ଭଗବାନ କୃଷ୍ଣ କୁହନ୍ତି ପ୍ରତିଦିନ ଗାଈ ର ଏହି ଅଙ୍ଗକୁ ଛୁଇଁବା ମାତ୍ରେ ଦୂର ହୋଇଯାଏ ଦରିଦ୍ରତା, ରୋଡପତି ବି ହେଇଯାଏ କୋଟିପତି- Vastu Tips

ଭଗବାନ କୃଷ୍ଣ କୁହନ୍ତି ସଂସାରର ମା ହୋଇଥାଏ । ଗାଈ ଏକ ଦିବ୍ୟ ପ୍ରାଣୀ ହୋଇଥାଏ । ଯେଉଁ ଘରେ ଗାଈ ରହିଥାଏ ସେହି ଘରେ ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ । ଧର୍ମ ଗ୍ରନ୍ଥ ଅନୁସାରେ ଗାଈ ଶରୀରେ  ସବୁ ଦେବ ଦେବୀଙ୍କର ବାସ ରହିଥାଏ । ଅର୍ଥାତ ଗଇକୁ ପୂଜା କରିବା ଦ୍ଵାରା ସବୁ ଦେବା ଦେବୀଙ୍କର ଆଶୀର୍ବାଦ ମିଳିଥାଏ । ଗାଈ ଉପରେ ସବୁ ଗ୍ରହ ନକ୍ଷତ୍ରଙ୍କର ପ୍ରଭାବ ରହିଥାଏ । ଗାଇର ମେରୁଦଣ୍ଡରେ ସୂର୍ଯ୍ୟ କେତୁ ନାଡି ରହିଥାଏ ଯାହାକି ସୂର୍ଯ୍ୟ କିରଣ ଦ୍ଵାରା ରକ୍ତରେ ସଂରସାର ହୋଇଥାଏ ।

ଏହି ସ୍ଵରଙ୍ଗସାର ଗାଇର କ୍ଷୀରରେ ରହିଥାଏ  ଏଥିପାଇଁ କ୍ଷୀର ମନୁଷ୍ୟ ପାଇଁ ଅମୃତ ହୋଇଥାଏ । ଏହି ସଂସାରରେ ପାଇଁ ଗାଈର କ୍ଷୀର ହାଲୁକା ହଳଦିଆ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଗାଈକୁ  ପୂଜା କରିବା ଦ୍ଵାରା ଆମକୁ କଣ ଲାଭ ମିଳିଥାଏ ।

ଘର ବାସ୍ତୁ ଦୋଷ ଦୂର କରିବା ପାଇଁ କଣ କରିବାକୁ ହୋଇଥାଏ ଓ ଗାଇର କେଉଁ ଅଙ୍ଗକୁ ଛୁଇଁବା ଶାସ୍ତ୍ର ଅନୁସାରେ ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଗାଇ ଶରୀରରେ ୩୫ କୋଟି ଦେବା ଦେବୀ ବାସ କରନ୍ତି । ଯେଉଁ ବ୍ୟକ୍ତି ମା ସମାନ ଗାଇକୁ ସେବା ଓ ମ୍ପୁଜା କରିଥାଏ ତା ସବୁ ସଙ୍କଟ ଦୂର ହୋଇଥାଏ ।

ଗୋମାତା କାମାଧେନୁ ହୋଇଥାଏ । କୁହାଯାଏକି ସୂର୍ଯ୍ୟାସ୍ତ ପରେ ଗାଈ ଘରକୁ ଫେଇବା ବେଳେ ତ କୁରରୁ ଯେଉଁ ଧୁଳି ବାହାରିଥାଏ ସେଥିରେ ମନୁଷ୍ୟର ସବୁ ପାପ ନାସ ହୋଇଥାଏ । ଯଦି ବ୍ୟକ୍ତି କ୍ରୋଧୀ ହୋଇଥାଏ , ଗୁଙ୍ଗା ହୋଇଥାଏ, ପାଠ ପଢାରେ ଅସମର୍ଥ ହୋଇଥାଏ ତେବେ ଗାଇକୁ ଘାସ କିମ୍ବା ଚାରା ଖୋଇବା ଦ୍ଵାରା ସବୁ ସମସ୍ୟା ହୋଇଥାଏ ।

