ଗଣେଶ ପୂଜାର ଶୁଭ ସମୟ ମଧ୍ୟରେ ଚୁପଚାପ ଏହି ପତ୍ରକୁ ନିଜ ଆଲମାରିରେ ରଖି ଦିଅନ୍ତୁ, ପୁଣି ଦେଖନ୍ତୁ ଚମତ୍କାର

ଆଜିକାଲି ସମସ୍ତେ ଧନବାନ ହେବାକୁ ଚାହାନ୍ତି । ଏମିତିରେ ଧନ ସମ୍ପତ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କୁ ପୂଜା କରିବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ । ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କ ମହତ୍ୱ ବହୁତ ଅଧିକ ଅଟେ । ଗଣେଶ ଭଗବାନଙ୍କୁ ବିଘ୍ନ ନାଶକ ତଥା ଅପାର ଧନ ପ୍ରାପ୍ତି ବୋଲି ବି କୁହାଯାଏ । ଗଣେଶ ଭଗବାନଙ୍କୁ ପୂଜା କରିବା ପାଇଁ ବିଶେଷ ରୂପରେ ଦୁବ, ଲଡୁ, ଫୁଲ, ମୋଦକ ଇତ୍ୟାଦି ଚଢାଯାଇଥାଏ ।

ଏହା ସହିତ ଭଗବାନ ଗଣେଶଙ୍କ କେବଳ ଗୋଟିଏ ପତ୍ର ଅର୍ପଣ କରିବା ଦ୍ୱାରା ସେ ସନ୍ତୁଷ୍ଟ ହୋଇ ଯାଇଥାନ୍ତି । ଏମିତିରେ ଆଜି ଆମେ ଜାଣିବା ଭଗବାନ ଗଣେଶଙ୍କୁ ପୂଜାରେ ପତ୍ର ଅର୍ପଣ କରିବାର କଣ ମହତ୍ୱ ଅଛି ।

ଆଉ କେଉଁ ଗଛର ପତ୍ର ଚଢେଇବା ଦ୍ୱରା ଆପଣ ଧନବାନ ହୋଇ ପାରିବେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଅଗଷ୍ଟ ୨୨କୁ ଗଣେଶ ଚଥୁର୍ତି ପଡୁଛି । ସେହି ଦିନ ଭଗବାନ ଗଣେଶଙ୍କର ଜନ୍ମ ହୋଇଥିଲା । ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ ସମୀ ଗଛର ପତ୍ରକୁ ଚଢେଇବାକୁ ପଡିବ । ସମୀ ଗଛର ପତ୍ର ଭଗବାନ ଗଣେଶଙ୍କର ପ୍ରିୟ ପତ୍ର ଅଟେ । ସମୀ ଗଛର ପତ୍ର ଦ୍ଵାରା ଭଗବାନ ଗଣେଶଙ୍କୁ ଭୋଗ ଲାଗେଇବାକୁ ପଡିବ ।

ଶାସ୍ତ୍ରରେ କୁହାଯାଇଛି କି ସମୀ ଗଛର ପତ୍ର ଏକ ଏମିତି ପତ୍ର ଅଟେ ଯାହାକୁ ପୂଜାରେ ଅର୍ପଣ କରିବା ଦ୍ଵାରା ଭଗବାନ ଗଣେଶ ଓ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଭଗବାନ ଗଣେଶଙ୍କୁ ସମୀ ପତ୍ର ଦ୍ଵାରା ଭୋଗ ଲଗେଇବା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ଘରେ ବିଦ୍ୟାର ବର୍ଷା ହେବ । ଯଦି ଆପଣଙ୍କ ଘରେ ଆର୍ଥିକ ସ୍ଥିତି ଠିକ ନାହିଁ ତେବେ ଗଣେଶ ଚଥୁର୍ତି ଦିନ ଗଣେଶଙ୍କ ପାଖରେ ସଙ୍କଟ ନାଶକ ଗଣେଶ ସ୍ତୁତି ୧୧ଥର ପାଠ କରନ୍ତୁ ।

ଏହା ପରେ ଗୋଟିଏ ଥାଳିରେ ୭ଟି ମୁଗ, ୧୦ଗ୍ରାମ ଧନିଆ, ଗୋଟିଏ ପଞ୍ଚମୁଖୀ ରୁଦ୍ରକ୍ଷ୍ୟ, ଚାନ୍ଦିର ମୁଦ୍ରା ଓ ଅଳ୍ପ ହଳଦୀ ରଖି ଦିଅନ୍ତୁ । ଏହା ସହିତ ଗୋଟିଏ ସମୀ ପତ୍ର ରଖି ଦିଅନ୍ତୁ । ଏହା ପରେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଭଗବାନ ଗଣେଶଙ୍କ ଆଗରେ ଗୋଟେ ଦୀପ ଜଳେଇ ଏହି ମନ୍ତ୍ରକୁ ୭ ଥର ଜପ କରନ୍ତୁ । ମନ୍ତ୍ରଟି ହେଲା

ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭା ।

ନିର୍ଭିଘନ କୁରୁମେଦେଵ ସର୍ବ କାରୟେସୁ ସର୍ବଦା ॥

ଭଗବାନ ଗଣେଶଙ୍କୁ ଲଡୁ ଭୋଗ ଲଗେଇ ଥାଳିରେ ଥିବା ସବୁ ଜିନିଷକୁ ଗୋଟିଏ କପଡ଼ାରେ ବାନ୍ଧି ଆଲମାରି କିମ୍ବା ସିନ୍ଧୁକରେ ରଖି ଦିଅନ୍ତୁ ।ଏହିଭଳି କରିବା ଦ୍ୱାରା ଆପଣଙ୍କ ଘରେ ଧନ ଓ ବିଦ୍ୟାର ବର୍ଷା ହେବ । ଭଗବାନ ଗଣେଶଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ଗଣେଶ ଚଥୁର୍ତି ଦିନ ଅବଶ୍ୟ ଏହି ଉପାୟକୁ କରନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।