ଆଜିର ରାଶିଫଳ, 22 ମାର୍ଚ୍ଚ 2023, ବୁଧବାର, ଶ୍ରୀ ଗଣେଶଙ୍କ ଆଶୀର୍ବାଦ ରହିବ ଏହି 4ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଗୁରୁଜନ ଙ୍କ ଆଶୀର୍ବାଦ ମିଳିବ । ଆପଣ ବ୍ୟବସ୍ଥିତ ରୂପରେ ଆର୍ଥିକ ଯୋଜନା ବନାଇବେ । ଘରେ କେହି ଆପଣଙ୍କ ଉପରେ ରାଗିଥିଲେ ତାହା ଆଜି ଦୂର କରିବାକୁ ଚେଷ୍ଟା କରନ୍ତୁ । ମାତା ପିତା ଙ୍କ ସହ ସମ୍ପର୍କ ଭଲ ରହିବ । ମାତା ଙ୍କୁ ଭାବନା ଆପଣଙ୍କ ପ୍ରତି ଭଲ ରହିବ । ନିଜର ନିସ୍ପତି ଉପରେ ଉଚିତ ଧ୍ୟାନ ଦିଅନ୍ତୁ । ଯଦି ଆପଣ କିଛି ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ବିଶେଷଜ୍ଞ ମାର୍ଗ ଦର୍ଶନ ନିଅନ୍ତୁ ।

ବୃଷ ରାଶି : ଆଜି କିଛି ନୂଆ ଯୋଜନା ଉପରେ କମ କରିବା ଆଗରୁ ଭଲ ଭାବେ ବିଚାର କରନ୍ତୁ । ଆପଣ ନିଜର କଳ୍ପନା ଶକ୍ତି ଓ ସୃଜନ ଶକ୍ତି ଭଲ ଭାବେ କାମରେ ଲଗାନ୍ତୁ । ବୌଧିକ ପ୍ରବୃତ୍ତି ବା ଚର୍ଚ୍ଚାରେ ଲୋକେ ଆପଣଙ୍କୁ ପ୍ରଶଂସା କରିବେ । ସନ୍ତାନ ଙ୍କ ଠାରୁ ଆପଣଙ୍କୁ ଶୁଭ ସମଚର ମିଳିବ । ସେମାନଙ୍କର ପ୍ରଗତି ହେବ । ପ୍ରତେକ ମାମଲାରେ ଆପଣଙ୍କୁ ବାହରିବାକୁ ଚେଷ୍ଟା କରିବେ । ତେବେ ଆପଣଙ୍କ ପାଇଁ ଭଲ ରହିବ ।

ମିଥୁନ ରାଶି : ରାଜନୀତି ସହ ଜଡିତ ଲୋକ ଙ୍କୁ ବଡ ପଦ ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କ କ୍ରୋଧ କାରଣରୁ କିଛି କାମ ବିଗିଡି ପାରେ । ତେଣୁ ନିଜ ରାଗକୁ ପୂର୍ଣ୍ଣ ରୂପରେ ସଂଯମ ରଖନ୍ତୁ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣଙ୍କୁ ଖାସ ଲୋକଙ୍କ ଠାରୁ ଉପହାର ମିଳିପାରେ । ଏହା ସହ ସେ ଆପଣଙ୍କର ତାରିଫ ବି କରିବେ । ନିଜ ଲୋକଙ୍କର ପ୍ରେମ ଓ ସମର୍ଥନ ପାପୀ ଆପଣ ପଜେଟିଭ ଅନୁଭବ କରିବେ ।

କର୍କଟ ରାଶି : ଅଳ୍ପ ମେହନତ ଓ ଅତିରିକ୍ତ ପ୍ରୟାସ ଦ୍ଵାରା ନିଜର ଜୀବନ ଶୈଳୀ କୁ ବେହତର ବନାଇବା ପାଇଁ ଚେଷ୍ଟା କରନ୍ତୁ । ସନ୍ତାନ ଙ୍କ ସମସ୍ଯା ବଢିପାରେ । ଯଦି ଆପଣ କିଛି କାରଣରୁ ଉତ୍ତେଜିତ ହେବେ ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ଵଜନ ଙ୍କର ନିକଟତର ହେବାର ଅବସର ମିଳିବ । ବିଜନେସ କରୁଥିବା ଲୋକ ନିଜ ଡିଲ ରେ ଅଧିକ ମେହନତ କରିବାକୁ ପଡିବ ।

