ଜୀବନ ଯାଉଥିବା ବେଳେ ରାମଚନ୍ଦ୍ରଙ୍କୁ କିଛି ଏମିତି କହିଥିଲା ରାବଣ, 99% ଲୋକ ଜାଣି ନାହାନ୍ତି, ଏହା ନିହାତି ଜାଣି ରଖିବା ଉଚିତ

ପ୍ରତେକ ଘରେ ଆମକୁ ରାମାୟଣର ଏକ ଝଲକ ଦେଖିବାକୁ ମିଳିବ । ଆମେ ପ୍ରତେକ ଦିନ କିଛି ନା କିଛି କାହାଣୀ ପଢିଥାଉ କିମ୍ବା ଆମେ ବଡ ଲୋକଙ୍କ ପାଖରୁ ଶୁଣି ଥାଉ । ଆଜି ଆମେ ଆପଣଙ୍କୁ ରାମାୟଣ ର ଏକ ମହତ୍ଵ ପୂର୍ଣ ବାର୍ତ୍ତା ବିଷୟରେ କହିବାକୁ ଯାଉଛୁ ଯାହା ରାବଣ ଓ ରାମଙ୍କ ଭିତରେ ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଆଜି କାଲିର ଯୁଗ କୁ ଆମେ କଲି ଯୁଗ ବୋଲି କହିଛୁ ଏହି ଯୁଗରେ ଆମେ କହିଥାଉ କି ଭାଇ ଭାଇ ର ଶତ୍ରୁ ଅଟେ । ପିତା ମାତା ଙ୍କୁ ସନ୍ତାନ ମାନେ ଅଧିକ କଷ୍ଟ ଦେବେ ଏଭଳି ଅନେକ ନୀତି ନିୟମ କେବଳ ଅଛି କଳି ଯୁଗରେ । କେବେ ବି ଆମେ ଏହାକୁ ଅନୁଭୂତ କରିବାକୁ ଚାହିଁନୁ କୁ ଆମେ ଯାହାକୁ କଷ୍ଟ ଦେଉଛେ ସେ କିଭଳି ଏହାକୁ ସମ୍ଭାଳି ଥିବ । କଣ ତାକୁ କଷ୍ଟ ହୋଇ ନଥିବ ।

ଯଦି ସେହି ଲୋକ ଭୁଲ ଅଛି ତେବେ ତାହାକୁ ବୁଝାଇବା ପାଇଁ ଆମେ ଚେଷ୍ଟା କଣ କରିଛେ କି ତା ସହ ସମ୍ପର୍କ କାଟି ଦେଇଛେ । ଯଦି ଆପଣ ଏହାକୁ ଗଭୀର ଭାବେ ଟିକେ ଚିନ୍ତା କରିବେ ତାହେଲେ ଆପଣ ଜାଣି ପାରିବେ କି ଅନ୍ୟ କେହି ନୁହେଁ  ବରଂ ଆମେ ନିଜ ପାଇଁ ନିଜେ ପରିବାରକୁ ଭାଙ୍ଗି ଦେଇଛେ । ଆପଣ ଜାଣିଥିବେ ମା ସିତାଙ୍କୁ ହରଣ କରି ନେବା ପରେ ରାବଣ, ଭଗବାନ ରାମଚନ୍ଦ୍ର ମା ସିତାଙ୍କୁ ଅନେକ ଖୋଜିଥିଲେ ।

କିଛି ଦିନ ସନ୍ଧାନ ଜାରି ରଖିବା ପରେ ସେ ଜାଣିବାକୁ ପାଇଥିଲେ କି ମା ସିତାଙ୍କୁ ରାବଣ ବନ୍ଦିନୀ କରି ରଖିଛି । ଏହା ପରେ ସେ ରାବଣ କୁ ସନ୍ଦେଶ ଦେଇଥିଲେ କି ସେ ମା ସିତାଙ୍କୁ ସନମାନ ସହ ଆଣି ଛାଡି ଦେଇ ଯାଉ । ଏହା ରାବଣ କୁ ସ୍ଵୀକାର ନଥିଲା ସେ ଯୁଧ୍ୟ ଚାହିଁ ଥିଲା । ଜାଣିଥିଲା ସେ ହିଁ ଜିତିବ ମାତ୍ର ଏହି ଭ୍ରମ ଭାଙ୍ଗିଗଲା ଯେତେବେଳେ ବିଭୀଷଣ ରାମଚନ୍ଦ୍ରଙ୍କ ପାଇଁ ଯୁଧ୍ୟ କରିଥିଲା ।

ଯେତେବେଳେ ରାବଣ ମରଣର ସଜ୍ୟାରେ ଥିଲା ସେତେବେଳେ ସେ ରାମଚନ୍ଦ୍ରଙ୍କୁ କହିଥିଲା କାହିଁକି ମଣିଷ ହେଉକି ରାକ୍ଷାଶ ହାରିଥାଏ । ରାବଣ ସଜ୍ୟାରେ ସୋଇ କରି ମଧ୍ୟ କହିଥିଲା କି ମୁ ତମ ପାଖରୁ ସବୁ କ୍ଷେତ୍ରରେ ଅଧିକ ଭଲ । ମୁ ଜ୍ଞାନରେ ତୁମ ଠାରୁ ବଡ, ମୁ ବୟଶ ରେ ତୁମ ଠାରୁ ବଡ, ମୁ ତୁମ ଠାରୁ ଅଧି ଯୁଧ୍ୟ କୋଶଳ ଜାଣିଛି । ମୋ ରାଜ୍ୟ ତୁମ ରାଜ୍ୟ ଠାରୁ ବଡ ଅଟେ । ମୋ ସେନା ଅଧିକ ଶକ୍ତି ଶାଳି ।

ମୋ ପାଖରେ ତୁମ ଠାରୁ ଅଧିକ ଧନ ଅଛି । ତଥାପି ମୁ ତୁମ ପାଖରୁ ହାରି ଗଲି । ଏହାର କାରଣ ହେଉଛି କି ତୁମ ଭାଇମାନେ ତୁମ ସହ ଥିଲେ ଓ ମୋ ଭାଇ ମୋ ବିରୁଦ୍ଧରେ । ଯେତେବେଳେ ପରିବାର ଜନ ହି ଶତ୍ରୁ ହୋଇଥାନ୍ତି ସେତେବେଳେ ଯେତେବଡ ଯୋଧ୍ୟା ହେଲେବି ସେ ଜୀବନ ଯୁଧ୍ୟରେ ହାରି ଯାଇଥାଏ । ଏହା ହେଉଛି ଆଜି କାଲିର ସତ । ଆମ ପରିବାର ଓ ଆମେ ଯଦି ଏକା ସହ ନ ରହି ପାରିବା ତାହେଲେ ଆମେ ହାରିବା ଏହା ସତ୍ୟ ଅଟେ ।