ଦେଖନ୍ତୁ ଭିଡିଓରେ ଏମିତି ଅଭିଯୋଗ ଆଣିଲେ ଯୁବତୀ, ସରକାରୀ ହସ୍ପିଟଲରେ କୋଭିଡ ରିପୋର୍ଟ ପଜିଟିଭ ବେଳେ ପ୍ରାଇଭେଟରେ ନେଗେଟିଭ କିପରି ?

ବର୍ତ୍ତମାନ କୋରୋନାର ଦିତୀୟ ଲହରରେ ପୁରା ବିଶ୍ବରେ ଭୟର ଆ-ତ-ଙ୍କ ଖେଳି ଯାଇଛି । ଅନେକ ଲୋକ ମାନେ କୋରୋନାରେ ଆକ୍ରାନ୍ତ ହୋଇ ନିଜର ଜୀବନ ହ-ରା-ଉ-ଛ-ନ୍ତି ।

ପ୍ରତି ଦିନ ଆମ ରାଜ୍ୟରେ ହଜାର ହଜାର ଲୋକ ମାନେ କୋରୋନାରେ ସଂକ୍ରମଣ ହେଉଛନ୍ତି । ଏଥି ପାଇଁ ଭ୍ଯାକ୍ସିନ ଆସିଥିଲେ ମଧ୍ୟ ଏହାର ପ୍ରଭାବ କାହା ଉପରେ ପଡୁଛି ତ ଆଉ କାହା ଉପରେ ପଡୁ ନାହି । କରୋନା ଭ୍ୟାକ୍ସିନ ନେବା ପରେ ମଧ୍ୟ ଲୋକ ମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଆଜି ଆମେ ଯେଉଁ ଘଟଣାଟି ଆପଣ ମାନଙ୍କ ସହ ଶେୟାର କରିବାକୁ ଯାଉଛୁ ତାହା କିଛି ଅଲଗା ଧରଣର ଯାହା ବୋଧ ହୁଏ ଆଗରୁ କେବେ ହୋଇ ନ ଥିଲା ।

ଜଣେ ଆଡଭୋକେଟ ମହିଳା ନିଜର କୌଣସି ଲକ୍ଷଣ ନ ଥାଇ ମଧ୍ୟ କୋରୋନା ଟେଷ୍ଟ କରାଇଛନ୍ତି । କାରଣ ତାଙ୍କର କୌଣସି କାରଣ ପାଇଁ ଅପରେସନ ହେବାର ଅଛି । ସେଥି ପାଇଁ ସେ ସରକାରୀ ହସପିଟାଲରେ ନିଜର କୋଭିଡ ଟେଷ୍ଟ କରାଇଛନ୍ତି । ଏହି ଟେଷ୍ଟରେ ତାଙ୍କର କୋରୋନା ପଜେଟିଭ ଆସିଛି ।

କିନ୍ତୁ ତାଙ୍କ ମନାରେ ସନ୍ଦେହ ହେଲା ଯେ କଣ ତାଙ୍କର ଏହି ରିର୍ପୋର୍ଟ ସତ ଯେ ସେ କୋରୋନା ପଜେଟିଭ କି ନୁହେ । ଏଥିପାଇଁ ସେ ବିଏମସୀ ରେ ଫୋନ କରି ଏହାର ସଠିକ ସୂଚନା ଜାଣିବାକୁ ଚେଷ୍ଟା କରିଥିଲେ ।

ଯେତେବେଳେ ସେ ମେଡିକାଲ ଯାଇ ତାଙ୍କର ଚିକିତ୍ସା ପାଇଁ ଔଷଧ ଦେବା ପାଇଁ କହିଥିଲେ ସେତେବେଳେ ହସପିଟାଲର ଶିକୁରୀଟି ତାଙ୍କ ସହ ଖରାପ ବ୍ୟବହାର କରିଥିଲେ । ଏହା କିଛି ସମୟ ପରେ ସେ ନିଜ ଘରକୁ ଫେରି ଆସିବା ପରେ ପୁଣି ଥରେ ବିଏମସୀରୁ ତାଙ୍କ ପାଖକୁ ଫୋନ ଆସିଥିଲା ଯେ ହସ୍ପିଟାଲ ତରଫରୁ ତାଙ୍କ ଘରକୁ ଯାଇ ମେଡ଼ିସିନ ଦେଇ ଆସିବେ । ସେହି ମହିଳା ଜଣକ ନିଜର ସନ୍ଦେହ ଦୂର କରିବା ପାଇଁ ପ୍ରାଇଭେଟରେ ନିଜର କୋଭିଡ ଟେଷ୍ଟ ପୁଣି ଥରେ କରିଥିଲେ ।

ପରିଣାମ ସ୍ୱରୂପ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ବିଏମସୀକୁ ଫୋନ କରି ଏହାର ସୂଚନା ଦେଇଥିଲେ ମଧ୍ୟ ସେମାନେ ଏହାକୁ ଅସ୍ଵୀକାର କରିଥିଲେ । କିନ୍ତୁ ଯେତେବେଳେ ବିଏମସୀ ଜାଣିଥିଲା ଯେ ସେ ମହିଳା ଜଣକ ଆଡଭୋକେଟ ବୋଲି ସେ ତାଙ୍କର ଫୋନ କଲ କାଟି ଦେଇ ମେସେଜ କରିଥିଲେ ଯେ ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏହିଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯାହା ଆଗରୁ କେବେ ଘଟି ନ ଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