କରୋନାରେ ନିଜ ଫୁସଫୁସକୁ ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ- Health Tips

ଆମ ଦେଶରେ କ-ରୋ-ନାର ଦିତୀୟ ଲହର ଅଟେ ମାତ୍ରାରେ ପ୍ରକୋପ କରିବାରେ ଲାଗିଛି ଯେ ତାହାର ନିବାରଣ କଣ ହେବ ଓ କେବେ ଏହା ଶେଷ ହେବ ତାହାର କଳନା କରିହେଉ ନାହି।

କ-ରୋ-ନା ଭା-ଇ-ର-ସ ପୁରା ବିଶ୍ବରେ ସାଂଘାତିକ ଭାବରେ ବ୍ୟାପିବାରେ ଲାଗିଛି । ଏହା ବ୍ଯତୀତ ଆମ ଦେଶରେ ଅକ୍ସିଜେନର ମଧ୍ୟ ଘୋର ଅଭାବ ପରିଲକ୍ଷିତ ହେଉଛି । ବର୍ତ୍ତମାନ ଆଉ ଗୋଟେ ନୂଆ ସମସ୍ୟା କ-ରୋ-ନାକୁ ନେଇ ଦେଖା ଯାଉଛି । ବର୍ତ୍ତମାନ ସମୟରେ କ-ରୋ-ନା ଭା-ଇ-ର-ସ ଆମ ଶରୀରର ଫୁସଫୁସକୁ ସଂ-କ୍ର-ମ-ଣ କରିବାରେ ଲାଗିଛି । ଯେଉଁ ମାନେ କ-ରୋ-ନାରେ ଆ-କ୍ରା-ନ୍ତ ହେଉଛନ୍ତି ପ୍ରାୟ ୨୫ ପ୍ରତିଶତ ବ୍ୟକ୍ତିଙ୍କ ଠାରେ କ-ରୋ-ନା ଭା-ଇ-ର-ସ ସିଧାସଳଖ ଫୁସଫୁସକୁ ଆ-କ୍ରା-ନ୍ତ ହେବାର ଅନେକ ମାମଲା ନଜରକୁ ଆଉଛି ।

କିନ୍ତୁ ଏହି ଜଟିଳ ପରିସ୍ଥିତିରେ ଆପଣ ମାନେ ନିଜ ଘରେ ଏପରି କିଛି ଘରୋଇ ଚିକିତ୍ସା କରି ନିଜ ଫୁସଫୁସକୁ ସୁରକ୍ଷିତ ରଖି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଉପଚାର ମାଧ୍ୟମରେ ଆମେ ଆମର ଫୁସଫୁସକୁ ଠିକ ରଖି ପାରିବା ।

ଘରୋଇ ଉପଚାର କଣ ଅଟେ ?

୧- ପ୍ରତି ଦିନ ୩ରୁ୪ ଥର ଗରମ ପାଣିରେ ବାମ୍ଫ ନିଅନ୍ତୁ । ଯଦି ସମ୍ଭବ ତେବେ ଏହି ପାଣିରେ କର୍ପୁର ମିଶ୍ରଣ କରି ପାରିବେ ।

୨- ନଖ ଉଷୁମ ଗରମ ପାଣିରେ ଲେମ୍ବୁ ମିଶାଇ ପ୍ରତି ଦିନ ସେବନ କରନ୍ତୁ । ଏପରି କରିବା ଫଳରେ ଆପଣଙ୍କ ଫୁସଫୁସ ସୁସ୍ଥ ରହିବ ।

୩- ଯେତେ ସମ୍ଭବ ଫଳ ଜାତୀୟ ଖାଦ୍ଯ ଯେମିତିକି ସେଓ, କଦଳୀ, ଅଙ୍ଗୁର ଆଦି ସେବନ କରନ୍ତୁ । ଏହା ସହ ନଡିଆ ପାଣିର ମଧ୍ୟ ସେବନ କରିବା ସହ ଥଣ୍ଡା ପାନୀୟ ପିଇବା ଅନୁଚିତ ଅଟେ ।

କେଉଁ ଉପାୟ କରିଲେ ଫୁସଫୁସ ମଜବୁତ ରହିବ ?

୧- ପ୍ରତି ଦିନ ସକାଳୁ ବ୍ୟାୟାମ ବା ଯୋଗ କରନ୍ତୁ । ଯଦି ସମ୍ଭବ ତେବେ କିଛି ସମୟ ଚାଲିବାକୁ ଚେଷ୍ଟା କରନ୍ତୁ ।

୨- ଦିନକୁ କମ ସେ କମ ୪ରୁ ୫ ଥର ସିଡି ଚ୍ଦାନ୍ତୁ ଓ ଓଲ୍ହାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଫୁସ୍ଫୁସ ମଜବୁତ ରହିବ ।

୩- ପ୍ରତି ଦିନ ସକାଳେ ଯୋଗ କରିବା ସମୟରେ ଦୀର୍ଘ ନିଶାସ୍ଵ ନିଅନ୍ତୁ ଓ ପୁଣି ଥରେ ଛାଡନ୍ତୁ । ଏପରି କରିବା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ କଣ କରିବେ ?

୧- ନିଜକୁ କୌଣସି ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ ।

୨- ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ନିଜ ଫୁସଫୁସର ସିଟି ସ୍କ୍ଯାନ କରନ୍ତୁ ।

୩- ପ୍ରତି ଅଧ ଘଣ୍ଟାରେ ଥରେ ନିଜ ଅକ୍ସି ମିଟରରେ ନିଜର ଅକ୍ସିଜେନ ଲେବଲକୁ ମାପ କରନ୍ତୁ ।

୪- ପରିବାର ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ଯେପରି କୌଣସି ବ୍ୟକ୍ତି ଆପଣଙ୍କ ପାଖରେ ନ ଥିବେ ।

୫- କେବେ ବି ଖାଲି ପେଟରେ ରୁହନ୍ତୁ ନାହି । ଯେତେ ସମ୍ଭବ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।