ଏଥର ଦୀପାବଳିରେ ଚୀନକୁ କଡ଼ା ଜବାବ ଦେଲେ ଭାରତୀୟ, ଏମିତି ଶିଖେଇଲେ ସବକ

ଦୀପାବଳି ପରେ ଚୀନ କୁ ହିନ୍ଦୁସ୍ଥାନ ଜବରଦସ୍ତ ଶିକ୍ଷା ଶିଖେଇଛି । ଭାରତରେ ଦୀପାବଳି ଖୁବ ଧୁମ ଧାମ ରେ ପାଳନ କରାଯାଇଥିଲା । କିନ୍ତୁ ଏହି ଦୀପାବଳିରେ ଭାରତ ଚୀନ କୁ ଜବରଦସ୍ତ ଜବାବ ଦେଇଛି । ହିନ୍ଦୁସ୍ଥାନ ଏମିତି କିଛି କରିଛି ଯାହା ପରେ ଚୀନ ଏବେ କାନ୍ଦୁଛି । ଭାରତରେ କିଛି ଦିନ ପୂର୍ବରୁ ଚିନି ବାସ୍ତୁ ପାଇଁ ବିରୋଧ କରାଯାଇଥିଲା । ଏହାର ଫଳାଫଳ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ଏହି ଦୀପାବଳୀ ରେ ଜିନିଷ କିଣିବା ସମୟରେ ସବୁ ଭାରତୀୟ ଚିନି ବସ୍ତୁ କୁ ସିଧା ସିଧା ଗ୍ରହଣ କରିବାକୁ ମନା କରିଥିଲେ । ମାତ୍ରା ୧୫% ଲୋକ ଚିନି ବସ୍ତୁ ପାଇଁ ପଚରା ଉଚରା କରିଥିଲେ । ଅନଲାଇନ ଏବଂ ଲୋକାଲ ସର୍ଭିସ ଙ୍କ ଅନୁସାରେ ଗତ ବର୍ଷ ୬୦% ଲୋକ ଚିନି ବସ୍ତୁ କୁ ଖୋଜିଥିଲେ । କିନ୍ତୁ ଏହି ବର୍ଷ ମାତ୍ରା ୧୫% ଲୋକ ହିଁ ଚିନି ବସ୍ତୁ ପାଇଁ ପଚରା ଉଚୁରା କରିଥିଲେ ।

ତେବେ ଏହା ହିନ୍ଦୁସ୍ଥାନ ପାଇଁ ଗୋଟେ ବହୁତ ବଡ଼ ସଫଳତା ବୋଲି କୁହାଯାଇଛି । ଏହି ବର୍ଷ ଚିନି ସୈନିକ ଙ୍କ ପାଇଁ ଯୁଦ୍ଧରେ ଭାରତର ବହୁତ ସୈନିକ ସହିଦ ହୋଇଥିଲେ । ଏହା ପରେ ଭାରତୀୟ ମାନେ ଚୀନ ଉପରେ ବିରୋଧ କରିଥିଲେ । ଚୀନ କୁ ଏବେ ବହୁତ ବଡ଼ ଜବାବ ମିଳିଛି ଆଊ ଏହା ଜଣା ପଡିଛି କି ଭାରତ ଏବେ ଆତ୍ମନିର୍ଭର ହେଉଛି ।

ଭାରତର କ୍ଷମତା ଦେଖିବା ପରେ ଏବେ ଚିନି ନିଜ ସରକାର କୁ କୋଷିବାରେ ଲାଗିଛି । ଜ୍ୟକିବର କହିଛନ୍ତି କି ଭାରତ ଏବେ ଏହା ଦେଖାଇଦେଇଚି କି ତା ପାଖରେ କେତେ ଶକ୍ତି ଅଛି । ଆମର ବ୍ୟାପାର କୁ ବନ୍ଦ କରିଦେଇଛି, ଆମ ଆପ କୁ ବନ୍ଦ କରିଦେଲା, ଆମ ଜିନ୍ସ କୁ ମଧ୍ୟ ଏବେ ବନ୍ଦ କରିଦେଲା । ଯଦି ସବୁ କିଛି ଜଲ୍ଦୀ ଠିକ ନହୁଏ ତେବେ ଆମ ଅଧା ଜନତା ଙ୍କୁ ଭୋକରେ ମରିବାକୁ ହେବ ।

ୟୁ ବି ଅମ ଝାଓ କହିଛନ୍ତି କି ଚୀନ କୁ ଏତେ ବଡ ଝଟକା କେବେ ଆଗରୁ ଲାଗିନଥିଲା, ଭାରତ ଏବେ ନିଜକୁ ଆତ୍ମନିର୍ଭର କରିସାରିଛି, ଏଵଂ ଚୀନ କୁ ଏଥର ଦୀପାବଳୀ ରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି, କିଛି ଜଲ୍ଦୀ କରିବାକୁ ହେବ ନହେଲେ ସବୁ କିଛି ଶେଷ ହୋଇଯିବ ।

ୟୋଙ୍ଗି କହିଛନ୍ତି ପ୍ରତି ବର୍ଷ ଭାରତରେ ୯୦% ଲୋକ ଆମ ଜିନିଷ କିଣୁଥିଲେ କିନ୍ତୁ ଏଥର ମାତ୍ର ୧୫% ଲୋକ ଆମ ଜିନିଷ କିଣିଚନ୍ତି, ଚୀନ କୁ ଭାରତକୁ କ୍ଷମା ମାଗିନେବା ଉଚିତ, ଭାରତ ହିଁ ସବୁଠୁ ବେସୀ ମାଲ ନେଉଥିଲା ଆଊ ଯଦି ଏମିତି ରହିବ ତେବେ ଆମ ଉପରେ ବହୁତ ବଡ଼ ଅସୁବିଧା ଆସିବାକୁ ଯାଉଛି । ତେବେ ଏମିତି ଭାରତୀୟ ମାନେ ଚୀନ କୁ ଜବାବ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।