ଏହି ଘଟଣା ଜାଣି ପାରିବେ ଭାରତର ପାୱାର କେତେ ବଢ଼ିସାରିଲାଣି, ନିଜେ ପାକିସ୍ଥାନ କହିଲା ଏମିତି

ଗୋଟେ ବହୁତ ବଡ଼ ଖବର ସାମ୍ନାକୁ ଆସିଛି ପାକିସ୍ତାନ ରୁ ଆଊ ଏହି ଖବର ନାହିଁ କୌଣସି ମିଡ଼ିଆ ବା ୱେବସାଇଟ ଉଲ୍ଲେଖ କରିଛନ୍ତି । ଏହା ସିଧା ଶୈଳୀ ପାକିସ୍ଥାନ ର ବାୟୁ ସେନା ପକ୍ଷରୁ ଆସିଛି । ଏଥିରୁ ଜଣା ପଡ଼ିଛି କି ପାକିସ୍ଥାନ କେତେ ଡରୁଛି କିନ୍ତୁ ଏହା ଯାହା ସବୁ ହେଇଛି ତାହା କେବଳ ଚୀନ ପାଇଁ ହୋଇଛି । ଚୀନ ପାଇଁ ମାତ୍ର ଛ ମାସରେ ଭାରତ ଏତେ ପ୍ରସ୍ତୁତି କରିଛି କି ପାକିସ୍ଥାନ ଏବେ ଡରିଯାଇଛି କି ଏବେ ଭାରତ କୌଣସି ମୁହୂର୍ତ୍ତରେ ମଧ୍ୟ ପାକିସ୍ଥାନ କୁ ଶେଷ କରିଦେବ । ତେବେ ଚାଲନ୍ତୁ ଜାଣିବା ।

ଭାରତୀୟ ସେନା ସବୁବେଳେ ପାକିସ୍ଥାନ ସେନା ଠାରୁ ଆଗୁଆ ରହିଛି । କିନ୍ତୁ ଯେବେଠୁ ଚୀନ ସହିତ ଭାରତର ପଡୁନାହିଁ ଏବେଠୁ ଭାରତ ସରକାର ଏହା ଜାଣିଥିଲା କି ଏବେ ପାକିସ୍ଥାନ ସହିତ ପଲିସି ନା ରଖି ପଲିସି ଚୀନ ଆଡ଼କୁ ରଖିବାକୁ ପଡିବ । କାରଣ ପାକିସ୍ଥାନ ଠାରୁ ମଜବୁତ ଚୀନ ଅଟେ ଆଊ ଚୀନ ସହିତ ପଲିସି ରଖିଲେ ପାକିସ୍ଥାନ ଆପେ ଆପେ ନିଜକୁ କଣ୍ଟ୍ରୋଲ କରିନେବ ।

ଭାରତର ଏହି ରଣନୀତି ଭାରତର ହତିୟାର କିଣିବାରେ ମଧ୍ୟ ଦେଖାଯାଇଛି । ଆଗରୁ ଭାରତ ଏମିତି ଅସ୍ତ୍ର କିଣିଥିଲେ ଯାହା ଦ୍ଵାରା ପାକିସ୍ଥାନ କୁ କଣ୍ଟ୍ରୋଲ କରିବା ପାଇଁ ଥିଲା କିନ୍ତୁ ଏବେ ଭାରତ ଚୀନ କୁ କଣ୍ଟ୍ରୋଲ କରିବା ପାଇଁ ଅସ୍ତ୍ର କିଣୁଛି । ଯେମିତିକି ରାଫେଲ, ଅପାଚି ହେଲିକପ୍ଟରେ, ଏମ ଏଚ ୬୦ ଆର ହେଲିକପ୍ଟର । ଏହା ଭିତରୁ ବେଶି ଅସ୍ତ୍ର ଏମିତି ରହିଛି ଯାହା ପାକିସ୍ଥାନ ପାଇଁ ବ୍ୟବହାର ହୋଇପାରିବ ନାହିଁ ।

କାରଣ ପାକିସ୍ଥାନ ପାଇଁ ଏହା ସବୁ ବହୁତ ବଡ଼ ବଡ଼ ଅସ୍ତ୍ର । ସେଥିପାଇଁ ପାକିସ୍ଥାନ ଏବେ ବହୁତ ଡରି ଯାଇଛି । ପାକିସ୍ଥାନ କହିଛିି ଭାରତ ପାକିସ୍ଥାନ ଠାରୁ ବହୁତ ଆଗକୁ ବଢିସାରିଛି । ଆଊ ପାକିସ୍ଥାନ ରୁ ଗୋଟେ ପକ୍ଷୀ ଉଡିଲେ ମଧ୍ୟ ଭାରତ ଜାଣିପାରିବ ଆଊ ସେ ତାକୁ ମାରିଦେବାର ଶକ୍ତି ମଧ୍ୟ ରହିଛି କାରଣ ଭାରତ ପାଖରେ ବହୁତ ବଡ଼ ବଡ଼ ଅସ୍ତ୍ର ରହିଛି ।

ରାଫେଲ ଏବଂ ଅପାଚୀ ହେଲିକପ୍ଟର କୁ ପାକିସ୍ଥାନ ବହୁତ ଡରୁଛି । ଏବଂ ପାକିସ୍ଥାନ ର ୫ ରୁ ୬ କିଲୋମିଟର ଏମିତି ରହିଛି କି ଭାରତ କେତେବେଳେ ମଧ୍ୟ ଯାଇ ପାରିବ ଏବଂ ଏହା ଗୋଟେ ବର୍ଷ ଭିତରେ ହେବାର ସମ୍ଭାବନା ରହିଛି । ଏବଂ ପାକିସ୍ଥାନ ର କୌଣସି ସାହସ ନାହିଁ କି ସେ ଭାରତ କୁ ଅଟକାଇପାରିବ ।

ଭାରତୀୟ ଡିପ୍ଲୋମେଶି ପୁରା ଦୁନିଆ ଙ୍କୁ ବାଧ୍ୟ କରିଦେଇଛି କି ସମସ୍ତେ ଭାରତକୁ ସପୋଟ କରୁଛନ୍ତି । ସବୁ ଦେଶ ଭାରତକୁ ସମର୍ଥନ କରିଛନ୍ତି । ସେଥି ପାଇଁ ପାକିସ୍ଥାନ ଏବେ ଚିନ୍ତାରେ ରହିଛି ।ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।