ମାଳିକା କଥା ସତ ହେଲା ! ଏହିଦିନ ଠାରୁ 7 ଦିନ ଓ 7 ରାତି ଅନ୍ଧକାରମୟ ହେବ, ଏନେଇ NASA ଦେଲା ବଡ ସୂଚନା, ଆସିଗଲା ଶେଷ ସମୟ

ପଶ୍ଚିମ ଦିଗରୁ ଆରମ୍ଭ ହେବ । ଅନ୍ଧାର ମାଡି ଆସିବ । ଆକାଶରୁ ଅଗ୍ନିବର୍ଷା ହେବ ଓ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । 2025 ରେ ଘଟିବାକୁ ଯାଉଛି ବଡ ବଡ ଅଘଟଣ । ମାଲିକାରେ ଅନେକ ଭବିଷ୍ୟବାଣୀ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ଯାହାକି ଅନେକ ସମୟରେ ସତ ପ୍ରମାଣିତ ହେଉଛି । ବାତ୍ୟା ହେଉ କି ବନ୍ୟା, ଭୂମିକମ୍ପ ହେଉ କି ସୁନାମୀ, ଏସବୁକୁ ଲୋକେ କେଉଁଠି ନା କେଉଁଠି ଅନୁଭବ କରି ସାରିଲେଣି । ମାଲିକାରେ ଆହୁରି ମଧ୍ୟ ଲେଖାଅଛି ବିଶ୍ବରେ ସାତ ଦିନ ଓ ସାତ ରାତି ହେବ ।

ଆଉ ଏହି ସାତଦିନ ଓ ସାତରାଟି କେବେ ହେବ ଆପଣମାନେ ଖୁବ ଶୀଘ୍ର ଏହା ଜାଣିପାରିବେ । କାରଣ ଏହା ଆମେ କହୁନୁ କି ମାଳିକା ବି କହିନି, ବରଂ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ବିଶ୍ଵର ଶ୍ରେଷ୍ଠ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକ । ନାସାର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୂର୍ଯ୍ୟ ଦେହରେ ବଡ ଆକାରର କଳା ଚିହ୍ନ ସବୁ ଦେଖିବାକୁ ମିଳୁଛି । ଯାହାକି ସୌରଝଡର ମୁଖ୍ୟ କାରଣ ବୋଲି କୁହାଯାଉଛି । ବର୍ତ୍ତମାନ ପୃଥିବୀକୁ ସୌରଝଡ ମାଡି ଆସୁଛି, ହେଲେ ଆମେ ବର୍ତ୍ତମାନ ତାହା ଅନୁଭବ କରିପାରିବା ନାହିଁ ।

ଆଉ ମାତ୍ର 2-3 ବର୍ଷ ପରେ ଭୟଙ୍କର ରୂପ ଧାରଣ କରିବ ଏହି ସୌରଝଡ । ଯାହା ମହାକାଶରେ ଥିବା ସମସ୍ତ ସାତେଲାଇଟ ସିଷ୍ଟମକୁ ଧ୍ଵଂସ କରିଦେବ ଏବଂ ଧରାପୃଷ୍ଠରେ ଥିବା ସମସ୍ତ ବିଦ୍ୟୁତ ଚାଳିତ ଜିନିଷକୁ ଅକାମୀ କରିଦେବ । ଏହି ସୌରଝଡ କାରଣରୁ ପୃଥିବୀର ସମସ୍ତ ଯନ୍ତ୍ରପାତି ନଷ୍ଟ ହୋଇଯିବ । ଏପରି ହେଲେ ପୃଥିବୀରୁ ସବୁଦିନ ପାଇଁ ବିଦ୍ୟୁତ ସେବା ଉଭାନ ହୋଇଯିବ କହିଲେ କିଛି ଭୁଲ ହେବନାହିଁ ।

ଯେଉଁଥି ପାଇଁ ଚାରିଆଡେ ଅନ୍ଧକାର ହୋଇଯିବ ବୋଲି ଆକଳନ କରି ଜଣାଇଛି ନାସା । ସମୟକ୍ରମେ ଜଙ୍ଗଲ କାଟି ପଶୁପକ୍ଷୀଙ୍କୁ ମାରି ନିଜ ବାସସ୍ଥାନ ତିଆରି କରିଛି ମଣିଷ । ହେଲେ ବିଦ୍ୟୁତ ସେବା ଯୋଗୁଁ ଜୀବଜନ୍ତୁ ମାନେ ରାତିରେ ଘରକୁ ପଶି ପାରୁନାହାନ୍ତି । ବିଦ୍ୟୁତ ସେବା ବନ୍ଦ ହେଇଗଲେ ଜୀବଜନ୍ତୁ ମାନେ ଘରେ ପଶିବା ଆରମ୍ଭ କରିବେ । ଯାହା ମାଲିକାରେ ବର୍ଣ୍ଣନା କରାଯାଇଛି ଆଉ ନାସା ମଧ୍ୟ ଆକଳନ କରି ସାରିଲାଣି ।

ମାଲିକାରେ ଥିବା ତଥ୍ୟ ଅନୁଯାୟୀ ଓ ନାସାର ଆକଳନ ଅନୁଯାୟୀ 28 ମାର୍ଚ୍ଚ 2025 ଦିନ ଏହି ଅଘଟଣ ଘଟିବ ବୋଲି ଆକଳନ କରାଯାଉଛି । ସେହି ସମୟରେ ଆକାଶମାର୍ଗରୁ ଅଗ୍ନିବର୍ଷା ହେବ ଓ ସମୁଦ୍ର ମାଡି ଆସିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପୃଥିବୀରେ ପାପର ଭାର ବଢିବାରେ ଲାଗିଛି, ଏଥିପାଇଁ ମନୁଷ୍ୟ ଜାତି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ବୋଲି ମାଳିକାରେ ଲେଖାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।