ଫିଟିକିରି ଭଲ କରିଦେବ ଏହି 20 ଟି ଭୟଙ୍କର ରୋଗ ! ଫିଟିକିରି ର ଔଷଧୀୟ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଆମ ଚାରି ପାଖେ ଏଭଳି କିଛି ଜିନିଷ ଅଛି ଯାହା ଆମେ ଜାଣିନୁ କି ତାର ବ୍ୟବହାର ସମ୍ପୂର୍ଣ ରୂପେ କରି ପାରିନୁ । ଏଭଳି ଏକ ଜିନିଷ ହେଉଛି ଫିଟିକିରି ଏହା ପ୍ରାୟେ ସବୁ ଲୋକଙ୍କ ଘରେ ଥାଏ । ଏହା ଏକ ରାସାୟନିକ ପଦାର୍ଥ ଅଟେ । ଏହା ରଙ୍ଗ ହୀନ ଅଟେ ଏହାର ନାମ ପୋଟାସିୟମ ଆଲୁମିନିୟମ ସଲଫେଟ ଅଟେ । ଏହାକୁ ଇଂରାଜୀରେ ଆଲମ  କୁହାଯାଏ । ତେବେ ଆସନ୍ତୁ ଜାଣିବା କଣ ୟାର ଔଷଧିୟା ଗୁଣ । ଆପଣଙ୍କ ଚେହେରାରେ ଯଦି କଳା ଦାଗ ହୋଇଛି ତେବେ ଏହା ଫିଟିକିରିରେ କମିଯିବ । ତେବେ ଧ୍ୟାନ ରଖିବେ ଏହା ଆଖିରେ ନ ପଶୁ । ଯଦି ମୂହରେ ମାନେ ପାଟି ଭିତରେ ଛାଲ ପଡିଛି ତେବେ ଏହାର ପାଣିରେ କୁଳି କରିବା ଦ୍ଵାରା ଏହା ଭଲ ହୋଇ ଜୀବ ।

ଏହା ସହ ଆପଣ ଫିଟିକିରିରେ କିଛି ମହୁ ମିସାଇ ଏକ ମିଶ୍ରଣ କରନ୍ତୁ ଓ ଏହାକୁ ନିଜର ହୋଇ ଥିବା ଛାଲ ଉପରେ ଲଗାନ୍ତୁ । କିଛି ସମୟରେ ମୁହାରୁ ଲାଳ ବାହାରିବ ଏହାକୁ ଆପଣ ବାହାରକୁ ଫୋପାଡି ଦେବେ । ଯଦି ମୁହଁରେ ବ୍ରଣ ଉଠୁଛି ତେବେ ଆପଣ ମହୁ ଓ ଫିଟିକିରି କୁକ ଲାଗାଇବା ଦ୍ଵାରା ଏହା କମିଯିବ । ଯାଦଦି ଆପଣଙ୍କୁ କିଛି ଆଘାତ ଆସିଛି ଯେମିତିକି କେଉଁଠି ଆଞ୍ଚୁଡି ହୋଇଯିବା ଛେଲୀ ହୋଇ ଯିବା ଭଳି ଆଘାତ ପାଇଥିଲେ ।

ଆପଣ ଫିଟିକିରିରେ ଅଳ୍ପ କିଛି ନଡିଆ ତେଲ ମିଶାଇ ସେଠାରେ ଲଗାନ୍ତୁ ଦେଖିବେ ସେହି ଜାଗାରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ଓ ଘା ଜଲ୍ଦି ଶୁଖିଯିବ । ଏହାଛଡା ଯଦି କେଉଁ ଜାଗାରେ ମାଡ କିମ୍ବା ହାତ ଜଳି ଯାଏ ତେବେ ଫିଟିକିରିକୁ ନେଇ ଗରମ ପାଣିରେ ପକାଇ ଫୁଟାନ୍ତୁ ଓ ଏହାକୁ ଦିନରେ ଦୁଇରୁ ତିନି ଥର ସେହି ଜାଗାକୁ ଧୋଇବାରେ ବ୍ୟବହାର କରନ୍ତୁ । ଏହା ଆଣ୍ଟିସେପ୍ଟିକ ଅଟେ ଏହା ଶରୀର ଡେଡ ସେଲ କୁ ଖାଦ୍ୟ ନୂଆ ସେଲ ଗଢିବାରେ ସାହାଜ୍ଯ କରେ ।

ଏହା ଘା ର ଉପରୁ ବ୍ୟକ୍ଟେରିଆ କୁ ମାରିଥାଏ । ଯଦି ଆପଣ ଖରାରେ ବୁଲିକି କଳା ପଡି ଯାଇଛନ୍ତି ତେବେ ଫିଟିକିରିକୁ ପାଣିରେ ବୁଡାଇ ଏହାକୁ କଳା ପଡିଥିବା ଜାଗାରେ ବ୍ୟବହାର କରନ୍ତୁ ଦେଖିବେ ଏହା ସବୁଦିନ କରିବା ଦ୍ଵାରା ଆପଣ ପୂର୍ବ ଭଳି ଦେଖାଯିବେ । ଏହାକୁ ନିଜର ଦାନ୍ତ ସଢିବାରୁ ମୁକ୍ତି ପାଇଁ ବ୍ୟବହାର କରି ପାରିବେ ।  ସପ୍ତାହକୁ ଥରେ ଆପଣ ପାଣିରେ ପକେଇ କୁଲି କରନ୍ତୁ ଦେଖିବେ ଏହା ଆପଣଙ୍କ କମଜୋର ମାଧିକୁ ବି ଶାକ୍ତ କରିବ ।

ଗୋଇଥିରେ ହୋଇଥିବା କ୍ରାକ ଯାହା ପାଇଁ ଆପଣ ଅସୁବିଧା ରେ ଥିବେ ଏହାକୁ ଲଗେଇବା ଦ୍ଵାରା ଏହା କାମିଜିବ । କାରଣ ଏହା ସ୍କିନ କୁ ଟାଇଟ କରେ । ଯଦି ଆପଣ କେଉଁ ଜାଗାକୁ ଯାଉ ଛନ୍ତି ଓ ଶେଠି ଖାଲି ଖରାପ ପାଣି ମିଳୁଛି ପିବା ପାଇ ତେବେ ଆପଣ 1ଲିଟର ପାଣିରେ 2 ଗ୍ରାମ ଫିଟିକିରି ପକାନ୍ତୁ ଏହା ପରେ ଦେଖିବେ ଏହା ଅସନାକୁ ତଳେ ରାଖୀ ଦେଇଥିବ । ଯଦି ଆପଣଙ୍କୁ ଉଙ୍କୁଣି କିମ୍ବା ରୂପୀ ସମସ୍ଯା ଅଛି ତେବେ ମୁଣ୍ଡ ଦୋଇବା ସମୟରେ ନିଜର ସମ୍ପୂରେ ମିଶାଇ ଏହାକୁ ଲଗାନ୍ତୁ ମାତ୍ର ତା ପରେ ତେଲ ଲଗେଇବେ । ଏହା ଛଡା ଏହା ଆଣ୍ଟିଏଜିଙ୍ଗ ପାଇଁ ବ୍ୟବହାର କରାଯାଏ। ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା କହିବେ ଓ ପେଜ କ୍କୁ ଲାଇକ କରିବେ ।