ଏମାନେ ଅଟନ୍ତି ଭାରତ ଇତିହାସରେ ଜନ୍ମ ନେଇଥିବା ୫ ଜଣ ସବୁଠୁ ବୁଦ୍ଧିମାନ ଲୋକ, ଜାଣନ୍ତୁ କିଏ ଅଟେ ପ୍ରଥମ

ଭାରତ ଦକ୍ଷିଣ ଏସିଆ ମହାଦେଶର ସବୁଠୁ ବଡ ଦେଶ ମଧ୍ୟରୁ ଗୋଟିଏ ଅଟେ । ଏହା ପୂର୍ଣ୍ଣ ରୂପରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ଭାରତ ଭୌଗୋଳିକ ଦୃଷ୍ଟିରୁ ବିଶ୍ଵର ସପ୍ତମ ବୃହତ ଦେଶ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତରେ ଜନ୍ମ ନେଇଥିବା କିଛି ଏମିତି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବୁଦ୍ଧିମତାକୁ ପୁରା ଦୁନିଆରେ ମାନନ୍ତି ଓ ଆପଣ ବି ଏହି ନାମକୁ ଜାଣି ଗର୍ବ ଅନୁଭବ କରିବେ ।

୧ – ଏପିଜେ ଅବଦୁଲ କଲାମ

ମିସାଇଲ ମ୍ୟାନ ଓ ଭାରତର ୧୧ ତମ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବିଶ୍ଵର ଜଣା ଶୁଣା ବୈଜ୍ଞାନିକ ଓ ଇଞ୍ଜିନିୟର ରୂପରେ ପୁରା ଦୁନିଆରେ ବିଖ୍ୟାତ ଅଟନ୍ତି । ଅବଦୁଲ କଲାମ ନିଜ ଜୀବନରେ ଯୁବପିଢୀମାନଙ୍କ ପାଇଁ ବହୁତ ପ୍ରେରଣାଦାୟକ କଥା କହିଛନ୍ତି । ସେ କୁହନ୍ତି କି ପରିସ୍ଥିତି ଯେତେ ବି ବିପରୀତ ହେଉ ନା କାହିଁକି ଯଦି ଆମେ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ନିସ୍ପତି ବଦ୍ଧ ହେବୁ ତେବେ ତାକୁ ପୁରା କରି ହିଁ ମାନିବୁ ।

୨ – ଡାକ୍ତର ଭୀମରାୱ ଆମ୍ବେଦକର

ଭାରତୀୟ ସମ୍ବିଧାନ ସଭାର ପ୍ରାରୂପ ସମିତିର ପ୍ରମୁଖ ଡାକ୍ତର ଭୀମରାୱ ଆମ୍ବେଦକର ଵିଧି ଶାସ୍ତ୍ରୀ, ଅର୍ଥ ଶାସ୍ତ୍ରୀ ଓ ଏକ ସମାଜ ସୁଧାରକ ଥିଲେ । ସେ ଦଳିତ ଲୋକମାନଙ୍କ ଉନ୍ନତି ପାଇଁ ଜୀବନସାରା ପ୍ରୟାସ କରିଛନ୍ତି ।

୩ – ରଜନୀକାନ୍ତ

ରଜନୀକାନ୍ତ ସାଉଥ ଫିଲ୍ମରେ ସବୁଠୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ସାଉଥ ଫିଲ୍ମ ଛଡା ବଲୀଉଡର ବି ବହୁତ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଫିଲ୍ମ ଦମଦାର ଆକ୍ସନ ଓ ମନୋରଞ୍ଜନ ଦ୍ଵାରା ଭରପୁର ହୋଇଥାଏ । ଯାହା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୪ – ମୁକେଶ ଅମ୍ବାନୀ

ମୁକେଶ ଅମ୍ବାନୀ ଏକ ଭାରତୀୟ ବ୍ୟବସାୟୀ ଅଟନ୍ତି ଓ ସେ ଭାରତର ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଏହା ଛଡା ସେ ବର୍ତ୍ତମାନ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସୂଚୀରେ ୧୫ ତମ ସ୍ଥାନରେ ଅଛନ୍ତି । ସେ ରିଲାୟଂସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ, ପ୍ରବନ୍ଧ ନିର୍ଦେଶକ ଓ କମ୍ପାନୀର ସବୁଠୁ ବଡ ଅଂଶ ଧାରକ ଅଟନ୍ତି ।

୫ – ମହେନ୍ଦ୍ର ସିଂହ ଧୋନୀ

ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ ଟିମର ସବୁଠୁ ଅନୁଭବି ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଭାରତୀୟ ଟିମକୁ ନିଜର କ୍ୟାପଟେନଶିପରେ ବହୁତ ମ୍ୟାଚରେ ବିଜୟ ହାସଲ କରିବାରେ ସାହାର୍ଯ୍ୟ କରିଛନ୍ତି । ଭାରତରେ ତାଙ୍କୁ ବହୁତ ସମ୍ମାନ ଦିଆଯାଏ । ସେ ଭାରତୀୟ ଟିମର ସବୁଠୁ ସଫଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।