ଗାଧୋଇବା ଓ ଖାଇବା ପୂର୍ବରୁ ପରିସ୍ରା କଲେ କେଉଁ ଲାଭ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ସଂସାରରେ ପ୍ରତ୍ଯେକ ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଜରୁରୀ ହୋଇଥାଏ । ତେବେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆସନ୍ତୁ ଜଣାଇବା ଶାସତର ଲିଖିତ କିଛି ଖାସ ନିୟମ । ବିଦ୍ୟାର୍ଥୀମାନେ ପରୀକ୍ଷା ଦେବା ପୂର୍ବରୁ କଦଳୀ ଖାଇବା ଭଲ ହୋଇଥାଏ । ଏହାଦ୍ବାରା ମସ୍ତିଷ୍କ ତେଜ ହୋଇଥାଏ ଏବଂ ଶାରୀରିକ ଶକ୍ତି ସାମର୍ଥ୍ୟ ପ୍ରାପ୍ତି ହୋଇଥାଏ । ପିଆଜକୁ କାଟି ଘରେ ଲାଗିଥିବା ଲାଇଟ ପାଖରେ ରଖିବା ଦ୍ଵାରା ଘରେ ମଶା କିମ୍ବା ଝିଟିପିଟି ପ୍ରବେଶ କରି ନଥାନ୍ତି ।

ଉଷୁମ ପାଣି ଅପେକ୍ଷା ଥଣ୍ଡା ପାଣିରେ ଗାଧୋଇବା ମୁଣ୍ଡ କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଯଦି କୌଣସି ଲୋକଙ୍କ ବାମ ଆଖିରୁ ପ୍ରଥମେ ଲୁହ ବାହାରେ ତେବେ ସେ ଦୁଃଖରେ ଅଛନ୍ତି ବୋଲି ନିଶ୍ଚିତ ସଂକେତ ମିଳିଥାଏ । ଯଦି ଆମ ଶରୀରରେ ଥିବା ଖାଦ୍ଯ ହଜମ କରୁଥିବା ଏସିଡ କାହା ଉପରେ ପକାଇ ଦିଆଯାଏ, ତେବେ ଏହା ଚର୍ମ ଉପରେ ଗଭଟି କ୍ଷତ ସୃଷ୍ଟି କରିପାରେ । ଯଦି ଦୁନିଆର ପ୍ରତ୍ଯେକ ଲୋକ ପ୍ରତ୍ଯେକ ଦିନ ଠିକ ଭାବେ ହାତ ସଫା ରଖିବେ ତେବେ ପ୍ରତିବର୍ଷ ଦୁନିଆରେ 10 ଲକ୍ଷ ଜୀବନ ବଞ୍ଚିଯିବ ।

ପନିପରିବା ଯଦି ଶୁଖି ଯାଇଥାଏ ତେବେ ଥଣ୍ଡା ପାଣିରେ ଲେମ୍ବୁ ରସ ପକାଇ ପରିବାକୁ ପକାଇ ଦେଲେ ତାହା ତାଜା ହୋଇଯାଏ । ବିନା ତକିଆରେ ଶୋଇବା ଦ୍ଵାରା ଅଣ୍ଟା ଦରଜ ଭଲ ହୋଇଥାଏ ଏବଂ ମେରୁଦଣ୍ଡ ମଜବୁତ ହୋଇଥାଏ । ପିଲାଙ୍କ ପଢିବା ଘର ନୀଳ ରଙ୍ଗର କରିବା ଦ୍ଵାରା ପଢିବା ବେଳେ ପିଲାଙ୍କ ମନ ଲାଗିଥାଏ ।

ପିଲାଙ୍କ ଉଚ୍ଚତା ନିଜ ପିତାଙ୍କ ସହ ମେଲ ଖାଇଥାଏ ଏବଂ ଓଜନ ନିଜ ମାତାଙ୍କ ଅନୁରୂପ ହୋଇଥାଏ । ବର୍ଷା ଦିନରେ ଯଦି ଲୁଣ ଡବାରେ ରଖୁଥିବା ଲୁଣ ପାଣି ହେଉଥାଏ, ତେବେ ଲୁଣ ଡବାରେ କିଛି ଚାଉଳ ରଖିବା ଦ୍ଵାରା ତାହା ଠିକ ହୋଇଯାଏ । କ୍ଷୀରକୁ ଯଦି ଦହି କରୁଛନ୍ତି ତେବେ କ୍ଷୀରରେ କିଛି କଞ୍ଚାଲଙ୍କା କାଟି ପକାଇବା ଦ୍ଵାରା ଦହି ଭଲ ହୋଇଥାଏ । ଯଦି ଫ୍ରିଜରେ କୌଣସି ଜିନିଷ ରଖିଲେ ଦୁର୍ଗନ୍ଧ ହେଉଥାଏ ତେବେ ଫାଳେ ଲେମ୍ବୁ କାଟି ଫ୍ରିଜରେ ରଖିବା ଦ୍ଵାରା ତାହା ଦୂର ହୋଇଥାଏ ।

ବ୍ୟାୟାମ କରିବା ପୂର୍ବରୁ ଗୋଟିଏ କମଳା ଲେମ୍ବୁ ଖାଇବା ଦ୍ଵାରା ଅଧିକ ଝାଳ ବାହାରି ନଥାଏ ଏବଂ ଦେହ ଦରଜ କମ୍ ହୋଇଥାଏ । କେଶ ଧୁଆ ସରିବା ପରେ ଚାଉଳ ଧୁଆ ପାଣି କଣ୍ଡିସନର ଭାବେ ବ୍ୟବହାର କରିବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଥାଏ ଏବଂ କେଶରେ ଚମକ ଆସିଥାଏ ।

ଯଦି ରାତି 1ଟାରୁ 2ଟା ମଧ୍ୟରେ ନିଦ ଭାଙ୍ଗେ ତେବେ ଏହା ଅଶୁଭ ଶକ୍ତି କିମ୍ବା ଖରାପ ଲିଭରର କମ ହୋଇପାରେ । ତେଣୁ ଶୋଇବା ପୂର୍ବରୁ ଥଣ୍ଡା ପାଣି ପିଇବା ଉଚିତ । ଏକ ସର୍ଭେରୁ ଜଣାପଡିଛି ଯେ, ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ସମୟ ଶୋଇବା ଆବଶ୍ୟକ ହୋଇଥାଏ ।

ଶୋଇବା ପୂର୍ବରୁ ଗାଧୋଇବା ଉଚିତ ନୁହେଁ, କାରଣ ଶରୀରର ତାପମାତ୍ରା ଠିକ ରହିବା ଦ୍ଵାରା ରାତିରେ ଭଲ ନିଦ ହୋଇଥାଏ । ଖାଦ୍ଯ ଖାଇବା ପରେ ଏବଂ ଗାଧୋଇବା ପୂର୍ବରୁ ପରିସ୍ରା କଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।