ଏମିତି କାରିଗର ତ ଖୋଜିଲେ ବି ମିଳିବେ ନାହିଁ, ଏମାନଙ୍କ କାରିଗରୀ ଦେଖିଲେ ହସି ହସି ବେଦମ ହେଇଯିବେ…

ଦୁନିଆରେ ବହୁତ ଅଜବ ଗଜବ କାରିଗର ଓ ମିସ୍ତ୍ରୀ ଅଛନ୍ତି । ଯେଉଁମାନଙ୍କ କାମ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣମାନଙ୍କୁ ସେହିଭଳି କିଛି ମିସ୍ତ୍ରୀମାନଙ୍କର ମହାନ କାମ ବିଷୟରେ କହିବୁ । ଯାହାକୁ ଦେଖି ଆପଣ ହସିବେ । ଏହା ସହ ଚିନ୍ତା କରି ବି ଏହିଭଳି ସଠିକ ଭୁଲ ଏମାନେ କେମିତି କରିଲେ । ଏମାନଙ୍କ କାମ ଆଗରେ ବଡ ବଡ ଇଞ୍ଜିନିୟରିଂ ବି ଫେଲ ।

ଏଠି ମିସ୍ତ୍ରୀମାନଙ୍କୁ ପିଲର ମଝିରେ ସିମେଣ୍ଟ ଢାଳିବାର ଥିଲା । ଏଥିପାଇଁ ଏମାନେ ଏହିଭଳି ଉପାୟ ଲଗାଇଲେ କି ଆପଣ ବି ଦେଖିଲେ ହସିବେ । ଏହି ମହାନ କାରିଗର ମାନଙ୍କୁ ଆମର ସଲାମ ।

ଲକଡାଉନରେ ବହୁତ ଲୋକମାନେ ଅନ୍ଲାଇନରେ ସିବିଲ ଇଞ୍ଜିନିୟରିଂ କରୁଥିଲେ ଓ ଇଞ୍ଜିନିୟର ବି ହୋଇଗଲେ । ଇଞ୍ଜିନିୟର ହେବା ପରେ ସେମାନେ କିଛି ଏମିତି କାମ କରିଲେ । ଏମାନେ କାନ୍ଥ ତିଆରି କରୁଛନ୍ତି ନା କଣ କରୁଛନ୍ତି । ଏହିଭଳି କାମ ବିନା ଡିଗ୍ରୀ ପାସ ହୋଇଥିବା ଇଞ୍ଜିନିୟରମାନେ ହିଁ କରି ପାରିବେ ।

ଉପରକୁ ଚଢିବା ପରେ ଘରେ ସିଢି ତିଆରି କରାଯାଏ । କିନ୍ତୁ ଏହି ଘରକୁ ତିଆରି କରିଥିବା ମିସ୍ତ୍ରୀ ଘରର ସିଢିକୁ ଏମିତି ଜାଗାରେ ତିଆରି କରି ଦେଇଛି କି ବର୍ତ୍ତମାନ ଘରର ମାଲିକ ମିସ୍ତ୍ରୀକୁ ଖୋଜୁଛି । କାରଣ ସେ ତାକୁ ଏହି ମହାନ କାମ ପାଇଁ ପୁରଷ୍କାର ଦେବାକୁ ଚାହୁଁଛି ।

ଏଠି ଘରର ମାଲିକ ମିସ୍ତ୍ରୀକୁ ଘରର ଡିଜାଇନ ଦେଖାଇଲା ଓ ତାକୁ କହିଲା କି ମୋତେ ପୁରା ଏହିଭଳି ଘର ଦରକାର । ମିସ୍ତ୍ରୀ ବି ପୁରା ସେହିଭଳି ଘର ତିଆରି କରି ଦେଲା । ଘରର ନକ୍ସା ଭଳି ସେ ବି ସିଢି ଏହିଭଳି ତିଆରି କରି ଦେଲା ।

ବର୍ଷା ଦିନରେ ରାସ୍ତାରେ ପାଣି ଜମିଯାଏ ଓ ସେହି ପାଣିକୁ ବାହାର କରିବା ପାଇଁ ରାସ୍ତାରେ ଜାଲି ଲଗାଯାଏ । କିନ୍ତୁ ଏଠି ମିସ୍ତ୍ରୀର କାମ ଦେଖନ୍ତୁ । ଏହି ନଳାକୁ ଦେଖନ୍ତୁ ଏହା ପାଣିକୁ ବାହାର କରିବା ପାଇଁ ତିଆରି କରାଯାଇଛି ନା ଶୋ ପାଇଁ ।