାହିଁ । ସେଥିପାଇଁ ଝିଅମାନଙ୍କୁ ବୁଝିବା କଷ୍ଟ ବୋଲି କୁହାଯାଇଥାଏ । ଯେତେବେଳେ ଭଗବାନ ନିଜେ ମହିଳା କୁ ଚିହ୍ନି ପାରିନଥିଲେ ତେବେ ମଣିଷ କଣ ଚିହ୍ନିବ । ଝିଅମାନଙ୍କ ଚିନ୍ତା ଅଲଗା ହୋଇଥାଏ ତେଣୁ ସେ କେତେବେଳେ କେମିତି ରିଆକ୍ଟ କରିବେ ତାହା କେହି ମଧ୍ୟ ଜାଣିପାରନ୍ତି ନାହିଁ ।

ବହୁତ ଝିଅ ଏମିତି ବି ଅଛନ୍ତି ଯିଏ ବହୁତ ଶାନ୍ତ ହୋଇଥାନ୍ତି, କିଛି ଏମିତି ଝିଅ ଅଛନ୍ତି ଯିଏ ବହୁତ ଚାଲାକ ହୋଇଥାନ୍ତି । ଆଜି ଆମେ ଏମିତି ଝିଅମାନଙ୍କ ବିଷୟରେ କହିବୁ ଯିଏ ବହୁତ ପବିତ୍ର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି ।

B ନାମର ଝିଅ


ଯେଉଁ ଝିଅ ମାନଙ୍କ ନାମ ବି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସରଳ ହୋଇଥାନ୍ତି । ଏହିମନେ ନିଜ ଜୀବନ ସାଥିପାଇଁ ବହୁତ ବଫାଦାର ହୋଇଥାନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀର ସାଥ ଛାଡନ୍ତୁ ନାହିଁ । ଏମାନଙ୍କ ବ୍ୟବହାର ଅତ୍ୟନ୍ତ ନରମ ହୋଇଥାଏ ।

N ନାମର ଝିଅ


ଯେଉଁ ଝିଅ ମାନଙ୍କ ନାମ ଏନ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏହି ଝିଅମାନେ ନିଜ ପରିବାର ଏବଂ ଜୀବନସାଥୀର ବହୁତ ଧ୍ୟାନ ରଖିଥାନ୍ତି ଏବଂ ଏହିମାନେ କେବେ ମଧ୍ୟ କୌଣସି ଏମିତି କାମ କରନ୍ତି ନାହିଁ ଯାହା ଦ୍ଵାରା ପରିବାର ଉପରେ କୌଣସି ସମସ୍ୟା ହେବ । ଏହି ଝିଅମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ।

P ନାମର ଝିଅ


ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କକୁ ସବୁବେଳେ ଯୋଡିକି ରଖିଥାନ୍ତି । ଏହି ନାମର ଝିଅମାନେ ସବୁ ବ୍ୟକ୍ତି ମାନଙ୍କ ଭାବନାର ଧ୍ୟାନ ରଖିଥାନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏହୀମାନେ ସମସ୍ତଙ୍କ ସହିତ ବହୁତ ଭଲପାଇବା ସହିତ କଥା ହୋଇଥାନ୍ତି ।

D ନାମର ଝିଅ


ଏହି ଅକ୍ଷରର ଝିଅ ମାନେ ବହୁତ ଲାଜକୁଳୀ ହୋଇଥାନ୍ତି । ନିଜ ପରିବାରର ମାନ ମର୍ଯ୍ୟାଦା ର ଧ୍ୟାନ ରଖିଥାନ୍ତି । ଏହି ଝିଅ ମାନେ ସମସ୍ତଙ୍କୁ ବହୁତ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି । ଏହି ଝିଅମାନେ ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କୁ ଖୁସି କରିଥାନ୍ତି ।

Y ନାମର ଝିଅ


ବହୁତ କମ ଝିଅ ହୋଇଥାନ୍ତି ଯାହାଙ୍କ ନାମ ୱାଇ ଅକ୍ଷରରୁ ଆରମ୍ଭ ହୋଇଥାଏ କିନ୍ତୁ ଏହି ନାମର ଝିଅ ମାନେ ବହୁତ ଶୁଭ ହୋଇଥାନ୍ତି । ଏହି ଝିଅ ମାନେ କେବେ କାହାର ଅମଙ୍ଗଳ ଚିନ୍ତା କରିନଥାନ୍ତି । ଏହି ଝିଅ ମାନେ ନିଜ ପାଟନର କୁ ସବୁବେଳେ ଖୁସିରେ ରଖିଥାନ୍ତି । ଏହି ଝିଅମାନେ ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କ ମାନ କିନିଥାନ୍ତି ।

ଏହା ଥିଲା ସେହି ୫ ଟି ଅକ୍ଷରର ଝୁମାନଙ୍କ ପବିତ୍ରତା, ଆପଣଙ୍କ ନାମ ର ପ୍ରଥମ ଅକ୍ଷର ଆମ କମ୍ମେନ୍ଟ ବକ୍ସ ରେ ଲେଖନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।