ସିସିଟିଭି ରେ କ୍ୟାପଚର ହେଲା ଭୟଙ୍କର ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ ଏହି Shocking ଭାଇରାଲ Video

ସିସିଟିଭି ଏବେ ଆମର ତୃତୀୟ ଆଖି ପରି କାମ କରୁଛି । ଯାହା ଦିନର ଜନଗହଳି ହେଉ ବା ରାତି ର ଶୂନଶାନ, କେବେ ମଧ୍ୟ ବନ୍ଦ ହୁଏ ନାହିଁ । ଏହା ଆମର ଅନୁପସ୍ଥିତିରେ ମଧ୍ୟ ସବୁଆଡେ ନଜର ରଖିଥାଏ ଓ ସବୁ କିଛି ରେ-କ-ର୍ଡ ମଧ୍ୟ କରିଥାଏ । ସେଥିପାଇଁ ସେଗୁଡିକରେ କେବେ କେବେ ଏପରି କିଛି କଏଦ ହୋଇ ଯାଏ, ଯାହା ଖୁବ ଭୟଙ୍କର ଏବଂ ଅଜବ ପ୍ରକାର ଦୃଶ୍ଯ ହୋଇଥାଏ । ଆଜି ଆମେ ଆପଣଙ୍କୁ ସିସିଟିଭି ରେ କଏଦ ହୋଇଥିବା ଏହିପରି ଏକ ଘଟଣା ଦେଖାଇବାକୁ ଯାଉଛୁ । ଘଟଣାଟି ଜଣେ ସାହସୀ ଝିଅ ର ।

ଝିଅ ଟିଏ ଯଦି ଓଲଟା ଜବାବ ଦେଇ ନ ଥାନ୍ତା କି ସାହାସର ସହ ଖ-ଳ ପ୍ରକୃତି ଲୋକଟିର ପ୍ରତିବାଦ କରି ନ ଥାନ୍ତା, ତେବେ ତା ସହ ହୁଏତ ବହୁତ କିଛି ଖରାପ ଘଟି ଯାଇଥାନ୍ତା । ୧୮ ଅକ୍ଟୋବର ୨୦୧୭ ରେ କେରଳର କୋଡିକୋଡ ରେ ଦିନ ଦ୍ଵିପ୍ରହର ସମୟରେ ହଇରାଣ କରିଦେବା ଭଳି ଦୃଶ୍ୟ ଘଟିଥିଲା । ଜଣେ ବି.କମ ଛାତ୍ରୀ ନିଜ ଜିନିଷ ପତ୍ର ଧରି ପିଜିକୁ ଯାଉଥିଲେ ।

କିନ୍ତୁ ସେହି ରାସ୍ତାରେ ଲୁଙ୍ଗି ପିନ୍ଧି ଆଉ ଜଣେ ବ୍ୟକ୍ତି ମଧ୍ୟ ଯାଉଥିଲେ । ସେହି ବ୍ୟକ୍ତି ଜଣଙ୍କ ଝିଅ ଟିକୁ ଏକା ଥିବା ଏବଂ ଆଖପାଖରେ କେହି ନ ଥିବା ଦେଖି ତା ସହ ହଠାତ ଖ-ରା-ପ କା-ର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିର୍ଭୟ ଏବଂ ସାହାସୀ ଝିଅଟି ସେହି ବ୍ଯକ୍ତିର ସାମନା କରିଥିଲା । ଝିଅଟି ଓଲଟା ସେହି ବ୍ୟକ୍ତିକୁ ମା-ଡ ମା-ରି-ବା ସହ ଚି-ତ୍କା-ର ମଧ୍ୟ କରିଥିଲା । ଯାହା ହେତୁ ବ୍ୟକ୍ତିଟି ସେଠାରୁ ଭାଗିଯିବା ପାଇଁ ବାଧ୍ୟ ହୋଇଥିଲା ।

ଏହି ସମସାତ ଘଟଣା ସେହି ରାସ୍ତାରେ ଲାଗିଥିବା ଏକ CCTVରେ ରେକର୍ଡ ହୋଇ ଯାଇଥିଲା । ଯାହା ଭା-ଇ-ରା-ଲ ହେବା ପରେ ସେହି ବ୍ୟକ୍ତିକୁ ପୋଲିସ ଗି-ର-ଫ କରି ନେଇଥିଲା । ଝିଅମାନେ ଏପରି ସାହାସର ସହ ଏପରି ଖଳ ବ୍ୟକ୍ତିଙ୍କ ସାମନା କରିବା ଉଚିତ । ଆପଣଙ୍କୁ ଏହି ଝିଅର ସାହସିକତା ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।