ହିନ୍ଦୁ ଧର୍ମ ଶ।ସ୍ତ୍ର ଆନୁସରେ ସକାଳୁ ଉଠିକି ଶ୍ରୀ ଗଣେଶ ଙ୍କର ୨୧ ନାମ ଜପ କଲେ ପୁରଣ ହବ ଆପଣ ଙ୍କର ସବୁ ମନ କାମନା । ସର୍ବ ପ୍ରଥମେ ଗଣେଶ ଙ୍କୁ ଆବାହନ କରିବା ଓ ଶ୍ରୀ ଗଣେଶ ଙ୍କୁ ଆନସାନ ଆରପିତ କରିବା । ପ।ଦ କୁ ଧୋଇବିବା ଓ ଆଚମନ ଆରପିତ କରିବା ପରେ ଧୂପ ଓ ଦୀପ ଲଗେଇକି ଭଗବାନ ଗଣେଶ ଙ୍କୁ ପୂଜା କରି ଭୋଗ ଆରପିତ କରିବା । ତ। ପରେ ନମସ୍କାର କରିକୀ ଭଗବାନ ଗଣେଶ ଙ୍କର ଦ୍ଵାଦଶ ଶ୍ଳୋକ ପାଠ କରିବ। ଏହାଦ୍ଵାରା ଭଗବାନ ଗଣେଶ ଙ୍କର କୃପା ଆପଣ ଙ୍କ ଉପରେ ରହିବା ।
ଗଣେଶ ଙ୍କର ୨୧ ଟି ନାମ କୁ ପ୍ରତିଦୀନ ସକାଳେ ଗାୟନ କରିବା ଦ୍ଵାରା ନିଜର ମନ କାମନା ପୂରଣ ହେଇଥାଏ । ପୂଜା କରିବା ସମୟରେ ଶ୍ରଦ୍ଧା ଓ ବିଶ୍ଵାସ ର ସହ ଭଗବାନ ଙ୍କୁ ପୂଜା କରିବା ଦରକାର ।
ଭଗବାନ ଗଣେଶ ଙ୍କ ପୂଜା ରେ ଦ୍ଵାଦଶ ମନ୍ତ୍ର କୁ ବହୁତ ପ୍ରଭାବ ସ।ଳି ବୋଲି ମନେ କରା ଯାଇଛି । ଗଣେଶ ଙ୍କର ଦ୍ଵାଦଶ ମନ୍ତ୍ର ପାଠ କରାଗଲେ ମଣିଷର ସବୁ କଷ୍ଟର ର ନିବାରଣ ହୋଇଥାଏ । ଏହି ନାମକୁ ଜପ କଲେ ୬ ସ୍ଥାନରେ ଭଲ ହୋଇଥାଏ ଯେମିତିକି ଶିକ୍ଷା ଅନୁଷ୍ଠାନ, ବିବାହ ମଣ୍ଡପ, ପ୍ରବେଶ ସ୍ଥାନ, ନିର୍ଗମ, ସଂଗ୍ରାମ, ସଙ୍କଟରେ ସବୁ ସ୍ଥାନରେ କଷ୍ଟର ନିବାରଣ ହୋଇଥାଏ ।
ଗଣେଶ ହେଉଛନ୍ତି ମହାଜ୍ଞାନୀ ଓ ପ୍ରଚଣ୍ଡ ବୁଦ୍ଧିମାନ । ସମସ୍ତେ ଭବନ ଗଣେଶଙ୍କଠୁ ଜ୍ଞାନର ପ୍ରାପ୍ତି ପାଇଁ ପ୍ରତି ବର୍ଷ ଗଣେଶ ପୂଜା କରିଥାନ୍ତି । ପ୍ରତେକ ଛାତ୍ର, ଛାତ୍ରୀ ଏହାକୁ ନିଷ୍ଠାର ସହ ପାଳନ କରିକି ଗଣେଶଙ୍କୁ ଆରାଧନା କରିଥାନ୍ତି । ଗଣେଶ ଙ୍କର ଶକ୍ତି ଅପ।ର , ଅନନ୍ତ ସମସ୍ତ ଙ୍କର କଷ୍ଟର ନିବାରଣ କରିଥାନ୍ତି । ସେଥି ପାଇଁ ତାଙ୍କୁ ବିଘ୍ନହର୍ତ୍ତା ବୋଲି କହିଥାନ୍ତି ।
ପ୍ରତେକ ଶୁଭ କାଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶ ଙ୍କର ୨୧ ଟି ନାମ ଙ୍କୁ ଜପ କରିକି ପୂଜା କରା ଯାଇଥାଏ । ଏହା ଦ୍ଵାରା ସବୁ କାଯ୍ୟ ସଫଳ ହୋଇଥାଏ । ଏବଂ ଗଣେଶ ଙ୍କର ଆଶ୍ରିବାଦ ସବୁବେଳେ ସମସ୍ତଙ୍କ ଉପରେ ରହିଥାଏ ।
ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।