୧୨୬ ବର୍ଷ ପରେ ଆଜି ଗଣେଶ ଚତୁର୍ଥୀରେ ବନୁଛି ମହାସଂଯୋଗ, ପୂଜାରେ ନିଶ୍ଚିତ କରନ୍ତୁ ଏହି ଗୋଟେ କାମ, ସବୁ କାମରେ ହେବେ ସଫଳ

ସବୁ ଦେବତା ଙ୍କ ମଧ୍ୟରେ ପ୍ରଥମେ ଭଗବାନ୍ ଗଣେଶ ଙ୍କୁ ହିଁ ପୂଜା କରାଯାଇଥାଏ । ଏଥର ଗଣେଶ ପୂଜା ୨୨ ଅଗଷ୍ଟ ଶନିବାର ଦିନ ଆରମ୍ଭ ହେଉଛି । ସବୁ ବର୍ଷ ଗଣେଶ ଚତୁର୍ଥୀ ରେ ଲୋକ ଗଣେଶ ଙ୍କ ମୂର୍ତ୍ତି କୁ ଆଣି ନିଜ ଘରେ ୧୦ ଦିନ ପର୍ଯ୍ୟନ୍ତ ପୂଜା କରିଥାନ୍ତି ଏବଂ ୧୧ ଦିନ ଧୁମ୍ ଧାମ ର ସହିତ ବିସର୍ଜନ କରିଥାନ୍ତି ।

ଜୋତିଶ ଶାସ୍ତ୍ର ଅନୁସାରେ ୧୨୬ ବର୍ଷ ପରେ ଏଥର ଗଣେଶ ପୂଜା ଦିନ ମହାସୁଭ ଯୋଗ ରହିଛି ଯାହା ଦ୍ଵାରା ଏଥର ଗଣେଶ ପୂଜା ଅଧିକ ଶୁଭ ଏବଂ ଫଳ ଦାୟକ ହେବ । ଆଜି ଆମେ ଆପଣଙ୍କୁ ଗଣେଶ ପୂଜାର ବିଧି ବିଧାନ ଏବଂ ଉପାୟ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା

ଗଣେଶ ଚତୁର୍ଥୀ ଶୁଭ ମୂହୁର୍ତ୍ତ ୨୦୨୦

୨୦୨୦ ରେ ଗଣେଶ ପୂଜା ୨୨ ଅଗଷ୍ଟ ଶନିବାର ଠାରୁ ଆରମ୍ଭ ହେବ । ମଧ୍ୟନ ଗଣେଶ ପୂଜା ର ଶୁଭ ମୂହୁର୍ତ୍ତ ହେବ ପ୍ରାତଃ ୨୨:୦୬ ରୁ ୧:୪୨ ମିନିଟ୍ ପର୍ଯ୍ୟନ୍ତ । ଚତୁର୍ଥୀ ତିଥି ଆରମ୍ଭ ହେବ ୨୧ ଅଗଷ୍ଟ ରାତ୍ରି ୧୧:୦୨ ମିନିଟ୍ ପରେ । ଚତୁର୍ଥୀ ସ୍ଥିତି ସମାପ୍ତ ହେବା ୨୨ ଅଗଷ୍ଟ ସକାଳ ୭:୫୭ ମିନିଟ୍ ରେ । ଗଣେଶ ବିସର୍ଜନ ୧ ସେପ୍ଟେମ୍ୱର ରେ କରା ଯିବ ।

ଗଣେଶ ଚତୁର୍ଥୀ ଶୁଭ ଯୋଗ ୨୦୨୦

ଯୋତିଶ ଶାସ୍ତ୍ର ଗଣନା ଅନୁସାରେ ଚଳିତ ବର୍ଷ ଗଣେଶ ପୂଜା ଦିନ ସୂର୍ଯ୍ୟ ସିଂହ ରାଶିରେ ରହିବେ ଏବଂ ମଙ୍ଗଳ ମେଷ ରାଶିରେ । ଏହି ଦୁଇ ଜଣଙ୍କ ନିଜ ରାଶିରେ ରହିବ ଅତ୍ୟନ୍ତ ଶୁଭ ହେବ । ଗଣେଶ ପୂଜା ଦିନ ସୂର୍ଯ୍ୟ ଓ ମଙ୍ଗଳ ଙ୍କ ଏହି ଯୋଗ ୧୨୬ ବର୍ଷ ପରେ ହୋଇଛି ଏବଂ ଏଥର ଗଣେଶ ପୂଜା ଚିତ୍ରା ନଖେତ୍ର ରେ ହେବ ।

ଗଣେଶ ଚତୁର୍ଥୀ ସ୍ଥାପନ ଏବଂ ପୂଜା ବିଧି

 

 

