ଜୀବନରେ କେବଳ ଥରେହିଁ କରିବାକୁ ହେବ ଏହି ଅଚୁକ ଉପାୟ, କେବେବି ଆସିବ ନାହିଁ ହାର୍ଟଟାକ

ବର୍ତ୍ତମାନ ସମୟରେ ସମସ୍ତେ ଅଧିକରୁ ଅଧିକ ଟଙ୍କା ଆୟ କରିବାରେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ଏହା ମଧ୍ୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ରଖିବା ଦ୍ଵାରା ଆମେ ବିଭିନ୍ନ ରୋଗର ଶିକାର ହୋଇ ଯାଉଛୁ । ଏହା ଦ୍ଵାରା ସେହି ଟଙ୍କାକୁ ଆମେ ଔଷଧ ପଛରେ ଖର୍ଚ କରିଦେଉ । ତେବେ ଏମିତିରେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କହିବାକୁ ଗଲେ ଆଜି ଆମେ ହାର୍ଟ ସମ୍ବନ୍ଧିତ ରୋଗ ବିଷୟରେ କଥା ହେବୁ ।

କହିବାକୁ ଗଲେ ହାର୍ଟ ବ୍ଲକେଜ କିମ୍ବା ହାର୍ଟ ଜନିତ ଅନ୍ୟ ସମସ୍ୟା ବହୁତ ବଡ ସମସ୍ୟା ହୋଇଥାଏ । ଯଦି ଆପଣଙ୍କ ହାର୍ଟରେ ବ୍ଲକେଜ ହେଉଛି ତେବେ ଏହାର ଅର୍ଥ ଆପଣଙ୍କ ବ୍ଲଡରେ ଏସିଡିଟି ବଢୁଛି । ଏସିଡିଟି ଦୁଇ ପ୍ରକାରର ହୋଇଥାଏ, ଗୋଟିଏ ପେଟର ଏସିଡିଟି ଓ ଦ୍ଵିତୀୟ ରକ୍ତରେ ଏସିଡିଟି । ଯେତେବେଳେ ପେଟରେ ଏସିଡିଟି ହୋଇଥାଏ ତେବେ ଆମକୁ ପେଟ ସମ୍ବନ୍ଧିତ କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

କିନ୍ତୁ ଯେତେବେଳେ ପେଟରେ ଏସିଡିଟି ବଢି ରକ୍ତକୁ ଚାଲିଯାଏ ତେବେ ତାହା Hyper-acidity ହୋଇଯାଏ । ବ୍ଲଡରେ ଏସିଡିଟି ବଢିଯିବା ଦ୍ଵାରା ତାହା ହାର୍ଟ ନଳୀରେ ଜମିଯାଏ ଯାହାକୁ ହାର୍ଟ ବ୍ଲକେଜ କୁହନ୍ତି । ବ୍ଲଡ ସରକୁଲେସନ ସଠିକ ରୂପରେ ନ ହେବା ଦ୍ଵାରା ହୃଦଘାତ ହୋଇଥାଏ । ହାର୍ଟର ବ୍ଲକେଜ ହେବା ଦ୍ଵାରା ଏହିଭଳି ଜିନିଷର ଉପଯୋଗ କରନ୍ତୁ ଯାହା ଦ୍ଵାରା ବ୍ଲଡରେ ଏସିଡିଟି କମ ହୋଇଯିବ ଓ ଯେତେବେଳେ ବ୍ଲଡରେ ଏସିଡିଟି କମ ହୋଇଯିବ ତେବେ ଆପଣଙ୍କୁ କେବେ ବି ହୃଦଘାତ ଆସିବ ନାହିଁ ।

ଏମିତିରେ ହାର୍ଟର ବ୍ଲକେଜ ପାଇଁ ସବୁଠୁ ଭଲ ଅଟେ ପାଣି କଖାରୁ । ଯଦି ଆପଣଙ୍କ ହାର୍ଟରେ ବ୍ଲକେଜ ଅଛି ତେବେ ଆପଣ ସବୁଦିନ ସକାଳେ ଖାଲି ପେଟରେ ଗୋଟିଏ ଗ୍ଳାସ ପାଣି କଖାରୁର ଜୁସ ପିଅନ୍ତୁ ଓ ଏଥିରେ ୭ ରୁ ୧୦ ଟି ତୁଳସୀ ପତ୍ର ଓ ପୋଦିନା ପତ୍ର ବି ପକାଇ ଦିଅନ୍ତୁ । କଖାରୁର ଜୁସ ବାହାର କରିବା ପୂର୍ବରୁ ଦେଖି ନିଅନ୍ତୁ କି ତାହା କଡା ହୋଇ ନାହିଁ ତ । ଏହି ଜୁସରେ ଆପଣ କଳା ଲୁଣ ବି ପକାଇ ପାରିବେ ।

ମନେ ରଖନ୍ତୁ କି ଆପଣ ଏଥିରେ ଧଳା ଲୁଣ ପକାଇବେ ନାହିଁ, କାରଣ ଏହା ଏସିଡିଟି ବଢାଇଥାଏ । ସବୁଦିନ ଏହାକୁ ସେବନ କରିବା ଦ୍ଵାରା ଧୀରେ ଧୀରେ ଆପଣଙ୍କୁ ଫରକ ଅନୁଭବ ହେବ ଓ ଦୁଇ ରୁ ତିନି ମାସ ମଧ୍ୟରେ ବ୍ଲଡର ସମସ୍ତ ବ୍ଲକେଜ ଦୂର ହୋଇଯିବ ।