ସିଂହ ରାଶି : ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଭଲ ରହିବ । ଧାର୍ମିକ କାର୍ଯ୍ୟ ରେ ଖର୍ଚ୍ଚ କରିବେ । କୌଣସି କାମ ପୁରା କରିବାରେ ଘରର ଗୁରୁଜନ ଙ୍କ ସହାୟତା ଆପଣଙ୍କୁ ବଡ ଲାଭ ଦେଇପାରତେ । ଆଜି ଆପଣଙ୍କର ଲଭ ଲାଇଫରେ ସୁଧାର ଆସିବ । ଆପଣଙ୍କ ବ୍ୟକ୍ତିତ୍ବର ବିକାଶ ହେବା ପାଇଁ ଦିନ ଭଲ ଅଛି । ଜୀବନ ସାଥିଙ୍କ ସହ ସମ୍ପର୍କ ରେ ପାରଦର୍ଶିତା ରଖନ୍ତୁ । ଯଦି ଆପଣଙ୍କ ମନରେ କିଛି କଥା ଅଛି ତେବେ ନିଜ ଲୋକଙ୍କୁ କୁହନ୍ତୁ ।

କନ୍ୟା ରାଶି : ଆପଣ ଭାଇ ଭଉଣୀ ଙ୍କ ସାହାଜ୍ଯ ରେ ଫାଇଦା ପାଇବେ । ଆପଣଙ୍କ ବିଜୟ ଆପଣଙ୍କୁ ଶତ୍ରୁ ଙ୍କୁ ନିରାଶ କରିବ । ଆଜି ଆପଣଙ୍କର ଜିଦି ବ୍ୟବହାର କାରଣରୁ କାମ ବିଗିଡି ଯାଇପାରେ । ଲେନଦେନ ସମୟରେ ତରବର ହୁଅନ୍ତୁ ନାହି । ବ୍ୟବସାୟରେ ଆର୍ଥିକ ମାମଲାରେ କଠିନ ପରିଶ୍ରମ କରିବାକୁ ହେବ । ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ରେ ଯିବାକୁ ପଡିପାରେ ।

ତୁଳା ରାଶି : ରୋଜଗାର ପ୍ରାପ୍ତିର ପ୍ରୟାସ ସଫଳ ରହିବ । ସତର୍କ ସହ କାମ ନିଅନ୍ତୁ । ଅବହେଳା କରନ୍ତୁ ନାହି । ପରିବାରରେ ଆପଣ ଏମିତି ଏକ ଭୂମିକା ନିଭାଇବେ ଯିଏ ପ୍ରତେକ ସମସ୍ୟାର ସମଧାନ କରିବେ । ନୂଆ ଅବସର ପ୍ରାପ୍ତ ହେବ । ଅଳ୍ପ ପରିଶ୍ରମ ଦ୍ଵାରା ବଡ ଧନ ଲାଭର ହେବାର ଅବସର ପ୍ରାପ୍ତ ହେବ । ଧନ ନିବେଶରେ ଭଲ ଲାଭ ମିଳିବ । ବିଦ୍ୟାର୍ଥୀ କମଜୋର ବିଷୟରେ ଅଧିକ ମେହନତ କରନ୍ତୁ ।

ବିଛା ରାଶି : ଛୋଟ ବ୍ୟାପାରୀ ଙ୍କୁ ମନ ମୁତାବକ ପରିଣାମ ମିଳିବ । ଆଜି କାମ କୁ ନେଇ ଆପଣଙ୍କ ମନରେ ଉଶ୍ଚାହ ନଜର ଆସିବ । ଆପଣ ଭୌତିକ ସୁଖ ସମ୍ପଦ ରେ ବୃଦ୍ଧି ହେବ । ମାତା ଙ୍କ ସ୍ଵାସ୍ଥ୍ୟରରେ ସୁଧାର ଆସିବ । ଅଚଳ ସମ୍ପତି ରେ ପଇସା ଲଗାଇବେ ତେବେ ଆପଣଙ୍କୁ ଫାଇଦା ମିଳିବ । ଆଜି ସ୍ଥିତି ଭଲ ରହିବ । ଖର୍ଚ୍ଚ ନିବେଶ ର ନିସ୍ପତି ନିଜେ ନିଅନ୍ତୁ । କାମର ବୋଝ ଅଧିକ ରହିପାରେ । ଚାକିରି ସହ ଜଡିତ ଜାତକ କିଛି ବି ନିସ୍ପତି ବୁଝି ବିଚାରୀ ନିଅନ୍ତୁ ।

