ଫିଲ୍ମରେ କେବେ ବି କିସିଙ୍ଗ ସୀନ ଦିଅନ୍ତି ନାହିଁ Bollywood ର ଏହି ସବୁ ଅଭିନେତ୍ରୀ, କୋଟି କୋଟି ଟଙ୍କାର ଅଫରକୁ ବି ମାରି ଦିଅନ୍ତି ଠୋକର

ଫିଲ୍ମରେ କିସିଙ୍ଗ ସିନ ଆଜିକାଲି ଅଭିନେତ୍ରୀମାନଙ୍କ ପାଇଁ କୌଣସି ବଡ କଥା ନୁହେଁ । ଏହା ସହିତ କେତେକ ଅଭିନେତ୍ରୀ ଫିଲ୍ମରେ ବୋଲ୍ଡ ସିନ ଦେବା ପାଇଁ ବି ପଛନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ବି ବଲୀଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ପ୍ରସିଦ୍ଧ ଓ ଲୋକପ୍ରିୟ ହେବା ସତ୍ବେ ବି ଫିଲ୍ମରେ କିସିଙ୍ଗ ସିନ ଦେବା ପାଇଁ ମନା କରନ୍ତି । ଆଜି ଆମେ ଆପଣଙ୍କୁ ୪ ଜଣ ବଲୀଉଡ ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସୁନ୍ଦର ଓ ବୋଲ୍ଡ ହେବା ସତ୍ବେ ବି ଫିଲ୍ମରେ କିସିଙ୍ଗ ସିନ ଦିଅନ୍ତି ନାହିଁ । ତେବେ ଚାଳନ୍ତୁ ଜାଣିବା ସେହି ୪ ଅଭିନେତ୍ରୀ କିଏ ।

ଶିଲ୍ପା ଶେଟ୍ଟୀ

ଶିଲ୍ପା ଶେଟ୍ଟୀ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ହିଁ ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ଶିଲ୍ପା ନିଜର କ୍ୟାରିୟରରେ ବହୁତ ବ୍ଲକ ବଷ୍ଟର ଫିଲ୍ମରେ କାମ ବି କରିଛନ୍ତି । କିନ୍ତୁ ଫିଲ୍ମରେ କିସିଙ୍ଗ ସିନ ଦେବା ପାଇଁ ଶିଲ୍ପା ଶେଟ୍ଟୀ ପୂରାପୂରି ମନା କରି ଦିଅନ୍ତି ।

ତମନ୍ନା ଭାଟିୟା

ସାଉଥ ଓ ବଲୀଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତମନ୍ନା ଭାଟିୟା ବି ବହୁତ ସୁନ୍ଦର ଓ ବୋଲ୍ଡ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି କୌଣସି ବି ଫିଲ୍ମରେ ତମନ୍ନା ଭାଟିୟା ଗୋଟିଏ ହେଲେ ବି କିସିଙ୍ଗ ସିନ ଦିଅନ୍ତି ନାହିଁ ।

ସୋନାକ୍ଷୀ ସିନ୍ହା

ସୋନାକ୍ଷୀ ସିନ୍ହା ବଲୀଉଡର ଭାଇଜାନ ସଲମାନ ଖାନଙ୍କ ସହ ଫିଲ୍ମ ଦବଙ୍ଗରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଏହା ଛଡା ସୋନାକ୍ଷୀ ସିନ୍ହା ଫିଲ୍ମରେ ଆକ୍ସନ ଓ ସଂସ୍କାରୀ ବୋହୁ ରୂପରେ ବି ରୋଲ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ସୋନାକ୍ଷୀ ସିନ୍ହା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ଫିଲ୍ମରେ କିସିଙ୍ଗ ସିନ ଦେଇ ନାହାନ୍ତି । ସୋନାକ୍ଷୀ ସିନ୍ହା ବଲୀଉଡର ବହୁତ ହିଁ ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ହଂସିକା ମୋଟୱାନୀ

ହଂସିକା ମୋଟୱାନୀ ସାଉଥ ଓ ବଲୀଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ହିଁ ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଫିଲ୍ମରେ ଆଇଟମ ସଙ୍ଗ ଓ ରୋମାନ୍ସ ସିନ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ହଂସିକା ମୋଟୱାନୀ ଗୋଟିଏ ହେଲେ ବି କିସିଙ୍ଗ ସିନ ଦେଇ ନାହାନ୍ତି ।