ଆଜିର ରାଶିଫଳ, 3 ଡିସେମ୍ବର 2022, ଶନିବାର, ଶନିଦେବଙ୍କ କୃପା ରହିବ ଏହି ୫ ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଭୂମି ପ୍ରାପ୍ତି ଅଥବା ଆକସ୍ମିକ ଧନ ଲାଭ ହେବାର ପ୍ରବଳ ଯୋଗ ଅଛି । ଆଜି ଆପଣଙ୍କ କାମରେ ଆତ୍ମବିଶ୍ଵାସ ର ଝଲକ ଦେଖାଯିବ । ଆଜି ଆପଣ ଅନ୍ୟ କୁ ନିଜ କଥାରେ ଆକର୍ଷିତ କରିବେ । ମାନ ସାମନାରେ ବୃଦ୍ଧି ହେବ । ଦିନର ଆରମ୍ଭ ସାଧାରଣ ହେବ କିନ୍ତୁ ଆପଣ ଅନେକ ଦିନରୁ ନିୟମ ପୂର୍ବକ ଯେଉଁ ଯୋଗ କରୁଥିଲେ ତାହାର ପ୍ରଭାବ ସ୍ପଷ୍ଟ ଦେଖାଯିବ । କୌଣସି ଅଟକି ଯାଇଥିବା କାମ ସହଯୋଗରେ ପୁରା ହେବ ।

ବୃଷ ରାଶି : ଆଜି ଆପଣଙ୍କର ସମ୍ପର୍କ ରେ ମଜବୁତି ଆସିବ । ଯାହା ପଜେଟିଭ ନଜର ଆସିବ ଏହି ବିଷୟରେ ଆପଣ କାହାକୁ ଏବେ କୁହନ୍ତୁ ନାହି । ବିଜନେସ ରେ ବୃଦ୍ଧି କରିବ ପାଇଁ ଆଜି ମନରେ ଯାହା ବି ବିଚାର ଆସୁଛି ତାହା ସଠିକ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ସମସ୍ଯା ହେବ ନାହି । ଆପଣ ବାହାରକୁ ବୁଲିବାକୁ ଯାଇ ଆନନ୍ଦ ନେବେ । ପୁରୁଣା କାର୍ଯ୍ୟ ରେ ଆପଣଙ୍କୁ ଭଲ ପରିଣାମ ମିଳିବ । ଶିକ୍ଷା ପ୍ରତିଯୋଗୀତା ପାଇଁ ଅନୁକୂଳ ସମୟ ଅଛି ।

ମିଥୁନ ରାଶି : ବିଜନେସ ରେ କୌଣସି ଡିଲ ଫାଇଦା ଦେଇପାରେ । ଆଜି ଆପଣଙ୍କ ମନ ଆଧ୍ୟତ୍ମ ରେ ଆଦିକ ଲାଗି ରହିବ । ଆଜି କେହି ବ୍ୟକ୍ତି ଆପଣଙ୍କ କ୍ଯାରିୟରକୁ ନେଇ ଖାସ ସାବ୍ୟସ୍ତ ହେବେ । ସଠିକ ଦିଶରେ ମେହନତ କରିବେ ଯାହା ଦ୍ଵାରା ଅଧିକ କାମ ପୁରା ହେବ । ନିଜର ପ୍ରେମ ଭରା ବ୍ୟବହାର କାରଣରୁ ଆପଣଙ୍କ ଲୋକଙ୍କର ଡିମାଣ୍ଡ ରେ ରହିବେ । ସମ୍ପତି ସମ୍ବଧିତ କାର୍ଯ୍ୟ ରେ ସତର୍କ ରୁହନ୍ତୁ ନଚେତ ସମସ୍ଯା ହୋଇପାରେ ।

କର୍କଟ ରାଶି : ଆଜି ଘରେ ଅତିଥି ମାନେ ଆସିବାରୁ ପ୍ରସନ୍ନତା ମିଳିବ । ଆପଣଙ୍କର ଆକର୍ଷକ ବ୍ୟକ୍ତିତ୍ବ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବ । ଯଦି ଆଜି କୌଣସି ନୂଆ ଘର କ୍ରୟ କରିବାକୁ ଚାହୁଁ ଛନ୍ତି ତେବେ ଦିନ ଶୁଭ ଅଛି । ଆଜି ଦୂର ସମ୍ପର୍କୀୟ ଆପଣଙ୍କୁ ଦେଖା କରିବାକୁ ଘରକୁ ଆସିବେ । ପଦ ରତିଷ୍ଠା ବଢିବ । କୌଣସି କାର୍ଯ୍ୟ ପୁରା ନ ହେବାରୁ ହତାସ ହୁଅନ୍ତୁ ନାହି । କୌଣସି କାମ କରିବା ଆଗରୁ ବିଚାର କରନ୍ତୁ ।