ଗଣେଶ ଚତୁର୍ଥୀ ଦିନ ସକାଳୁ ସ୍ନାନ ପରେ ଗଣେଶ ଙ୍କ ପାଇଁ ବ୍ରତ ରଖନ୍ତୁ । ଶାସ୍ତ୍ର ଅନୁସାରେ ଗଣେଶ ଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା ସେଥିପାଇଁ ଗଣେଶ ଙ୍କ ପୂଜା ମଧ୍ୟାହ୍ନ ସମୟରେ କରନ୍ତୁ । ଗଣେଶ ଙ୍କ ମୂର୍ତ୍ତି ବା ଫଟୋ କୁ ଗୋଟେ ଲାଲ୍ କପଡା ଉପରେ ରଖନ୍ତୁ । ପୂଜା କରୁଥିବା ଜାଗାରେ ଗଙ୍ଗାଜଳ ପକାଇବାପରେ ଭଗବାନ୍ ଗଣେଶ ଙ୍କୁ ଆୱାନ କରନ୍ତୁ ଏବଂ ମନ୍ତ୍ର ଉଚ୍ଚାରଣ କରନ୍ତୁ ।

ବିଧି ବିଧାନ ସହିତ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ତାଙ୍କୁ ସିନ୍ଦୂର ଆଊ ତାଙ୍କ ପ୍ରିୟ ଲଡୁ ଆଊ ୨୧ ଟି ଦୁବ ଅର୍ପଣ କରନ୍ତୁ । ଦୁବ ଅର୍ପଣ ସମୟରେ ” ଓମ ଗଣଧିଶାୟ ନମ୍ଃ ” ମନ୍ତ୍ର ଜପ କରନ୍ତୁ । ପୂଜା ପରେ ପ୍ରସାଦ ସମସ୍ତଙ୍କ ଭିତରେ ବାଣ୍ଟନ୍ତୁ । ଏହି ପରି ୧୦ ଦିନ ପର୍ଯ୍ୟନ୍ତ ଭଗବାନ୍ ଗଣେଶ ଙ୍କୁ ପୂଜା କରି ୧୧ ଦିନ ମାନେ ୧ ସେପ୍ଟେମ୍ବର ମଙ୍ଗଳବାର ଦିନ ଗଣେଶ ଭଗବାନ୍ ଙ୍କୁ ବିସର୍ଜନ କରନ୍ତୁ । ଏବଂ ତାଙ୍କୁ ସୁଖ ଶାନ୍ତି ପାଇଁ ପାର୍ଥନା କରନ୍ତୁ ।

ଆଜି ନିଶ୍ଚିନ୍ତ କରନ୍ତୁ ଏହି ଗୋଟେ କାମ

ଭଗବାନ୍ ଗଣେଶ ସବୁ ଦେଵତା ଙ୍କ ମଧ୍ୟରେ ପ୍ରଥମ ପୂଜ୍ୟ ଏବଂ ରିଧି ସିଦ୍ଧି ଙ୍କ ଦାତା ବୋଲି କୁହାଯାଏ । ଭଗବାନ୍ ଶିବ ଓ ମାତା ପାର୍ବତୀ ଙ୍କ ପୁତ୍ର ଗଣେଶ ଙ୍କ ପୂଜାରେ ଯଦି କିଛି ଜିନିଷର ଧ୍ୟାନ ରଖାଯିବ ତେବେ ଭଗବାନ ଗଣେଶ ବହୁତ୍ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଏବଂ ଆପଣଙ୍କ ସବୁ ମନସ୍କାମନା ପୂରଣ କରିଥାନ୍ତି । ଭଗବାନ ଗଣେଶ ଙ୍କ ଆଶୀର୍ବାଦ ପାଇବା ପାଇଁ ତାଙ୍କ ପୂଜାରେ ଅକ୍ଷୟ, ଦୁବ, ସିନ୍ଦୂର, ଗେଣ୍ଡୁ ଫୁଲ, ଲଡୁ ଏବଂ କଦଳୀ ନିଶ୍ଚିତ ଭାବରେ ପୂଜା କରନ୍ତୁ । ଏହା ଦ୍ଵାରା ଭଗବାନ ଗଣେଶ ବହୁତ୍ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଏବଂ ଭକ୍ତ ଙ୍କ ସବୁ ଦୁଃଖ କଷ୍ଟ ଦୁର କରିଥାନ୍ତି ।

ଆପଣଙ୍କ ସବୁ ମନସ୍କାମନା ପୂରଣ ହେଉ ସେଥିପାଇଁ ଭଲ ମନରେ କମ୍ନେଣ୍ଟ ରେ ଲେଖନ୍ତୁ “Ganapati Bappa Morya” ଏବଂ ଆମ ପେଜ କୁ ଲାଇକ କରନ୍ତୁ ।