ଉତ୍ତର ପ୍ରଦେଶର ପ୍ରୟାଗରାଜ ନାମକ ସ୍ଥାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଏଠାରେ ଜଣେ ଯୁବକ ଏକା ସାଙ୍ଗରେ ଦୁଇ ଝିଅଙ୍କ ସହ ବିବାହ କରିଛି । ସେହି ଯୁବକଟି ଦୁହିଙ୍କ ସହ ଚଉଠି ରାତି ମଧ୍ୟ ବିତାଇଛି । ପ୍ରଥମ ରାତି ବିତାଇବା ପରେ ଯୁବକ ଜଣକ ପଳେଇଯାଇଛି । ଏହା ପରେ ଯୁବକ ଜଣକ ବି-ରୁ-ଦ୍ଧ-ରେ ପୁ-ଲି-ସରେ ଅ-ଭି-ଯୋ-ଗ କରାଯାଇଛି । ବର୍ତ୍ତମାନ ପୋ-ଲି-ସ ତାକୁ ଖୋଜିବାରେ ଲାଗି ପଡିଛି ।
କଣ ରହିଛି ପୁରା ଘଟଣା
ଏହି ଯୁବକ ଜଣକ ମନ୍ଦିରରେ ଦୁଇ ମହିଳାଙ୍କ ସହ ଗୋଟେ ସମୟରେ ବିବାହ କରିଛି । ପୋ-ଲି-ସର କହିବା ଅନୁସାରେ ଯୁବକ ଜଣକ ମନ୍ଦିରରେ ତାଙ୍କର ନୂଆ ପ୍ରେମିକା ସହ ବିବାହ କରୁଥିଲା । କିନ୍ତୁ ଯେତେବେଳେ ତାର ପୁରୁଣା ପ୍ରେମିକାକୁ ଏହି କଥାଟି ଜଣାପଡିଲା ସେ ଏ କଥା ଶୁଣି ମନ୍ଦିରରେ ଆସି ପହଞ୍ଚିଥିଲା ।
ମନ୍ଦିରରେ ପହଞ୍ଚି ପୁରୁଣା ପ୍ରେମିକା ପା-ଟି-ତୁ-ଣ୍ଡ କରିଥିଲା । ନିଜ ପୁରୁଣା ପ୍ରେମିକାର ଏହି ପ୍ରତିକ୍ରିୟା ଦେଖି ଯୁବକ ଜଣକ ତା ମଥାରେ ସିନ୍ଦୁର ଦେଇ ତାକୁ ବିବାହ କରିଥିଲା । ମନ୍ଦିରରେ ଏହି ଘଟଣାଟି ଘଟିବା ବେଳେ ବହୁତ ଲୋକ ଉପସ୍ଥିତ ଥିଲେ । ଏହି ବାହାଘରର ଫୋଟୋ ମଧ୍ୟ ଉଠାଯାଇଥିଲା ।
ବାହାଘର ପରେ ଯୁବକ ଜଣକ ଦୁଇଟି ସ୍ତ୍ରୀଙ୍କ ସହ ଚଉଠି ରାତି ମନେଇଥିଲା । କିନ୍ତୁ ତା ପରେ ନିଜ ନୂଆ ପ୍ରେମିକା ସହ ଯୁବକ ଜଣକ ପଳାଇଯାଇଥିଲା । ପୁରୁଣା ପ୍ରେମିକା ନିଜ ସ୍ଵାମୀର ଅପେକ୍ଷାରେ ରହି କିଛି ଖବର ନ ପାଇବାରୁ ପୋ-ଲି-ସ-ର ସାହାର୍ଯ୍ୟ ନେଲା । ଶୁକ୍ରବାର ଦିନ ପୁରୁଣା ପ୍ରେମିକା କର୍ନଳଙ୍ଗଜ ଥାନାରେ ଅଭିଯୋଗ କରିଥିଲା ।
ପ୍ରଥମରୁ ବି ଅଭିଯୋଗ ହୋଇଥିଲା
ପୋଲିସର କହିବା ଅନୁସାରେ ଏହି ଯୁବକ ବିରୁଦ୍ଧରେ ତାର ପୁରୁଣା ପ୍ରେମିକା ଆଗରୁ ବି ଅଭିଯୋଗ କରିଥିଲା । ବହୁତ ସମଯରୁ ଏହି ଝିଅଟି ଯୁବକକୁ ଜାଣିଥିଲା ଓ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ । କିଛି ଦିନ ତଳେ ଏହି ଝିଅଟି ଯୁବକ ଜଣକୁ ବାହା ହେବା ପାଇଁ ବାଧ୍ୟ କରିଥିଲା । କିନ୍ତୁ ଯୁବକ ଜଣକ ବାହା ହେବା ପାଇଁ ରାଜି ନ ହେବାରୁ ଝିଅଟି ବି-ଷ ଖାଇ ଦବ ବୋଲି ଧ-ମ-କ ଦେଇଥିଲା ।
ପରେ ଦୁହିଙ୍କ ଭିତରେ ଝଗଡା ହେଲା ଓ ଯୁବକଟି ତା ଉପରକୁ ହାତ ଉଠାଇଥିଲା । ସେହି କାରଣରୁ ଝିଅଟି ଯୁବକ ବି-ରୁ-ଦ୍ଧ-ରେ ଥା-ନା-ରେ ଅ-ଭି-ଯୋ-ଗ କରିଥିଲା । କିନ୍ତୁ ପରେ ତାକୁ ଛାଡି ଦିଆଯାଇଥିଲା ।
କିଛି ଦିନ ତଳେ ଏହି ଯୁବକଟିକୁ ଅନ୍ୟ ଏକ ଝିଅ ସହ ବିବାହ କରୁଥିବାର ଜାଣି ସେହି ମହିଳା ଜଣକ ମନ୍ଦିରରେ ପହଞ୍ଚିଥିଲା । ତାର ପୁରୁଣା ପ୍ରେମିକାକୁ ବାହା ହେବା ପରେ ଯୁବକଟି ଅନ୍ୟ ଜଣକ ସହ ଫେରାର ହୋଇଯାଇଥିଲା । ନିଜ ସ୍ଵାମୀର କୌଣସି ଖବର ନ ମିଳିବାରୁ ମହିଳା ଜଣକ ପୁଣି ଥରେ ଥା-ନା-ରେ ଅ-ଭି-ଯୋ-ଗ କରିଥିଲା । ବାହାଘର ପରେ ତାକୁ ବ-ଳା-ତ୍କା-ର କରି ଯୁବକ ଜଣକ ପଳାଇଯାଇଥିଲା ବୋଲି ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲା । ଏହି ଅଭିଯୋଗ ପରେ ପୋ-ଲି-ସ ଯୁବକର ସନ୍ଧାନ କରୁଛନ୍ତି ।
ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