ସିଂହ ରାଶି : ଆଜି କିଛି ବିତ୍ତୀୟ ବାଧା ଅନୁଭବ ହୋଇପାରେ । ଆଜି ବ୍ୟକ୍ତିଗତ କାମରେ ଭଉଣୀର ସହଯୋଗ ଆଶା ଠାରୁ ଅଧିକ ମିଳିପାରେ । ଆଜି ଜୀବନ ସାଥି ଆପଣଙ୍କୁ କୌଣସି ସୁନ୍ଦର ଉପହାର ପ୍ରଦାନ କରିବେ । ଏଥିରେ ସମ୍ପର୍କରେ ମଜବୁତି ଆସିବ । ଆଜି ନୂଆ ନିବେଶ କରନ୍ତୁ ନାହି । ପିଲାଙ୍କର ସମସ୍ୟାର ଶାନ୍ତି ପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବ୍ୟର୍ଥ ପ୍ରେମ ରେ ସମୟ ବରବାତ କରନ୍ତୁ ନାହି ।

କନ୍ୟା ରାଶି : କାମ ସମ୍ବଧିତ ମନ ମୁତାବକ ଅବସର ମିଳିବ । କିନ୍ତୁ ଏବେ ତାହାର ଚିନ୍ତା ଛାଡି ନିଜର ଦକ୍ଷତା ଉପରେ ନଜର ଦିଅନ୍ତୁ । କୌଣସି  କଥା ଦେବା ପୂର୍ବରୁ ଦେଖି ନିଅନ୍ତୁ ଏଥିପାଇଁ ଆପଣଙ୍କ କାମରେ ଯେମିତି ବାଧା ଆସିବ ନାହି । ଅଫିସିୟାଲି କାମରେ ଊର୍ଜାବାନ ରହିବେ । ଯଦି ଆପଣ ମିସନ ରେ ଅଛନ୍ତି ତେବେ ସେଥିରେ ସଫଳ ହେବେ । କାନୁନ ସମ୍ବଧିତ ଜିନିଷକୁ ନେଇ ସତର୍କ ରୁହନ୍ତୁ ।

ତୁଳା ରାଶି : ଆଜି ନୂଆ ଯୋଜନା ଆପଣଙ୍କ ଆଗକୁ ଆସିପାରେ । ଭଲ ଲୋକଙ୍କ ସହ ରହିଲେ ଫାଇଦା ପାଇବେ । ଆପଣଙ୍କୁ ନିଜ ଉପରେ ବିଶ୍ଵାସ ବଢାଇବା ର ନଜର ଆସିବ । ଆପଣଙ୍କ ଦ୍ଵାରା କରା ଯାଇଥିବା କୌଣସି କାମ ସଫଳ ହେବାର ଦେଖି ଚ୍ୟାଲେଞ୍ଜ ସାମନା କରିବାକୁ ସାହସ କରିବେ । କିଛି ଲୋକ ଅପମାନର ଶିକାର ହୋଇ ପାରନ୍ତି । ମହତ୍ଵ ପୂର୍ଣ୍ଣ ମାମଲାରେ ଆପଣଙ୍କୁ ଯୋଜନା କରିବାକୁ ପଡିପାରେ ।

ବିଛା ରାଶି : ଆଜି ଆପଣଙ୍କୁ ଟଙ୍କା କମାଇବାର ନୂଆ ଜରିଆ ପ୍ରାପ୍ତ ହେବ । ଲଭ ରିଲେଶନସିପ ସମ୍ବଧିତ ପଯେତିଭ ବିଚାର ଉପରେ ଧ୍ୟାନ ଦେବାର ଜରୁରତ ଅଛି । ନୂଆ ସମ୍ପର୍କରେ ଆସିବାକୁ ଥିବା ସମସ୍ଯା ଦୂର ହେବାର ସମ୍ଭାବନା ଅଛି  ଯେଉଁ ଖବର ର ଆପଣ ଅପେକ୍ଷା ରେ ଥିଲେ ତାହା ଶୁଣିବାକୁ ମିଳିବ । ପରିବାର ତରଫରୁ ସମର୍ଥନ ମିଳିବ । ଆଜି ଦିନରେ ଅନାବଶ୍ୟକ ରୂପରେ ଚୁପ ରହିବା ଠିକ ହେବ । ନଚେତ ସମ୍ପର୍କ ଖରାପ ହୋଇପାରେ ।

