ଏମିତି ନିଜ ଜାଲରେ ଫସାଉଥିଲେ ବଡବଡିଆଙ୍କୁ ! ସେକ୍ସ କରୁଥିଲେ ଆଉ ପରେ ଡିମାଣ୍ଡ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା, ଆଉ ତା’ପରେ…

ଭାଙ୍ଗିଗଲା ଠକ ଅର୍ଚ୍ଚନା ନାଗଙ୍କ ପାପ ସାମ୍ରାଜ୍ୟ । ପାପ ପଇସାରେ କାଟୁଥିଲେ ରାଜକୀୟ ଜୀବନ । ଆଲିଶାନ ଘରେ ଦାମୀ ଗାଡି ସାଙ୍ଗକୁ ରଖିଥିଲେ ଦାମୀ କୁକୁର । ବଡବଡିଆଙ୍କୁ ନିଜ ଜାଲରେ ଫସେଇ ତାଙ୍କ ସହ ରାତି କାଟୁଥିଲେ, ଆଉ ହିଡେନ୍ କ୍ୟାମେରାରେ ଅନ୍ତରଙ୍ଗ ମୂହୁର୍ତ୍ତକୁ କରୁଥିଲେ କଏଦ । ସ୍ଵାମୀଙ୍କ ସହ ମିଶି ବନାଉଥିଲେ ଏସବୁ ପ୍ଳାନ । ସେକ୍ସ ପରେ ସ୍ଵାମୀ ସ୍ତ୍ରୀ ମିଶି ସିଧାସଳଖ କରୁଥିଲେ ବ୍ଲାକମେଲ । ଦାମୀ ଗାଡି ସାଙ୍ଗକୁ ରାଜଉଆଁସ ଭଳି ଘରେ ଭଳିକି ଭଳି ଦାମୀ କୁକୁର ଓ ଗୋଟିଏ ଧଳା ଘୋଡା ମଧ୍ୟ ପୋଷା ହୋଇଥିଲେ ।

ଦେଖିବାକୁ ଖୁବ ସମ୍ଭ୍ରାନ୍ତ ଏବଂ ଭଦ୍ର ହୋଇଥିଲେ ଏହା ତଳେ ଲୁଚେଇ ରଖିଥିଲେ ଶଇତାନ ଚାଲାଖି । ମହିଳାଜଣକ ଅନେକ ବଡ ବଡିଆ ଲୋକଙ୍କୁ ନିଜ ଜାଲରେ ଫସେଇବା ପରେ ସକାଳ ହେଲେ ଆରମ୍ଭ କରୁଥିଲେ ବ୍ଲାକମେଲିଂ । ଆଉ ଏବେ ଏହି ଚାରଶୋବିସ୍ ମହିଳାଙ୍କ ହାତରେ ପଡିଛି ଆଇନର ହାତକଡି । ବଡବଡିଆଙ୍କୁ ପ୍ରେମ ଜାଲରେ ଫସେଇ ଘରକୁ ଉପଭୋଗ ପାଇଁ ଡାକୁଥିଲେ । ହେଲେ ଲୁଚି ରହିଥିବା ସିସିଟିଭି କ୍ୟାମେରାରେ ଶାରୀରିକ ସମ୍ପର୍କ ରଖିବାର ସବୁ ଦୃଶ୍ୟ କଏଦ କରୁଥିଲେ ।

ସେହି ଭିଡିଓ ଯୋଗେ ପରେ ବଡବଡିଆଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ଆଦାୟ କରୁଥିଲେ । ଆଉ ସେହି ବ୍ଲାକମେଲିଂ ଟଙ୍କାରେ ଅର୍ଚ୍ଚନା ଏତେ ବଡ ସାମ୍ରାଜ୍ୟ ଗଢିଥିଲେ । ପାପ ପଇସାରେ ସ୍ଵାମୀଙ୍କ ସହ ମିଶି ଏତେ ବଡ ଅଟ୍ଟାଳିକା ବନେଇଥିଲେ ଅର୍ଚ୍ଚନା । ଆଉ ତା’ ଭିତରେ ଖଞ୍ଜିଥିଲେ ଦାମିକା ଆସବାବପତ୍ର । ଯାହା ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ ।

ମିଠା ମିଠା କଥା କହି ବଡ ବଡ ବ୍ୟକ୍ତିଙ୍କୁ ନିଜ ଫାଶରେ ପକାଉଥିଲେ ଅର୍ଚ୍ଚନା । ସୋସିଆଲ ମିଡିଆରୁ ଗଢି ଉଠିଥିବା ସମ୍ପର୍କର ଅନୈତିକ ଚିତ୍ର ଅର୍ଚ୍ଚନାଙ୍କ ବେଡରୁମରେ କଏଦ ହେଉଥିଲା । ଏହାପରେ ନିଜ ଅସଲ ରୂପ ଦେଖାଉଥିଲେ ଠକ ଅର୍ଚ୍ଚନା । ଅଶ୍ଳୀଳ ଭିଡିଓ ଦେଖାଇ ଉକ୍ତ ବ୍ୟକ୍ତିଙ୍କୁ ବ୍ଳାକମେଲ କରିବା ସହ ଟଙ୍କା ମାଗୁଥିଲେ । ଆଉ ଟଙ୍କା ନଦେଲେ ସୋସିଆଲ ମିଡିଆରେ ଛାଡିବା ସହ ପୋଲିସର ଧମକ ବି ଦେଉଥିଲେ ଅର୍ଚ୍ଚନା ।

ଏସବୁ କାଣ୍ଡ ସ୍ଵାମୀଙ୍କ ସହ ମିଶି କରୁଥିଲେ ଆଉ ତାଙ୍କ ଘରେ ଅନେକ ୱେବସିରିଜ ଓ ଫିଲ୍ମ ମଧ୍ୟ ଶୁଟିଙ୍ଗ ହେଉଥିଲା । ହେଲେ ଶେଷରେ ତାଙ୍କର ସବୁ କଳା କାରନାମା ପଦାରେ ପଡିବ ସହ ଜେଲରେ ଛକି ପେଷୁଛନ୍ତି ଉଭୟ ଠକ ସ୍ଵାମୀ ଓ ସ୍ତ୍ରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।