ଏମିତି କୁକୁର ଭଳି ହାରିବୁ, କେବେ ଭାବି ନ ଥିଲୁ.. ମ୍ଯାଚ ଶେଷରେ କିଛି ଏମିତି କହିଲେ ପାକିସ୍ତାନ ଅଧିନାୟକ Babar Aazam

ଏମିତି କୁକୁର ପରି ହାରିବୁ ବୋଲି କେବେ ବି ଭାବି ନ ଥିଲୁ । ହଁ ଦର୍ଶକ ବନ୍ଧୁ ମ୍ଯାଚ ଶେଷରେ ଏପରି ବୟାନ ଦେଇଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ବାସ୍ତବରେ ଭାରତ ଠାରୁ ମ୍ୟାଚ ହାରିବା ପରେ ପାକିସ୍ତାନ ଖେଳାଳି ଙ୍କ ମୁଣ୍ଡ ଏବେ ତଳକୁ ନଇଁ ଯାଇଛି । ଭାରତୀୟ ଦର୍ଶକ ମାନଙ୍କ ଠାରୁ ଆରମ୍ଭ କରି ପାକିସ୍ତାନ ଫ୍ୟାନ ମଧ୍ୟ ପାକିସ୍ତାନ ଦଳ କୁ ଟ୍ରୋଲ କରିବାରେ ଲାଗିଛନ୍ତି ।

ଗତ କାଲି ଅମହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ଭାରତ ଓ ପାକିସ୍ତାନ ମଧ୍ୟ ବିଶ୍ଵକପ ମ୍ଯାଚ ରେ ଭାରତୀୟ ପାକିସ୍ତାନ ଟିମ କୁ ଅତି ସହଜରେ ହରାଇ ଦେଇଛି । ଏମିତି କରିବା ସହ ଭାରତ ଲଗାଟାର ପାକିସ୍ତାନ କୁ 8 ଥର ବିଶ୍ଵକପ ରେ ହରାଇଛି । ବିଶ୍ଵକପ ରେ ଏହି ମ୍ଯାଚ ରେ ତାସ ଜିତି ପ୍ରଥମେ ରୋହିତ ଶର୍ମା ବୋଲିଙ୍ଗ ର ନିସ୍ପତି ନେଇଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଯାଇ ମାତ୍ର 191 ରନ ରେ ଅଲ ଆଉଟ ହୋଇ ଯାଇଥିଲା । ଭାରତ ପାଇଁ ଜସପ୍ରିତ ବୁମରା, ମହମଦ ସିରାଜ, କୁଳଦୀପ ୟାଦବ, ହାର୍ଦ୍ଦିକ ପାଣ୍ଡିୟା ଓ ରବୀନ୍ଦ୍ର ଜାଦେଜା ସାନଦାର ବ୍ୟାଟିଙ୍ଗ କରି 2 ଟି ଲେଖାଏଁ ୱିକେଟ ନିଜ ନାମରେ କରିଥିଲେ । ଅନ୍ୟ ପଟେ ପାକିସ୍ତାନ ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜମ 50 ରନ, ମହମଦ ଋଜୁଆନ 50  ରନ ଖେଳି ଆଉଟ ହୋଇଥିଲେ ।

ଏହି ହାଇ ରେଶର ମ୍ଯାଚ ରେ ପାକିସ୍ତାନ ଖେଳାଳୀ ବ୍ୟାଟିଙ୍ଗ କରିପାରି ନ ଥିଲେ । ଯାହା ଫଳରେ ମାତ୍ର 191 ରନ ରେ ଅଲ ଆଉଟ ହୋଇ ଯାଇଥିଲା । ଭାରତ ବିଶ୍ଵକପ ରେ ମ୍ଯାଚ ଜିତିବା ପାଇଁ ମାତ୍ର 192 ରନ ର ଟାର୍ଗେଟ ରହିଥିଲା । ହେଲେ ପାଳି ର ଆରମ୍ଭ କରିବାକୁ ଆସିଥିବା ରୋହିତ ଶର୍ମା ଧୂଆଁଦାର ବ୍ୟାଟିଙ୍ଗ କରି ଭଉତ ଜଲ୍ଦି ଭାରତକୁ ବିଜୟର ନିକଟତର କରାଇ ଥିଲେ ।

ରୋହିତ ଶର୍ମା କେବଳ 63 ଟି ବଳରେ 6 ଟି ଚଉକା ଓ ଛକା ସହ 86 ରନ ସଂଗ୍ରହ କରିଥିଲେ । ଏହା ପରେ ସେ ଆଉଟ ହୋଇ ପାଭିଲନ କୁ ଫେରିଥିଲେ । ତାଙ୍କ ସହ ଶ୍ରେୟସଯାର ମଧ୍ୟ 53 ରନ ରେ ଏକ ଅର୍ଦ୍ଧ ଶତକ ପାଳି ଖେଳିଥିଲେ । ଏବଂ ନଟ ଆଉଟ ରହି ହରତା କୁ ମ୍ଯାଚ ରେ ବିଜୟୀ କରାଇ ଥିଲେ । ଶେଷରେ ପାକିସ୍ତାନ ଦଳ ଏହି ମ୍ଯାଚ ରେ ଲଜ୍ୟାଜନକ ଭାବେ ପରାସ୍ତ ହୋଇଥିଲା । ଯାହା ପରେ ପାକିସ୍ତାନ ଟିମ କୁ ସବୁ ଦର୍ଶକ ମାନେ ଟ୍ରୋଲ କରିବାରେ ଲାଗିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।