ବଲୀଉଡ ର ଏହି 4 ସ୍ଟାରକିଡ୍ସ ବୁଲନ୍ତି ସବୁଠୁ ଦାମୀ ଗାଡିରେ, ଜାଣନ୍ତୁ ତୈମୂର ପାଖରେ କେଉଁ ଗାଡି ଅଛି ??

ବଲୀଉଡ ର କଳାକାର ମାନେ ନିଜର କାମ ଦ୍ଵାରା ପୁରା ଦୁନିଆରେ ନିଜର ନା ବନାଇଛନ୍ତି, କିନ୍ତୁ ତାଙ୍କର ପିଲାମାନେ ପିଲାବେଳୁ ହିଁ ଷ୍ଟାର ଲାଇଫ ରେ ରହି ଥାନ୍ତି । କଳାକାରଙ୍କର ଲାଇଫ ଷ୍ଟାଇଲ ବହୁତ ବେଶୀ ହାଇଫାଇ ହୋଇଥାଏ । ଆଜି ଆମେ ବଲୀଉଡର ଷ୍ଟାର କିଡ୍ସଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏକ ହାଇଫାଇ ଜୀବନ ବିତାଉ ଛନ୍ତି ।

ଏମାନଙ୍କର ଲାଇଫ ଷ୍ଟାଇଲ କୌଣସି କଳାକାର ଠାରୁ କମ ନୁହେଁ, କାରଣ ଏମାନଙ୍କ ପାଖରେ ପିଲା ବେଳୁ କୌଣସି ଜିନିଷର କମି ନଥାଏ, ଯାହା ତାଙ୍କ ପାରେଣ୍ଟସଙ୍କ ପାଖରେ ଥାଏ । ଚାଳନ୍ତୁ ଜାଣିବା ଆମର ଏହି ଲେଖା ମଧ୍ୟରେ ଆପଣଙ୍କ ପାଇଁ କଣ ରହି ଅଛି ?

ସାରା ଅଲି ଖାନ

ବଲୀଉଡ ଅଭିନେତା ଶେଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ ଯିଏକି ନିଜେ ବର୍ତ୍ତମାନ ଏକ ଅଭିନେତ୍ରୀ ହୋଇ ସାରି ଛନ୍ତି, କିନ୍ତୁ ସେ ପିଲାବେଳେ ହିଁ ହାଇଫାଇ ଲାଇଫ ଷ୍ଟାଇଲ ରେ ରହୁ ଥିଲେ । ସାରା ଅଲି ଖାନଙ୍କ ପାଖରେ ବୀଏମଡବ୍ଲ୍ଯୂ ସେଡାନ କାର ଅଛି, ଯାହାର ଦାମ ଲକ୍ଷ ଲକ୍ଷ ଟଙ୍କା ଅଟେ । ଏହା ତାଙ୍କୁ ତାଙ୍କର ବାପା ଉପହାର ସ୍ୱରୂପ ଦେଇ ଥିଲେ । ସେ କାରରେ ବୁଲିବାକୁ ପସନ୍ଦ କରନ୍ତି ।

ସୁହାନା ଖାନ

କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ସବୁବେଳେ ଚର୍ଚାରେ ରୁହନ୍ତି । ସୁହାନା ଖାନ ସବୁବେଳ ଏକ ହାଇଫାଇ ଲାଇଫ ଷ୍ଟାଇଲରେ ରୁହନ୍ତି । ତାଙ୍କ ପାଖରେ ଅଡୀ A6 କାର ଅଛି ।

ଆର୍ଯନ ଖାନ

କିଙ୍ଗ ଖାନଙ୍କ ପୁଅ ଆର୍ଯନ ଖାନ ବି ବହୁତ ହାଇ ଫାଇରେ ରୁହନ୍ତି । ସୁହାନା ଖାନ ଭଳି ତାଙ୍କ ପାଖରେ ମଧ୍ୟ ଅଡୀ A6 ଅଛି । କିଙ୍ଗ ଖାନ ପୁଅ ଏବଂ ଝିଅକୁ ଦୁଇଟି ଅଲଗା ଅଲଗା କାର ଉପହାର ଦେଇ ଛନ୍ତି ।

ତୈମୂର ଅଲୀ ଖାନ

ବଲୀଉଡ ର ଷ୍ଟାର କିଡ୍ସ ମଧ୍ୟରୁ ସବୁଠୁ ଚର୍ଚିତ ତୈମୂର ଅଲୀ ଖାନ ବର୍ତ୍ତମାନ ବହୁତ ଛୋଟ ଅଛନ୍ତି, କିନ୍ତୁ ତାଙ୍କ ପାଖରେ ତାଙ୍କର ନିଜର କାର ଅଛି । ସୈଫ ଅଲୀ ଖାନ ଏବଂ କରିନା କପୁର ତୈମୂରକୁ ଏକ ଲାଲୀ ରଙ୍ଗର ଜୀପ ଗ୍ରୈଂଡ ଚେରୋକୀ ଏସଆରଟୀ ଉପାହାର ଦେଇଛନ୍ତି । ଏବଂ ସେମାନେ ତୈମୂରଙ୍କର ସବୁ କଥା କୁ ପୂରଣ କରନ୍ତି ।