ଏମିତି କାମ କରିବାକୁ କେମିତି ଗଲା ସାରଙ୍କ ହାତ, ସ୍କୁଲ ବାରଣ୍ଡାରେ ବେହୋସ ହୋଇ ପଡିଛନ୍ତି ଛାତ୍ରୀ, ପୁରା ଘଟଣା ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ !

ସାର ଛାତ୍ରୀଙ୍କୁ ଏମିତି ମା-ଡ ମା-ରି-ଲେ ଯେ ଛାତ୍ରୀଜଣକ ବେହୋସ ହୋଇଗଲେ । ଆଉ ଏହା ପରର ଦୃଶ୍ୟ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ରାଜ୍ୟର ଯେକୌଣସି ସ୍କୁଲରେ ଗଲେ ଏହାର କାନ୍ଥରେ ବଡ ବଡ ଅକ୍ଷରରେ ଲେଖାଯାଇଛି ଦଣ୍ଡମୁକ୍ତ ଅଞ୍ଚଳ । ଏହାର ଅର୍ଥ ଶିକ୍ଷକ ଶିକ୍ଷୟତ୍ରୀମାନେ ସ୍କୁଲରେ ପିଲାଙ୍କ ଉପରେ ହାତ ଉଠେଇ ପାରିବେନି କି କୌଣସି ଦଣ୍ଡ ଦେଇ ପାରିବେ ନାହିଁ ।

ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମର ସୋରୋଡାରେ ଥିବା ଆରସିଏମ ୟୁପି ସ୍କୁଲରେ । ସ୍କୁଲର କିଛି ଆଦିବାସୀ ଛାତ୍ରୀ ପରୀକ୍ଷାରେ କମ୍ ମାର୍କ ରଖିବା ପରେ ଏହାକୁ ନେଇ ସହକାରୀ ଶିକ୍ଷକ ପଲଭର୍ଟ ବଳିୟାରସିଂଙ୍କ ରାଗ ମୁଣ୍ଡକୁ ଚଢି ଯାଇଥିଲା । ସାରଙ୍କ ମନ ଶାନ୍ତ ନେହେବା ଯାଏଁ ଛାତ୍ରୀମାନଙ୍କୁ ମା-ଡ ମା-ରି-ଲେ ସାର । ଯାହା ଫଳରେ ସାରଙ୍କ ମା-ଡ-ରେ ସମସ୍ତ ଛାତ୍ରୀ ବେହୋସ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ଘଟଣାଟି କିଛି ପୂର୍ବର ହୋଇଥିବା ବେଳେ ଏହି ଭିଡିଓ ଭା-ଇ-ରା-ଲ ହେବା ପରେ ସାମ୍ନାକୁ ଆସିଛି ସତ । ଏହାକୁ ନେଇ ଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିବା ପରେ ଉକ୍ତ ଶିକ୍ଷକଙ୍କୁ ସ୍କୁଲରୁ ନିଲମ୍ବିତ କରା ଯାଇଥିବା ସୂଚନା ରହିଛି । ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ସତ ହେଲେ କୋମଳମତି ପିଲାଙ୍କୁ ଏଭଳି ମା-ଡ ମା-ରି-ବା କେତେ ଦୂର ଠିକ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ଯଦି ଏହି ସମୟରେ କୌଣସି ଛାତ୍ରୀଙ୍କ ସହ କିଛି ଅଘଟଣ ଘଟି ଯାଇଥାନ୍ତା ତେବେ ସ୍କୁଲ କତ୍ତୃପକ୍ଷ କିମ୍ବା ଶିକ୍ଷକ ଏହାର ଉତ୍ତର ଦେଇଥାନ୍ତେ କି ! ତେଣୁ ଏଭଳି ଏକ ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଉଛି । ସ୍କୁଲ ଶିକ୍ଷକ ଛାତ୍ରୀମାନଙ୍କୁ କମ୍ ମାର୍କ ଯୋଗୁଁ ଏଭଳି ମା-ଡ ମା-ରି-ବା ଶୋଭା ଦେଉନାହିଁ । ପିଲାଙ୍କୁ ମା-ଡ ନ ମା-ରି-ବା ପାଇଁ କିମ୍ବା କୌଣସି ପ୍ରକାର ଦଣ୍ଡ ନଦେବା ପାଇଁ ସ୍କୁଲ କାନ୍ଥରେ ସ୍ପଷ୍ଟ ଭାବେ ଲେଖାଯାଇଛି । ତଥାପି ଅନେକ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହାକୁ ଉଲ୍ଲଂଘନ କରି ଆସୁଛନ୍ତି ।

ସ୍କୁଲ ବାରଣ୍ଡାରେ ଛାତ୍ରୀମାନେ କିଭଳି ବେହୋସ ଅବସ୍ଥାରେ ପଡିଛନ୍ତି ଦେଖିଲେ ଆପଣ ମଧ୍ୟ ର-କ୍ତ ଚାଉଳ ଚୋବେଇବେ । ତେବେ କେବଳ ନିଲମ୍ବନ କରାଯିବା ଠିକ ନା ଏଭଳି ଶିକ୍ଷକଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ଏହାକୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।