ଶାସ୍ତ୍ର ଅନୁସାରେ ମଙ୍ଗଳ ଦୋଷ ଦୂର କରିବା ପାଇଁ କୌଣସି ଗରିବ ବ୍ୟକ୍ତି କିମ୍ବା ବ୍ରାମ୍ହଣକୁ ଗାଈ ଦାନ କରିବା ଦ୍ଵାରା ଶୁଭ ହୋଇଥାଏ । ନବ ଗ୍ରହ ଓ ଶନି ଦୋଷ ଦୂର କରିବା ପାଇଁ କଳା ଗାଈ ଦାନ କରିବା ଉଚିତ । ବହୁତ ଚେଷ୍ଟା କରି କୌଣସି କାର୍ଯ୍ୟରେ ସଫଳତା ନମିଳିଲେ କଳା ରଙ୍ଗର ଗାଈ ଦାନ କରିବା ଦ୍ଵାରା ଏଥିରୁ ମୁକ୍ତି ମିଳିଥାଏ । ଗାଇକୁ ନିତ୍ୟ ପୁଜା କରିବା ଦ୍ଵାରା ବ୍ୟକ୍ତିର ଆର୍ଥିକ ସ୍ଥିତି ଠିକ ରହିଥାଏ ।

ଗଇକୁ ପାଣି ପିଆଇବା ଦ୍ଵାରା ବ୍ୟକ୍ତିକୁ ସବୁ ରୋଗର ମୁକ୍ତି ମିଳିଥାଏ । ଅମାବାସ୍ୟାରେ ଗାଇକୁ ରୁଟି ଓ ଚାରା ଖାଇବାକୁ ଦେବା ଦ୍ଵାରା ପିତୃ ଦୋଷ ଦୂର ହୋଇଥାଏ । ସନ୍ତାନଙ୍କ ଦ୍ଵାରା ଗାଇକୁ ଖାଇବାକୁ ଦେବା ଦ୍ବାରା ସନ୍ତାନ  ଶାନ୍ତ ହୋଇଥାଏ । ଗାଈ ପିଠିର କୁବୁଜକୁ ସକାଳୁ ଆଉଁଷିବା ଦ୍ଵାରା ମନୁଷ୍ୟର ମନସ୍କାମନା ପୂରଣ ହୋଇଥାଏ । ଗାଈର ପ୍ରଥମ ରୁଟି ଗାଇକୁ ଖାଇବାକୁ ଦେଲେ ପରିବାରରେ ଶାନ୍ତି ରହିଥାଏ ।

ଗୋମାତାର ପଞ୍ଚକବ୍ୟ ସେବନ କରିବା ଦ୍ଵାରା ରୋଗରୁ ମୁକ୍ତି ମିଳିଥାଏ । ଗୋବର ଦ୍ଵାରା ଦୋକାନ ଓ ଘରେ  ଧୂପ ଦେବା ଦ୍ଵାରା ସବୁ ଶୁଭ ହୋଇଥାଏ । ଘରକୁ ସବୁ ଦିନ ଗୋମାତା ଆସିଲେ ବହୁତ ଶୁଭ ହୋଇଥାଏ । ବ୍ୟକ୍ତିର ଭାଗ୍ୟ ଖରାପ ଥିଲେ ହାତରେ ଗୁଡ ରଖି ଗୋମାତାକୁ ଖୁଆଇଲେ ଭାଗ୍ୟ ଖୋଲି ଯାଇଥାଏ । ଗୋମାତା ର ଗୋବରରେ ଲକ୍ଷ୍ମୀ ବାସ କରିଥାନ୍ତି । ମୂତ୍ରରେ ଗଙ୍ଗା ବାସ କରନ୍ତି  ଓ କ୍ଷୀରରେ ସ୍ଵର୍ଣ ତତ୍ଵ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।