ମୁହଁରେ ଦେଖାଦେଲେ ଏହି ୪ଟି ଲକ୍ଷଣ ହୋଇପାରେ କରୋନା, ତୁରନ୍ତ କରାନ୍ତୁ ନିଜର ଟେଷ୍ଟ

କୋ-ରୋ-ନା ଭା-ଇ-ର-ସର ପ୍ରକୋପ ପୁଣି ଥରେ ପୁରା ଦେଶରେ ଛାଇ ଯାଇଛି । ଦିନକୁ ଦିନ ଏହି ଭା-ଇ-ର-ସ ବଢିବାରେ ଲାଗିଛି ।

ଆଗ ଅପେକ୍ଷା ବର୍ତ୍ତମାନ ଅନେକ ଲୋକ ମାନେ କୋ-ରୋ-ନାରେ ମୃ-ତ୍ୟୁ-ବ-ର-ଣ କରୁଛନ୍ତି । କୋ-ରୋ-ନା ହୋଇଥିଲେ ଅନେକ ପ୍ରକାରର ଲକ୍ଷଣ ଦେଖା ଯାଉଛି । ଅନେକ ଲୋକଙ୍କ ଥରେ ଟେଷ୍ଟ ନ ହେବା ବା ସ୍ମେଲ ନ ହେବା ଆଦି ସମସ୍ଯା ପରିଲକ୍ଷିତ ହେଉଛି । ଅଧିକାଂଶ ଲୋକ ମାନେ ଠିକ ହେବା ପରେ ମଧ୍ୟ ସେମାନଙ୍କ ଠାରେ ଲକ୍ଷଣ ଦେଖା ଯାଉଛି । ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଦ୍ଵାରା ଏକ ରିସର୍ଚ ମାଧ୍ୟରେ କୋ-ରୋ-ନାର ନୂଆ ଲକ୍ଷଣ ବିଷୟରେ ସୂଚନା ମିଳିଛି ।

ନେଚର ମେଡ଼ିସିନ ଦ୍ଵାରା ପବ୍ଲିଶ ହୋଇଥିବା ଏହି ସୂଚନା ଅନୁଯାୟୀ କ-ରୋ-ନାରେ ଆ-କ୍ରା-ନ୍ତ ହୋଇଥିବା  ଅଧିକାଂଶ ଲୋକ ମାନେ ଏହି ଲକ୍ଷଣର ଶି-କା-ର ହେଉଛନ୍ତି । ଅନେକ ଲୋକ ମାନେ ଏହି ଲକ୍ଷଣକୁ ନଜର ଅନ୍ଦାଜ କରୁଥିଲେ ମଧ୍ୟ ଏହା ବହୁତ ସାଂ-ଘା-ତି-କ ହୋଇପାରେ ବୋଲି ସୂଚନା ମିଳିଛି ।

ନିଶ୍ଵାସରେ ଗନ୍ଧ ହେବା : ନିଶ୍ଵାସରେ ସ୍ମେଲ ଆସିବା ଏକ ସାମାନ୍ୟ ସମସ୍ଯା ହୋଇଥାଏ । ଏପରି ହେବା ଦ୍ଵାରା ମୁହଁ ମଧ୍ୟ ଶୁଖିଯାଏ । ଅନେକ ବ୍ୟକ୍ତି ଏ କଥାକୁ ନଜର ଅନ୍ଦାଜ କରିଥାନ୍ତି । ଯଦି ଆପଣଙ୍କର ମୁହଁର ସ୍ଵାଦ ଜଣା ପଡେ ନାହି ତେବେ ଏହା କୋ-ରୋ-ନାର ଲକ୍ଷଣ ହୋଇପାରେ ।

ଜୀଭ ଫୁଲିବା ବା ପୋଡିବା : ରିସର୍ଚ ଅନୁଯାୟୀ କୋ-ରୋ-ନା ରୋ-ଗୀଙ୍କ ପାଖରେ ଜିଭ ଫୁଲିବା ଓ ପୋଡିବାର ଲକ୍ଷଣ ଦେଖା ଯାଉଛି । ଏହା ଛଡା ଶରୀରରେ ହାଲକା ରେସେଜ ମଧ୍ୟ ଦେଖା ଯାଉଛି । ଆପଣ ମାନଙ୍କ ଠାରେ ଏହି ସବୁ ଲକ୍ଷଣ ହେଉଥିଲେ ନଜର ଅନ୍ଦାଜ କରନ୍ତୁ ନାହି ।

ଜିଭର ରଙ୍ଗ ପରିବର୍ତ୍ତନ ହେବା : ଜୀଭରେ ଧଳା ଦାଗ ହେବା ବା ଅଧିକ ନାଲି ଦେଖାଯିବା କୋ-ରୋ-ନାର ଲକ୍ଷଣ ହୋଇପାରେ । ଏହା ବ୍ଯତୀତ କଥା କହିବା ସମୟରେ କିଛି ପରିବର୍ତ୍ତନ ହୋଇପାରେ ।

ଓଠ ଶୁଖିଯିବା : ବାରମ୍ବାର ଓଠ ଶୁଖୀ ଯିବା କୋ-ରୋ-ନା ଭା-ଇ-ର-ସର ଲକ୍ଷଣ ହୋଇପାରେ । ଏପରି ହେବା ଦ୍ଵାରା ମୁହଁରେ କିଛି ଅଜବ ପରିବର୍ତ୍ତନ ହୋଇପାରେ । ଏହା ଛଡା ମୁହଁର ସୁନ୍ଦରତା ମଧ୍ୟ କମ ହୋଇଥାଏ । ଯଦି ଏହିଭଳି ଲକ୍ଷଣ ଦେଖାଯାଉ ଥାଏ ତେବେ ଏହାକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଯଦି ଆପଣ ମାନଙ୍କ ଠାରେ ଉପରେ ଲିଖିତ କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ କୋ-ରୋ-ନା ଟେଷ୍ଟ କରାନ୍ତୁ । ବର୍ତ୍ତମାନ ଯେଉଁ ସାଂ-ଘା-ତି-କ ପରିସ୍ଥିତି ସୃଷ୍ଟି ହୋଇଛି ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।