ଗାଁ ଛାଡୁଛନ୍ତି ଭାରତୀୟ…ଭାରତ ଓ ପାକିସ୍ତାନ ଓ ଚୀନ ମଧ୍ୟରେ ଯୁଦ୍ଧ ହେବକି ? ଜନବସତିକୁ ଏବେ ଟାର୍ଗେଟ କରୁଛି ପାକ୍ ସେନା !

ଭାରତ ପାକିସ୍ତାନ ଚୀନ ମଧ୍ୟରେ ଯୁଦ୍ଧ ହେବକି ? ଜନବସତିକୁ ଟାର୍ଗେଟ କରିଛି ପାକ ସେନା । ଘର ଦ୍ବାର ଛାଡି ଏବେ ଆଶ୍ରୟସ୍ଥଳୀ କୁ ମୁହାଁ ସୀମା ପାଖ ଲୋକ । ହଁ ଦର୍ଶକ ବନ୍ଧୁ ଏବେ ଭାରତର ସୀମାବର୍ତ୍ତି ଗାଁ ଗୁଡିକରେ ଭୟ ର ବାତାବରଣ ଦେଖା ଯାଇଛି । ଯୁଦ୍ଧ ହେବା ଭୟରେ ଏବେ ସମସ୍ତେ । ସେଥିପାଇଁ ଘର ଛାଡୁଛନ୍ତି ଲୋକେ । ସେପଟେ ଇଜରାଇଲ ରେ ଯୁଦ୍ଧ ଚାଲିଛି । ଆଉ ଏପଟେ ଭାରତରେ ଯୁଦ୍ଧ ହେବାର ଆଶଙ୍କା ଦେଖା ଯାଇଛି ।

ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟେ ପଟେ ସ୍ଥଳ ଭାଗରେ ପାକିସ୍ତାନ ଓ ଅନ୍ୟ ପରେ ଜଳ ଭାଗରେ ଚୀନ ର କାର୍ଯ୍ୟକଳାପ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ବର୍ତ୍ତମାନ ଜାମ୍ମୁ ବର୍ଡର ର ଏ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ ପାକିସ୍ତାନ ଆନ୍ତର୍ଜାତୀୟ ସେକ୍ଟର ନିକଟରେ ପାକିସ୍ତାନ ସେନା ମାନେ 27 ତାରିଖ ରାତି ରୁ ଗୁଳି ବର୍ଷା କରିବା ଆରମ୍ଭ କରି ଦେଇଛନ୍ତି ।

ନିରୀହ ଲୋକଙ୍କ ଘରକୁ କରୁଛନ୍ତି ଆକ୍ରମଣ । କିଛି କାରଣ ନ ଥାଇ ଏମିତି କିଛି ଗୁଳି ବୋମା ମାଡ କରିଛି ପାକିସ୍ତାନ । ଯାହାର ପରିଣାମରେ ଭାରତୀୟ ସେନା ମଧ୍ୟ ଜବାବ ଦେଇଛଣି । ପାକିସ୍ତାନ ସେନା ବର୍ଡ଼ର ଆଉଟ ପୋଷ୍ଟ ଓ ସାଧାରଣ ଜନବସତି ଅଞ୍ଚଳ କୋଟା କୁ ଟାର୍ଗେଟ କରି ଗୁଳି ମାଡ କରିଥିଲା । ଏମିତି ହେବା ଫଳରେ ସୀମାରେ ଥିବା ଜନବସତି ଭାଙ୍ଗି ରୁଜି ଯାଇଛି ।

ଏଥିରେ ଥିବା ଜଣେ ଯବାନ ଙ୍କ ସହ 3 ଜଣ ପାକ ଗୁଳି ରେ ଆହତ ହୋଇଛନ୍ତି । ସେଥିପାଇଁ ସୀମାବର୍ତ୍ତି ଘର ଗୁଡିକରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳୀ କୁ ଅଣା ଯାଇଛି । ଦିନ ତମାମ ଲାଗି ରହୁଛି ଗୁଳି ଗୋଳା ବର୍ଷା । ଯାହା କି ସୀମାବର୍ତ୍ତି ସଞ୍ଚଳରେ ଯୁଦ୍ଧର ସ୍ଥିତି ସୃଷ୍ଟି କରିଛି । ଜାମ୍ମୁ ସୀମା ରେ ଦିନ ତମାମ ଗିଳି ବର୍ଷା କରୁଛି ପାକିସ୍ତାନ । ଏହାର ଜବାବ ଦେଉଥିଲା ଭାରତୀୟ ସେନା ।

ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କୁ କଡା କଡି କରା ଯାଇଛି । ଏମିତି କି ଭାରତୀୟ ମହାସାଗର ରେ ଦେଖା ଯାଇଛି ଚୀନ ର ଜାହଜ । ଯାହା ଭାରତ ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି । ଆସନ୍ତା ନଭେମ୍ବର ରେ ଚୀନ ଓ ପାକିସ୍ତାନ ମଧ୍ୟରେ ନୌସେନା ପକ୍ଷରୁ ସାମୁଦ୍ରିକ ଅଭ୍ଯାସ କରାଯିବ । ସେଥିପାଇଁ ଚୀନ ର ଏକ ବିଧ୍ଵଂସ ଆଣ୍ଟି ପାଇରେସ୍କ ଏସକଟ ଫୋର୍ସ ଏକ ଯୁଦ୍ଧ ଜାହାଜ ଓ ଟ୍ୟାଙ୍କର ଭାରତୀୟ ଉପସାଗର ଅଞ୍ଚଳରେ ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।