ଆଇଏଏସ ଇଣ୍ଟରଭିୟୁର ପ୍ରଶ୍ନ- ତାହା କଣ ଯାହାକୁ ଚୋର ଦେଖିତ ପାରିବ କିନ୍ତୁ ଚୋରୀ କରି ପାରିବ ନାହିଁ?

ଆଜି ଆମେ ଆପଣଙ୍କ ସାମ୍ନାକୁ IASର ଇଣ୍ଟରଭିୟୁରେ ପ୍ରଶ୍ନ କରାଯାଇଥିବା କିଛି ପ୍ରଶ୍ନକୁ ନେଇ ଆସିଛୁ । ଏହି ପ୍ରଶ୍ନ ଗୁଡିକ ସହଜ ତ ଲାଗିଥାଏ କିନ୍ତୁ ଏହାର ଜବାବ ଦେବା ଏତେ ବି ସହଜ ହୋଇ ନ ଥାଏ । ଅନ୍ୟ ପଟେ ଏମିତି ବି କିଛି ପ୍ରଶ୍ନ ଅଛି ଯାହାର ପ୍ରଶ୍ନ ଶୁଣି ଲାଗିଥାଏ କି ଏହା ବହୁତ କଷ୍ଟ ପ୍ରଶ୍ନ ଅଟେ କିନ୍ତୁ ଏହାର ଜବାବ ବହୁତ ସହଜ ହୋଇଥାଏ ।

କିଛି ଏମିତି ହିଁ ପ୍ରଶ୍ନ ଏକ ଇଣ୍ଟରଭିୟୁରେ କରାଯାଇଛି ଯେମିତି କି ‘ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖି ପାରିବ କିନ୍ତୁ ଚୋରୀ କରି ପାରିବ ନାହିଁ ।‘ କଣ ଆପଣଙ୍କୁ ଏହାର ଜବାବ ଜଣା ଅଛି । ତେବେ ଏହିଭଳି କିଛି ପ୍ରଶ୍ନ ଓ ତାହାର ଉତ୍ତର ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ପ୍ରଶ୍ନ : ଈଡନ ଗାର୍ଡନ ଷ୍ଟାଡିୟମ ଭାରତରେ କେଉଁ ସ୍ଥାନରେ ଅଛି ?

ଉତ୍ତର : ଈଡନ ଗାର୍ଡନ ଷ୍ଟାଡିୟମ ଭାରତର କଲିକତାରେ ଅବସ୍ଥିତ ।

ପ୍ରଶ୍ନ : ଓଲମ୍ପିକ ମ୍ୟୁଜିୟମ କେଉଁଠି ଅବସ୍ଥିତ ?

ଉତ୍ତର : ଓଲମ୍ପିକ ମ୍ୟୁଜିୟମ ଲୋସାନେ (ସ୍ଵୀଜରଲ୍ୟାଣ୍ଡ)ରେ ଅବସ୍ଥିତ ।

ପ୍ରଶ୍ନ : କେଉଁ ଖେଳର ପ୍ରାରମ୍ଭ କରିବାର ଉପାୟକୁ ଗ୍ୟାମ୍ବିଟ କୁହାଯାଏ ?

ଉତ୍ତର : ଚେସ ଖେଳର ପ୍ରାରମ୍ଭ କରିବାର ଉପାୟକୁ ଗ୍ୟାମ୍ବିଟ କୁହାଯାଏ ।

ପ୍ରଶ୍ନ : ଭାରତରେ ଇସ୍ପାତର ଉତ୍ପାଦନ ସର୍ବପ୍ରଥମ କେଉଁ ବର୍ଷ ଆରମ୍ଭ ହୋଇଥିଲା ?

ଉତ୍ତର : ଭାରତରେ ଇସ୍ପାତର ଉତ୍ପାଦନ ସର୍ବପ୍ରଥମ ୧୯୧୩ରେ ଆରମ୍ଭ ହୋଇଥିଲା ।

ପ୍ରଶ୍ନ : କେଉଁ ଗର୍ଭନର ଜେନେରାଲର କାର୍ଯ୍ୟକାଳ ଶିକ୍ଷା ସୁଧାର ପାଇଁ କୁହାଯାଏ ?

ଉତ୍ତର : ‘ୱିଲିୟମ ବୈଂଟିଂକ’ ଗର୍ଭନର ଜେନେରାଲଙ୍କ କାର୍ଯ୍ୟକାଳକୁ ଶିକ୍ଷା ସୁଧାର ପାଇଁ କୁହାଯାଏ ।

ପ୍ରଶ୍ନ : ବିଶ୍ଵର ସବୁଠୁ ଉଚ୍ଚ ଜ୍ୱାଳାମୁଖୀ ପର୍ବତ କୋଟୋପ୍ୟାକ୍ସୀ କେଉଁଠି ଅବସ୍ଥିତ ?

ଉତ୍ତର : ବିଶ୍ଵର ସବୁଠୁ ଉଚ୍ଚ ଜ୍ୱାଳାମୁଖୀ ପର୍ବତ କୋଟୋପ୍ୟାକ୍ସୀ “ଫିଲୀପୀଂସ”ରେ ଅବସ୍ଥିତ ।

ପ୍ରଶ୍ନ : କୋଚିନର ଜୁଡ଼ୱାଁ ନଗର କିଏ ଅଟେ ?

ଉତ୍ତର : କୋଚିନର ଜୁଡ଼ୱାଁ ନଗର “ଏର୍ନାକୁଲମ” ଅଟେ ।

ପ୍ରଶ୍ନ : ଭାରତରେ ସବୁଠୁ ବଡ ଇଣ୍ଡୋର ଷ୍ଟାଡିୟମ କେଉଁଠି ଅଛି ?

ଉତ୍ତର : ଭାରତରେ ସବୁଠୁ ବଡ ଇଣ୍ଡୋର ଷ୍ଟାଡିୟମ ‘ଇନ୍ଧିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ’ ଅଟେ । ଯାହାକି ଦିଲ୍ଲୀରେ ଅବସ୍ଥିତ ।

ପ୍ରଶ୍ନ : ନାଥୂଲା ଦର୍ରା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର : ନାଥୂଲା ଦର୍ରା “ସିକ୍କିମ”ରେ ଅବସ୍ଥିତ ।

ପ୍ରଶ୍ନ : ବିଶ୍ଵର ଏକମାତ୍ର ହିନ୍ଦୁ ରାଷ୍ଟ୍ର କେଉଁ ଦେଶ ଅଟେ ?

ଉତ୍ତର : ବିଶ୍ଵର ଏକମାତ୍ର ହିନ୍ଦୁ ରାଷ୍ଟ୍ର ‘ନେପାଳ’ ଅଟେ ।

ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖି ପାରେ କିନ୍ତୁ ଚୋରୀ କରି ପାରିବ ନାହିଁ ?

ଉତ୍ତର : ‘ଜ୍ଞାନ’ ଏକ ଏମିତି ଜିନିଷ ଅଟେ ଯାହାକୁ ଚୋର ଦେଖି ପାରେ କିନ୍ତୁ ଚୋରୀ କରି ପାରିବ ନାହିଁ । ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।