ଧନୁ ରାଶି : ଆଜି ଅଯଥା ଖର୍ଚ୍ଚା ହୋଇପାରେ । ଲୋକେ ଆପଣଙ୍କର ବଡ ବଡ କାମ ପାଇଁ ସହଜରେ ବିକାଶ କରିବେ । କାମ ସମ୍ବଧିତ କଥା ସରଳତାରେ ସହ ହେବାର ନଜର ଆସିବ । ତଥାପି ଆପଣଙ୍କୁ ଆର୍ଥିକ ମେହନତ କରିବାକୁ ପଡିବ । କେହି ପ୍ରଭାବଶାଳୀ ବ୍ୟକ୍ତି ଏଥିରେ ଆଲୋଚନା କରିଲେ ଏହାର ସମାଧାନ ହେବ । ବ୍ୟାପାର ରେ ଆପଣଙ୍କୁ ନୂଆ ନୂଆ ଆମଦାନୀ ମିଳିପାରେ । ଯାହା ଆପଣଙ୍କୁ ଲଭ ଦେବାରେ ସହାୟକ ହେବ ।

ମକର ରାଶି : ବ୍ୟାପାରୀ ଙ୍କ ପାଇଁ ଦିନ ଭଲ ଅଛି । ଉପହାର ବା ସମ୍ମାନରେ ବୃଦ୍ଧି ହେବ । ସନ୍ତାନ ଙ୍କ ଠାରୁ ଶୁଭ ସମାଚାର ମିଳିପାରେ । ପାରିବାରିକ ବିଜନେସ ରେ ବିସ୍ତାର କରିବାକୁ ଭାଇ ର ସହଯୋଗ ମିଳିବାର ସମ୍ଭାବନା ଅଛି । ଆଧ୍ୟାତ୍ମିକ ପ୍ରତି ରୁହି ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ହେବ । ବିରୋଧୀ ମାନେ ଆପଣଙ୍କର ପ୍ରତିବ ଆଡ କରିବେ । କିନ୍ତୁ ଆପଣଙ୍କର ଶାନ୍ତି ଭାବ ରେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବେ ।

କୁମ୍ଭ ରାଶି : ଆଜି ଆପଣ ଅନ୍ୟ ପାଇଁ ଅଧିକା ଓ ନିଜ କମ ପାଇଁ କମ କାମ କରିବେ । ଯଦି ଆପଣଙ୍କର ଟଙ୍କା ଅଟକି ରହିଛି ତେବେ ଫେରି ପାଇବେ । ବ୍ୟାପାର ରେ ବୁଦ୍ଧି ବିବେକରେ ନିଆ ଯାଇଥିବା ନିସ୍ପତି ଲାଭପ୍ରଦ ହେବ । ପୁରୁଣା ଧନ ସମ୍ପତି ରେ ବୃଦ୍ଧି ହେବ । ବଡ ଲୋକଙ୍କର ସମ୍ପର୍କରେ ରହିଲେ ଲାଭ ପାଇବେ । ମହିଳା ମିତ୍ର ଙ୍କ ସହଯୋଗ ମିଳିଲେ ଉନ୍ନତି ର ଅସର ହେବ । ଲକଜରି ଜିନିଷ ବିକ୍ରି କଟୁଥିବା ଲୋକେ ଲାଭବାନ ହେବେ ।

ମୀନ ରାଶି : ଆଜି ଆପଣଙ୍କୁ ନିଜ ଉପରେ ସଂଯମ ରଖିବାକୁ ହେବ । ଆପଣ ବଡ କଥା ଭୁଲି ପାରନ୍ତି । ଗରିବ ର ସେବା କରନ୍ତୁ । ଜୀବନ ସାଥିଙ୍କ ସହଯୋଗରେ ଲକ୍ଷ୍ୟ ପୂରଣ ହେବ । ପିତା ଙ୍କ ଆଶୀର୍ବାଦ ରୁ ପାରିବାରିକ ବିଜେନ୍ସ ରେ ବୃଦ୍ଧି ହେବ ଓ ଶାସନ ଦ୍ଵାରା ସମ୍ମାନିତ ହେବାର ସମ୍ଭାବନା ଅଛି । ମନରେ ପଜେଟିଭ ବିଚାର ଆଣନ୍ତୁ । ଭାଇ ଭଉଣୀଇଙ୍କ ସହଯୋଗ ମିଳିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।