ଡାକ୍ତରବି ଆଶ୍ଚର୍ଯ୍ୟ, ଏଥିରୁ କେବଳ 2 ଚାମଚ ଲଗାନ୍ତୁ, ଧଳା ବାଳ ଗୋଟି ଗୋଟି କରି କଳା ହୋଇଯିବ !

ଆଜିକାଲି ପ୍ରାୟତ ମହିଳା ବା ପୁରୁଷଙ୍କର କେଶ ଧଳା ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସମସ୍ଯା ଦେଖା ଯାଉଛି । ଏଥିପାଇଁ ଅନେକ ଲୋକ ମାନେ ବଜାରରେ ମିଳୁଥିବା ଅନେକ ପ୍ରକାରର ଶ୍ୟାମ୍ପୋ ବା କେଶ କଳା କରିବା ପାଇଁ କଳାର ବ୍ୟବହାର କରୁଛନ୍ତି । କିନ୍ତୁ ଏହା ମାତ୍ର କିଛି ଦିନ ପାଇଁ ରହୁଛି । ଏହା ପରେ ପୁଣି ପୂର୍ବ ଭଳି କେସ ଧଳା ହୋଇ ଯାଉଛି । ଆଜି ଆମର ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଧଳା କେସ ସଂପୂର୍ଣ୍ଣ ଭାବେ କଳା ହୋଇଯିବ ।

ଏଥିପାଇଁ ଆପଣ ପ୍ରଥମେ ଏକ ରୁ ଦେଢ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ପାଣି କୁ ଗରମ କରନ୍ତୁ । ଏହା ପରେ ଆପଣ ୪ରୁ ୫ ଚାମଚ ଚାହାପତି ପକାନ୍ତୁ । ଏହା ପରେ ପାଣି ଫୁଟିଲା ପରେ ଆଞ୍ଚ ଧିମା କରନ୍ତୁ । ମଝିରେ ମଝିରେ ଏହାକୁ ଚାମଚ ଦ୍ଵାରା ୧୫ରୁ ୨୦ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ପାଣି ରେ ଚାହାପତି ଭଲ ଭାବେ ଫୁଟିଯିବ । ଏହା ପରେ ଏକ ପାତ୍ର କୁ ଆପଣ ଛାଣି ଦିଅନ୍ତୁ ।

ଏହା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଆଡ କରନ୍ତୁ ୩ରୁ ୪ ଚାମଚ କଫି ପାଉଡର ଆଡ କରନ୍ତୁ । ଯଦି ଆପଣ ଅଧିକ ଦାର୍କ କରିବାକୁ ଚାହୁଁଛନ୍ତି ତେବେ ଅଧିକ କଫି ପାଉଡର ଆଡ କରି ପାରିବେ । ଏହା ପରେ ଆଲୋଭେରା ପତ୍ରର ରସ ଆଡ କରନ୍ତୁ । ଏହା ପରେ ଆଡ କାରଣରୁ ୪ରୁ ୫ ଚାମଚ କଳାଜିରାର ଫାଇନ ପାଉଡର । ଯଦି କଳାଜିରା ଖଦଡା ରହିଯାଏ ତେବେ ଏହା ଚାଲୁଣି ଦ୍ଵାରା ଚଳେଇ ପାରିବେ ।

ଯଦି ଆପଣ ଚାହିଁବେ ତେବେ ହେନା ମେହେନ୍ଦି ରେ ବ୍ୟବହାର କରି ପାରିବେ । ଏହି ହେୟାର ଡାଏ ଲଗାଇବା ପୂର୍ବ ରୁ ଆପଣ ନିଜର କେଶ କୁ ଭଲ ଭାବେ ଶ୍ୟାମ୍ପୋ କରନ୍ତୁ । ନଚେତ ଏଥିରୁ ଆପଣଙ୍କୁ କୌଣସି ଭଲ ଫଳ ମିଳିବ ନାହି । ପ୍ରଥମେ ଏହାକୁ ଆପଣ ନିଜର କେଶ ମୂଳରେ ଲାଗନ୍ତୁ । ଯେଉଁ ଠାରେ ଆପଣଙ୍କ କେଶ ଅଧିକ ଧଳା ଅଛି ସେଠାରେ ଅଧିକ ପ୍ରୟୋଗ କରନ୍ତୁ ।

ଏହାକୁ ଲଗାତାର ୨୦ ରୁ ୨୫ ଥର ପ୍ରୟୋଗ କରିଲେ ଧଳା କେଶ କଳା ହୋଇଥାଏ । ବଜାରରେ ମିଳୁଥିବା କେମିକାଲ ବ୍ଯବହର କରିବା ଅପେକ୍ଷା ଆଜିର ଆମର ଏହି ହୋମ ରେମଡି ଆପଣ ବ୍ୟବହାର କରିଲେ ନିଶ୍ଚୟ ଧଳା କେଶ କଳା ହେବାରେ ଲାଗିବ । ଏହା ସହ କେଶ ଘନ, ମଜବୁତ ହେବା, କେଶ ବଢିବା ଓ କଳା ମଧ୍ୟ ହେବ । ଏହା ସହ କେଶ ଝଡିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।

ଏହାକୁ ସପ୍ତାହକୁ ୩ଥର ଲଗାନ୍ତୁ । ଏହା ଲଗାଇବାର ୩ରୁ ୪ଘଣ୍ଟା ଲଗାଇ ରଖି ପାଣିରେ ଧୋଇ ଦେବେ । ଧୀରେ ଧୀରେ ଆପଣଙ୍କ କେଶ ପ୍ରାକୃତିକ କଳା ହୋଇଯିବ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।