ଧନୁ ରାଶି : ଦାଂପତ୍ଯ ଜୀବନ ସୁଖମୟ ବ୍ଯତୀତ ହେବ । ବ୍ୟାପାରରେ ଫାଇଦା ମିଳିବ । ଆଜି ନିଜ କଥାକୁ ପ୍ରଭାବଶାଳି ଢଙ୍ଗରେ ରଖିବାରେ ସଫଳ ହେବେ । ଅବିବାହିତ ଙ୍କର ବିବାହ ସ୍ଥିର ହେବାର ସମ୍ଭାବନା ଅଛି । ଆପଣଙ୍କ ଶାସନ ସତ୍ତା ପକ୍ଷ ର ସହଯୋଗ ମିଳିବ । ଆଜି ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସିପାରେ । ଗାଈ କୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ପରିସ୍ଥିତି ରେ ସୁଧାର ଆସିବା ପରେ ଆପଣ ସତର୍କ ରୁହନ୍ତୁ ।

ମକର ରାଶି : ଆପଣଙ୍କ ମେହନତର ଫଳ ମିଳିବ । କାର୍ଯ୍ୟ ସ୍ଥଳରେ ନିଜର ସହ କର୍ମୀ ମାନଙ୍କ ସହ ଆଲୋଚନା କରନ୍ତୁ । ଚାକିରିରେ ଭଲ ପ୍ରଦର୍ଶନ କରିବା ଦ୍ଵାରା ଲାବ ମିଳିବ । ମନ ଆଧ୍ୟାତ୍ମିକ ରହିବ । ପୂର୍ବରୁ ଚାଲିଥିବା ସମସ୍ଯା ଦୂର ହେବ । ବିଭିନ୍ନ କ୍ଷେତ୍ର ରୁ ନୂଆ ଉପଲବ୍ଧି ରେ ହାସିଲ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ନିଜର ନିରନ୍ତର ପ୍ରୟାସ ଦ୍ଵାରା ସଫଳତା ନିଶ୍ଚୟ ମିଳିବ ।

କୁମ୍ଭ ରାଶି : ସହ କର୍ମୀ ମାନଙ୍କ ସହ ମିସିକି କାମ କରିବା ସମ୍ଭବ ହେବ । ଆରମ୍ଭରୁ କିଛି ଲୋକଙ୍କା ସହ ବିବାଦ ହେବାର ସମ୍ଭାବନା ଅଛି । ବିବାଦର ସାମ୍ନା କରିବାକୁ ପଡିପାରେ । ଧନ ସମ୍ପତି କୁ ନେଇ ସତର୍କ ରୁହନ୍ତୁ । ସନ୍ତାନଙ୍କ ଠାରୁ ଶୁଭ ସମଚାର ମିଳିବ । ଆଜି ଆପଣଙ୍କୁ ଗମ୍ଭୀର ମାମଲାରେ ଆଲୋଚନା କରିବାକୁ ହେବ । ଆଜି ଆପଣଙ୍କ ଜିଦି ରେ କିଛି କାମ ହେବ ନାହି ଏହା ଧ୍ୟାନରେ ରଖନ୍ତୁ । ମାନସିକ ଶାନ୍ତି ମିଳିବ ।

ମୀନ ରାଶି : ଯଦି ସେୟାର ବଜାରରେ ନିବେଶ କରୁଛନ୍ତି ତ ଆର୍ଥିକ କ୍ଷେତ୍ରରେ ବିଶେଷଜ୍ଞ ଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପରିବାର ସହ ମଉଜ ମସ୍ତି ରେ ସମୟ ବିତାଇବେ । ଆଜି ଆପଣ ବେକାର କଥାରେ ଧ୍ୟାନ ଦିଅନ୍ତୁ ନାହି । ମାଙ୍ଗଳିକ କାର୍ଯ୍ୟ ର ଆରମ୍ଭ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ । ବିନମ୍ରତା ଓ ଚତୁରତା ସହ କାମ କୁ ବେହତର ଭାବେ ପୁରା କରିବା ଆକାରଣରୁ ଆପଣଙ୍କ ଛବି ଭଲ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।