ପାକିସ୍ତାନ କୁ ବିଶ୍ଵକପ ଦିନିକିଆ ରେ ଦକ୍ଷିଣ ଆଫ୍ରିକା ହରାଇବା ପରେ ଦକ୍ଷିଣ ଆଫ୍ରିକାର ଖେଳାଳି ଏମିତି ଲେଖି ପୋଷ୍ଟ କରିଛନ୍ତି “ଜୟ ଶ୍ରୀ ହନୁମାନ” ।

ନମସ୍କାର ବନ୍ଧୁଗଣ । କେଶବ ମହାରାଜ ଙ୍କ ପୋଷ୍ଟ କୁ ନେଇ ଏବେ ଚର୍ଚ୍ଚା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ ର ସେମି ଫାଇନାଲ ଖେଳିବା ଆସା ଏବେ ମଉଳି ଯାଇଛି । ଆଉ ଏହି ମ୍ଯାଚରେ ପାକିସ୍ତାନକୁ ହରାଇବା ପଛରେ ରହିଛି ଜଣେ ଭାରତୀୟ ବଂଶ ଙ୍କ ହାତ । ସେ ହେଉଛନ୍ତି କେଶବ ମହାରାଜ । ସେ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ 21 ଟି ବଲ ରୁ 7 ରନ କରିଥିଲେ ।

ଯେଉଁ ପରିସ୍ଥିତିରେ ବ୍ଯାତୟଙ୍ଗ କରି ସେ ଶେଷ ଯାଏଁ ଖେଳିଥିଲେ ତାହା ଦଳ ପାଇଁ ଅତି ଜରୁରୀ ଥିଲା । ଏହି ମ୍ଯାଚ ଜିତିବା ଅପରେ କେଶବ ମହାରାଜ ଇଂଷ୍ଟାଗ୍ରାମ ପୋଷ୍ଟ କରିଥିଲେ ଆଉ ଲେଖିଥିଲେ “ଜୟ ଶ୍ରୀ ହନୁମାନ” । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ଇଂଷ୍ଟା ପୋଷ୍ଟ ରେ ଲେଖିଛନ୍ତି “ଭଗବାନଙ୍କ ଉପରେ ମୋର ଭରସା ଅଛି । ମୋ ଟିମ ଚମତ୍କାର ପ୍ରଦର୍ଶନ କରିଥିଲେ ।

ସାପ୍ସି ଓ ମାର୍କା ଙ୍କ ଖେଳ ଦେଖିବାକୁ ମଜା ଲାଗିଥିଲା ଜୟ ଶ୍ରୀ ହନୁମାନ” । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ସେ ବ୍ୟାଟ ରେ ଓମ ଲେଖି ଚର୍ଚ୍ଚାକୁ ଆସିଥିଲେ । କେଶବ ମହାରାଜ ହେଉଛନ୍ତି ପ୍ରଭୁ ହନୁମାନଙ୍କ ବଡ ଭକ୍ତ । ଭାରତୀୟ ବଂଶତ ପାଇଁ ଖେଳାଳୀ ମହାରାଜାଦକ୍ଷିଣ ଆଫ୍ରିକାରେ ରହୁଛନ୍ତି ।

କିନ୍ତୁ ସବୁ ରୀତିନୀତି ସେ ଭାରତୀୟ ମାନଙ୍କର ପାଳନ କରନ୍ତି । ସେ ସବୁ ହିନ୍ଦୁୟ ପର୍ବ ପର୍ବାଣି ମଧ୍ୟ ପଲାଣ କରନ୍ତି । କେଶବ ଙ୍କ ସମ୍ପର୍କ ଉତ୍ତର ପ୍ରଦେଶର ସୁଲତାନ ସହ ରହିଛି । ତାଙ୍କ ବାପା ଆତ୍ମନନ୍ଦ ମହାରାଜଙ୍କ କହିବା ଅନୁଯାୟୀ ତାଙ୍କ ପୂର୍ବଜ ଏଠାରେ ବାସ କରୁଥିଲେ । 1874ରେ ତାଙ୍କ ପୂର୍ବଜ ଚାକିରି ଅନୁସନ୍ଧାନରେ ଚାଲି ଆସିଥିଲେ । କେଶବଙ୍କ ପରିବାରରେ ବାପା, ମା ଓ ଭଉଣୀ ଅଛନ୍ତି ।

ତାଙ୍କ ବାପା ମଧ୍ୟ ଜଣେ କ୍ରିକେଟର ଥିଲେ । ସେ ଘରୋଇ କ୍ରିକେଟରେ ୱିକେଟ କିପର ଥିଲେ । କିନ୍ତୁ ତାଙ୍କୁ କେବେ ଟେଷ୍ଟ ମ୍ଯାଚ ଖେଳିବାର ସୁଯୋଗ ମିଳି ନ ଥିଲା । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମ୍ଯାଚ ବେଶ ରୋମାଞ୍ଚକର ଥିଲା । ଏହି ମ୍ଯାଚରେ ପାକିସ୍ତାନ ପ୍ରଥମେ ଟସ ଜିତି ବ୍ୟଟିଙ୍ଗ କରିବାକୁ ନିସ୍ପତି ନେଇଥିଲା । ହେଲେ ବଡ ସ୍କୋର କରିପାରି ନ ଥିଲା ।

270 ରନ ରେ ଅଲ ଆଉଟ ହୋଇଥିଲା ପାକିସ୍ତାନ । ଏହି ସହଜ ବିଜୟ ଲକ୍ଷ୍ୟ କିନ୍ତୁ ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହୋଇ ପଡିଥିଲା । ୱିକେଟ ଯିବା ପରେ କେଶବ ମହାରାଜ ଆଗକୁ ଆସି ଦଳକୁ ଜିତାଇଥିଲେ । ମହାରାଜ 2016ରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ । ସେ ଆଜି ଯାଏଁ 39ଟି ଟେଷ୍ଟ ମ୍ଯାଚ ଖେଳି 158ଟି ୱ୍କେତ ନେଇଛନ୍ତି । ସେ 37ଟି ଦିନିକିଆ ଖେଳି 44ଟି ୱିକେଟ ହାସଲ କରିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।