ଆଜ୍ଞା ହଁ ଆଜି ପର୍ଯ୍ୟନ୍ତ ଆପଣ ବହୁତ ଡବଲ ମୀନିଂଗ କଥା ହେବା ଶୁଣିଥିବ୍ବ, କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଫୋଟୋ ଦେଖାଇବୁ ଯାହାକୁ ଦେଖି ଆପଣ ମୁଣ୍ଡ ଘୁରେଇ ଦବ । ଏଠି ଆମେ ଆପଣଙ୍କୁ କିଛି ଏମିତ ଫୋଟୋ ଦେଖାଇବୁ ଯାହା ବହୁତ ଭିନ୍ନ ପ୍ରକାରରେ ଉଠ ଯାଇଛି । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ତ ହେବେ ହିଁ ହେବେ ତା ସହ ଲାଜରେ ନାଲି ପଡିଯିବେ । ଏହି ଫୋଟୋ ଗୁଡିକ ଦେଖି ଆପଣ ବି ଭବିବେ ଏହା କେମିତି ଉଠ ଯାଇଛି? ତେବେ ଆମେ ଆପଣଙ୍କୁ କହି ରଖୁଛୁ କି ଏହି ଫୋଟୋ କିଛି ଏଭଳି ଅନ୍ଦାଜ ରେ ନିଆ ଯାଇଛି କି ଯାହାକୁ ଦେଖି ଆପଣ ବି କହିବେ ଏହା ସବୁ ଠାରୁ ଅଧିକ ମଜାଳିଆ ଫୋଟୋ ଏବଂ ସେତିକି ରୋମାଞ୍ଚ କାରୀ ମଧ୍ୟ । ଏହି ସବୁ ଫୋଟୋ ଏବେ ସୋଶଲ ମିଡିୟା ରେ ଏହି ଫୋଟୋ ବହୁତ ଭାଇରାଲ ହେଉଛି ।
କଥାରେ ଅଛି ଚିତ୍ର ହଜାର ଶବ୍ଦ ସହ ସମାନ ଏହି ଫୋଟୋ କୁ ଦେଖିଲେ ହଜାର ଶବ୍ଦ ମଧ୍ୟ କମ ହେବ । ଏହା ଆମେ ଏଥିପାଇଁ କହୁଛୁ କି ଏହି ଫୋଟୋ କୁ ବୁଝିବା ପାଇଁ ଏହାକୁ 2ଥର ଦେଖିବାକୁ ପଡିବ ।
ଏହି ଫୋଟୋ କୁ ପ୍ରଥମେ ଧ୍ୟାନରେ ଦେଖନ୍ତୁ ଏବଂ ପରେ ଭାବନ୍ତୁ ।
ଭୁଲ ଭାବନ୍ତୁନି ଏହା ଛୋଟ ପିଲା ର ହାତ ।
ଯାହା ହାତରେ ଗୋଟେ ଆଙ୍ଗିଳି ଅଛି ।
ଥରେ ଭଲରେ ଦେଖନ୍ତୁ କୁହନ୍ତୁ ସେଇଟା କଣ
ଭାବନ୍ତୁନୀ ଏହା ଦୁଇଟା ବିଲେଇ
ଏଇଟା କୁ ଆପଣ ଯାହା ଭାବୁଥିଲେ ସେଇଟା ନୁହେଁ , ଏଇଟା ଗୋଟେ ଛୋଟ ପିଲାର ଗୋଡ ।