ତରତର ହୋଇ ଐଶ୍ୱର୍ୟା ପହଞ୍ଚିଲେ ଆରାଧ୍ୟା ସ୍କୁଲରେ, ଝିଅକୁ ଗାଡିରେ ବସାଇଲେ ଓ ବାହାରି ଗଲେ ତୁରନ୍ତ !

କହିବାକୁ ଗଲେ ବିଶ୍ଵ ସୁନ୍ଦରୀ ଐଶ୍ୱର୍ୟା ରାୟ ବର୍ତ୍ତମାନ ଫିଲ୍ମି ଦୁନିଆରୁ ଦୂରେଇ ଅଛନ୍ତି ଓ ବର୍ତ୍ତମାନ ତାଙ୍କର କୌଣସି ଫିଲ୍ମ ବି ରିଲିଜ ହେବାର ନାହିଁ । କିନ୍ତୁ କହିବାକୁ ଗଲେ ତାଙ୍କର ଫିଲ୍ମି କ୍ୟାରିୟର ବହୁତ ସଫଳ ରହିଛି । କିନ୍ତୁ କିଛି ଦିନ ପୂର୍ବେ ତଳେ ତାଙ୍କର ଏକ ଖବର ଆସି ଥିଲା, ଯେତେବେଳେ ଐଶ୍ୱର୍ୟା ତରତର ହୋଇ ପହଞ୍ଚିଲେ ଆରାଧ୍ୟା ସ୍କୁଲରେ ! କଣ କାରଣ ଥିଲା ?

ତରତର ହୋଇ ଐଶ୍ୱର୍ୟା କାହିଁକି ପହଞ୍ଚିଲେ ଆରାଧ୍ୟାର ସ୍କୁଲ ?

କହିବାକୁ ଗଲେ ବର୍ତ୍ତମାନ ସମୟରେ ଐଶ୍ୱର୍ୟା ନିଜ କ୍ୟାରିୟର ଠାରୁ ଅଧିକ ନିଜ ଝିଅ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏହା ଛଡା ସେ କେତେ ଥର ଅଭିନେତ୍ରୀ ମାନଙ୍କର ପରିବାର ସହିତ ଇଭେଣ୍ଟ୍ସ, ଉତ୍ସବ କିମ୍ବା ଆରାଧ୍ୟାର ସ୍କୁଲ ଫଙ୍କସନରେ ବି ଦେଖା ଯାଆନ୍ତି । କହିବାକୁ ଗଲେ ମା ଓ ଝିଅର ଫଟୋ ସବୁବେଳେ ସୋସିଆଲ ମିଡିଆରେ ଛାଇ ରହିଥାଏ । କିନ୍ତୁ ଏଥର ତାଙ୍କୁ ଆରାଧ୍ୟାଙ୍କ ସ୍କୁଲରେ ଜଲ୍ଦି ପହଞ୍ଚିବାର ଦେଖାଗଲା ।

ଏହା ପରେ ଐଶ୍ୱର୍ୟା ଓ ଆରାଧ୍ୟାକୁ ସ୍କୁଲ ବାହାରେ ସ୍ପଟ କରାଗଲା, ଏହା ଅପରେ କହିବାକୁ ଗଲେ ଝିଅ ସହିତ ମା ମୁମ୍ବାଇର ବାନ୍ଦ୍ରାରେ ଏକ ହୋଟେଲରେ ଲଞ୍ଚ କରୁଥିବାର ଦେଖା ଗଲେ ।

ଝିଅ ସହିତ ଲଞ୍ଚ କରିବା ପାଇଁ ପହଞ୍ଚିଥିବା ଐଶ୍ୱର୍ୟା ମିଡିଆର କ୍ୟାମେରାରେ ବି ଆସିଗଲେ । ଏହି ସମୟରେ ଐଶ୍ୱର୍ୟା ବ୍ଲୂ ଜୀନ୍ସ ଓ ଧଳା ଟପ ପିନ୍ଧି ଥିଲେ ଓ ଗୋଡରେ ସ୍ପୋର୍ଟ୍ସ ଜୋତା ପିନ୍ଧି ଥିଲେ । ଅନ୍ୟ ପଟେ ଆରାଧ୍ୟା ସ୍କୁଲ ଡ୍ରେସରେ ଥିଲେ । କହିଦେଉଛୁ ଯେ ଆରାଧ୍ୟା ଧୀରୂଭାଈ ଅମ୍ବାନୀ ଇଂଟରନ୍ୟାସନାଲ ସ୍କୁଲରେ ପଢୁଛି । ଏଠି ବହୁତ ସେଲିବ୍ରିଟୀଙ୍କର ପିଲାମାନେ ବି ପଢନ୍ତି । ଯଦି ଐଶ୍ୱର୍ୟାଙ୍କର ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ମଣିରତ୍ନମ ଫିଲ୍ମରେ ନଜର ଆସି ପାରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।