ଗୋଟେ ଚୁଟକି ସିନ୍ଦୁରର ମହତ୍ୱ ତୁମେ କଣ ଜାଣିବ ରମେଶ ବାବୁ, ବହୁତ ଲୋକ ମୋତେ ବ୍ୟବହାର କରିଛନ୍ତି କିନ୍ତୁ ମୁଁ କହିବାକୁ ଚାହୁଁଛି କି ତୁମେ ସବୁଠୁ ବେଷ୍ଟ ଥିଲ । ଏହି ପ୍ରସିଦ୍ଧ ଡାଇଲଗ ଆଜି ମଧ୍ୟ ସମସ୍ତଙ୍କ ମୁହଁରେ ରହିଛି । ବଲିଉଡ ର କୁଇନ ଦୀପିକା ପାଦୁକନ ସମସ୍ତଙ୍କର ପ୍ରିୟ ଅଟନ୍ତି । ବଲିଉଡ ଜଗତର ଫେମସ ଦୀପିକା ପାଦୁକନ ଆଜି ଫିଲ୍ମ ଦୁନିଆର ଟପ ଅଭିନେତ୍ରୀ ଅଟନ୍ତି ।
ଦୀପିକା ପଦ୍ମାବତ, ବଜିରାଓ ମସ୍ତନି, ଗୋଲିୟୋ କି ରାସଲୀଳା ରାମଲୀଳା ପରି ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ବର୍ତମାନ ଦୀପିକା ରଣବୀର ସିଂ ଙ୍କ ସହିତ ନିଜର ବୈବାହିକ ଜୀବନ ବିତାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ ଦୀପିକା ଙ୍କ ବହୁତ ଅଫେୟାର ରହି ରହିସାରିଛି । ତାଙ୍କ ନାମ ଅଭିନେତା ରଣବୀର କପୁର ଙ୍କ ସହିତ ମଧ୍ୟ ଯୋଡ଼ି ହୋଇଥିଲା ।
ଗୋଟେ ସମୟରେ ଦୀପିକା ରଣବୀର କପୁର ଙ୍କ ପ୍ରେମରେ ଦିୱାନା ହୋଇଥିଲେ । ସେ ରଣବୀର କପୁର ଙ୍କ ନାମର ଟାଟୁ ନିଜ ବେକରେ ମଧ୍ୟ କରିଥିଲେ । ଦୁହିନ ଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ସବୁଠାରେ ଚାଲିଥିଲା । ଦୀପିକା ଆଜି ତାଙ୍କ ଜୀବନରେ ବହୁତ ଆଗକୁ ବଢ଼ିଛନ୍ତି । କିନ୍ତୁ ସେ ସେହି ସମୟକୁ ଭୁଲି ନାହାଁନ୍ତି ଯେତେବେଳେ ସେ କାହା ଉପରେ ବେଶି ଭରସା କରିଥିଲେ ଏବଂ ସେହି ବ୍ୟକ୍ତି ଦୀପିକା ଙ୍କ ହୃଦୟ ଭାଙ୍ଗିଥିଲା ।
ଗୋଟେ ଥର ଦୀପିକା ନିଜ ପୁରୁଣା ପ୍ରେମିକ ଙ୍କ ନା ନ ନେଇ ନିଜ ପ୍ରେମ କାହାଣୀ ବିଷୟରେ ଖୋଲିକି କହିଥିଲେ । ଦୀପିକା କହିଥିଲେ କି ଯେତେବେଳେ ସେ ତାଙ୍କ ସହ ସମ୍ପର୍କରେ ଥିଲେ ସେତେବେଳେ ସେ ତାଙ୍କୁ କେବେ ମଧ୍ୟ ଚିଟ କରିନଥିଲେ । ବରଂ ତାଙ୍କୁ ଚିଟ କରାଯାଇଥିଲା ବୋଲି କହିଥିଲେ ଦୀପିକା । ସେ ପ୍ରେମରେ ଏତେ ପାଗଳ ଥିଲେ କି ସେ ଏହି ସମ୍ପର୍କକୁ ଆଊ ଗୋଟେ ମଉକା ମଧ୍ୟ ଦେଇଥିଲେ ।
କିନ୍ତୁ ସେ ସେଥିରେ ମଧ୍ୟ ଧୋକା ପାଇଥିଲେ । ଦୀପିକା କହିଥିଲେ କି ସେ ସେହି ସବୁ ପରିସ୍ଥିତିରୁ ବାହାରକୁ ଆସିବାପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା । ଦୀପିକା କହିଥିଲେ କି ଯେତେବେଳେ ଜଣେ ଥରେ ଚିଟ କରିଥାଏ ସେତେବେଳେ ହିଁ ସବୁକିଛି ଭାଙ୍ଗି ଯାଇଥାଏ ଏବଂ ରେଷ୍ପେକ୍ଟ ବୋଲି କିଛି ଜିନିଷ ରହିନଥାଏ, ଭରଷା ରହିନଥାଏ । ଏବଂ ଏହି ସବୁ କୁ ନେଇ ସମ୍ପର୍କ ସୃଷ୍ଟି ହୋଇଥାଏ ।
ଦୀପିକା ରଣବୀର କପୁର ଙ୍କୁ ଭୁଲିବା ପାଇଁ ବହୁତ ଡିପ୍ରେସ ହୋଇଯାଇଥିଲେ । ସେ ଏବେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି । ଦୀପିକା ନିଜର କ୍ୟାରିଅର କୁ ଆଗକୁ ବଢାଇଲେ ଏବଂ ସଫଳତା ହାସଲ କରିଲେ । ଦୀପିକା ରଣବୀର ସିଂ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି । ଏବଂ ଦୁହେଁ ପରସ୍ପରକୁ ବହୁତ ଭଲ ମଧ୍ୟ ପାଉଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।